Shuru
Apke Nagar Ki App…
ଭଦ୍ରକ କଲେଜକୁ ଆସୁନାହାନ୍ତି ପ୍ରିନ୍ସପାଲ ବାହାର ପିଲା ପସି ଝିଅ ମାନଙ୍କୁ ମାରୁଛନ୍ତି କମେଣ୍ଟ ସମସ୍ୟାରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ l ଛାତ୍ରଛାତ୍ରୀ ହନ୍ତସନ୍ତ l ୨ ଦିନ ହେଲା କଲେଜକୁ ଆସୁନାହାନ୍ତି ପ୍ରିନ୍ସପାଲ କୈଣସି କାମ ପାଇଁ ଆସି ନିରାଶ ହେଇ ଫେରୁଛନ୍ତି ଛାତ୍ରଛାତ୍ରୀ, ଅଣଛାତ୍ରଙ୍କ ପ୍ରବେଶ କୁ ନେଇ କଲେଜ ରେ ଦେଖାଦେଉଛି ଉତେଜନା
AT News

More news from ଓଡ଼ିଶା and nearby areas
- हर गुलाब में छुपा है प्यार और हर लेयर में मिठास ❤️ Special creation by @shivinaren_cakeartist ✨1
- ସରା ଦେଶରେ ଗ୍ୟାସ ସମସ୍ୟା ଏହାର ଯୋରଦାର ପ୍ରତିବାଦ ଭଦ୍ରକ କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ବିଶ୍ୱଗୁରୁଙ୍କ ଧୋଇଛନ୍ତି ଜିଲ୍ଲା ସଭାପତି ନଳୀନ କାନ୍ତ ମହାନ୍ତି1
- ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି1
- ମହାମହିମ ନିଜକୁ ପଶ୍ଚିମବଙ୍ଗ ର ଝିଅ କହୁଛନ୍ତି କାହିଁକି ନା ସେଠି ଏବେ ନିର୍ବାଚନ ଆଗକୁ ଅଛି ହେଲେ ଏଠିତ (ମୟୁରଭଞ୍ଜ)ରେ ନିର୍ବାଚନ ସାରିଯାଇଛି ଆଇନି ଶୃଙ୍ଖଳା ବିଷୟରେ ଟିକେ ମୁହଁ ଖୋଲନ୍ତୁ ମହାମହିମ । ଲୋକମାନେ ତାତିଲେ କଣ କରନ୍ତି ତାର ଜ୍ୱଳନ୍ତ ଦୃଶ୍ୟ । କହିଥିଲି ନା ଲୋକ ଯଦି ଧାଡିରେ ... ତୁମକୁ ଦେବେ ଫାଡ଼ିରେ1
- Post by ଯାଜପୁର ଖବର ପ୍ରସାରିତ1
- - ବାରମ୍ବାର ଗୋ ରକ୍ଷକ ମାନେ ଗୋ ମାତାକୁ ରକ୍ଷା କରିବା ପାଇଁ ଦଲାରୀ ମାନଙ୍କ ସାଙ୍ଗରେ ଲଢେ଼ଇ ହେଉଥିବା ବେଳେ. ଗୋ ରକ୍ଷକ ମାନେ ଗୋ ହତ୍ୟା ବନ୍ଦ କରିବା ପାଇଁ ବିଧାନସଭା ରେ ଗୋ ସୁରକ୍ଷା ପାଇଁ ପ୍ରସଙ୍ଗ ରଖା ଯାଇଥିଲା1
- ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା1
- Post by ଯାଜପୁର ଖବର ପ୍ରସାରିତ1