logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା

2 hrs ago
user_Alekh Nayak ,I am a professional journalist, my job is to collect news and deliver it to people
Alekh Nayak ,I am a professional journalist, my job is to collect news and deliver it to people
ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
2 hrs ago

ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା

More news from ଓଡ଼ିଶା and nearby areas
  • ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା
    1
    ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
  • Post by Sudarsan Malla
    1
    Post by Sudarsan Malla
    user_Sudarsan Malla
    Sudarsan Malla
    କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    12 hrs ago
  • ସେବା ଓ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଷଷ୍ଠତମ ବାର୍ଷିକ ଉତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ, ପାରାଦୀପ ତଥା ଜଗତସିଂହପୁର ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ୟାସ ଫାଉଣ୍ଡେସନ....
    1
    ସେବା ଓ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଷଷ୍ଠତମ ବାର୍ଷିକ ଉତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ, ପାରାଦୀପ ତଥା ଜଗତସିଂହପୁର ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ୟାସ ଫାଉଣ୍ଡେସନ....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    17 hrs ago
  • କଟକ ଗାଁଉଲି ଅଞ୍ଚଳ
    1
    କଟକ ଗାଁଉଲି ଅଞ୍ଚଳ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    17 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    16 hrs ago
  • ମହାମହିମ ନିଜକୁ ପଶ୍ଚିମବଙ୍ଗ ର ଝିଅ କହୁଛନ୍ତି କାହିଁକି ନା ସେଠି ଏବେ ନିର୍ବାଚନ ଆଗକୁ ଅଛି ହେଲେ ଏଠିତ (ମୟୁରଭଞ୍ଜ)ରେ ନିର୍ବାଚନ ସାରିଯାଇଛି ଆଇନି ଶୃଙ୍ଖଳା ବିଷୟରେ ଟିକେ ମୁହଁ ଖୋଲନ୍ତୁ ମହାମହିମ । ଲୋକମାନେ ତାତିଲେ କଣ କରନ୍ତି ତାର ଜ୍ୱଳନ୍ତ ଦୃଶ୍ୟ । କହିଥିଲି ନା ଲୋକ ଯଦି ଧାଡିରେ ... ତୁମକୁ ଦେବେ ଫାଡ଼ିରେ
    1
    ମହାମହିମ ନିଜକୁ ପଶ୍ଚିମବଙ୍ଗ ର ଝିଅ କହୁଛନ୍ତି କାହିଁକି ନା ସେଠି ଏବେ ନିର୍ବାଚନ ଆଗକୁ ଅଛି ହେଲେ ଏଠିତ (ମୟୁରଭଞ୍ଜ)ରେ ନିର୍ବାଚନ ସାରିଯାଇଛି ଆଇନି ଶୃଙ୍ଖଳା ବିଷୟରେ ଟିକେ ମୁହଁ ଖୋଲନ୍ତୁ ମହାମହିମ । ଲୋକମାନେ ତାତିଲେ କଣ କରନ୍ତି ତାର ଜ୍ୱଳନ୍ତ ଦୃଶ୍ୟ । କହିଥିଲି ନା ଲୋକ ଯଦି ଧାଡିରେ  ... ତୁମକୁ ଦେବେ ଫାଡ଼ିରେ
    user_ଯାଜପୁର ବୁଲେଟିନ
    ଯାଜପୁର ବୁଲେଟିନ
    Photographer କୋରାଇ, ଯାଜପୁର, ଓଡ଼ିଶା•
    6 hrs ago
  • ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।
    1
    ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    7 hrs ago
  • ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅରୁଣ କୁମାର ନାୟକ ଙ୍କ ନେତୃତ୍ୱ ରେ ଏକ ଟିମ କେନ୍ଦ୍ରାପଡ଼ା ଗ୍ରାଣ୍ଡ ମୟୂରୀ ଏବଂ ମଙ୍ଗଳା ହୋଟେଲ ରେ ଅତର୍କିତ ଚଢ଼ାଉ କରି ୨ରୁ ଅଧିକ ବେଆଇ ଭାବେ ଚଳାଉଥିବା ଘରୋଇ ରନ୍ଧନ ଗ୍ୟାସ କୁ ସିଜ କରିଥିଲେ I ଉପଜିଲ୍ଲାପାଳ ଙ୍କ କହିବା କଥା ଏହି ଚଢ଼ାଉ ଆଗାମୀ ସମୟରେ ଆହୁରି ବ୍ୟାପକ ଏବଂ ଉଚ୍ଚ ସ୍ତରୀୟ ହେବ I
    1
    ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅରୁଣ କୁମାର ନାୟକ ଙ୍କ ନେତୃତ୍ୱ ରେ ଏକ ଟିମ କେନ୍ଦ୍ରାପଡ଼ା ଗ୍ରାଣ୍ଡ ମୟୂରୀ ଏବଂ ମଙ୍ଗଳା ହୋଟେଲ ରେ ଅତର୍କିତ ଚଢ଼ାଉ କରି ୨ରୁ ଅଧିକ ବେଆଇ ଭାବେ ଚଳାଉଥିବା ଘରୋଇ ରନ୍ଧନ ଗ୍ୟାସ କୁ  ସିଜ କରିଥିଲେ I ଉପଜିଲ୍ଲାପାଳ ଙ୍କ କହିବା କଥା ଏହି ଚଢ଼ାଉ ଆଗାମୀ ସମୟରେ ଆହୁରି ବ୍ୟାପକ ଏବଂ ଉଚ୍ଚ ସ୍ତରୀୟ ହେବ I
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.