Shuru
Apke Nagar Ki App…
ମଙ୍ଗରାଜ ପୁର ପଞ୍ଚାୟତ ହସିଣା ( ଖ ) RD ବିଭାଗ ର ଅତି ନିମ୍ନ ମାନର କାମ ଦେଖନ୍ତୁ ଏହି ଭିଡ଼ିଓ ରେ...
Sudarsan Malla
ମଙ୍ଗରାଜ ପୁର ପଞ୍ଚାୟତ ହସିଣା ( ଖ ) RD ବିଭାଗ ର ଅତି ନିମ୍ନ ମାନର କାମ ଦେଖନ୍ତୁ ଏହି ଭିଡ଼ିଓ ରେ...
More news from ଓଡ଼ିଶା and nearby areas
- Post by Sudarsan Malla1
- ସେବା ଓ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଷଷ୍ଠତମ ବାର୍ଷିକ ଉତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ, ପାରାଦୀପ ତଥା ଜଗତସିଂହପୁର ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ୟାସ ଫାଉଣ୍ଡେସନ....1
- ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା1
- କଟକ ଗାଁଉଲି ଅଞ୍ଚଳ1
- ମହିଳା ଦିବସ ରେ ପ୍ରତିକ୍ରିୟା ରଖିଲେ ଡକ୍ଟର ପ୍ରକାଶ ଶ୍ରୀ ଚନ୍ଦନ1
- ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।1
- Post by ଯାଜପୁର ଖବର ପ୍ରସାରିତ1
- *ଏଲପିଜି ବା ଇନ୍ଧନ ଗ୍ୟାସ କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧ ରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । *ଗ୍ୟାସ ଟାଙ୍କି ଙ୍କୁ କଲେ ଶବ ଶୋଭାଯାତ୍ରା1