logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପରାଶର କ୍ଷେତ୍ର ପାରାଦୀପ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ୟାସ ଫାଉଣ୍ଡେସନ ର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ.. ସେବା ଓ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଷଷ୍ଠତମ ବାର୍ଷିକ ଉତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ, ପାରାଦୀପ ତଥା ଜଗତସିଂହପୁର ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ୟାସ ଫାଉଣ୍ଡେସନ....

15 hrs ago
user_Biraja prasad tripathy Tripathy
Biraja prasad tripathy Tripathy
ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
15 hrs ago

ପରାଶର କ୍ଷେତ୍ର ପାରାଦୀପ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ୟାସ ଫାଉଣ୍ଡେସନ ର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ.. ସେବା ଓ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଷଷ୍ଠତମ ବାର୍ଷିକ ଉତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ, ପାରାଦୀପ ତଥା ଜଗତସିଂହପୁର ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ୟାସ ଫାଉଣ୍ଡେସନ....

More news from ଓଡ଼ିଶା and nearby areas
  • Post by Sudarsan Malla
    1
    Post by Sudarsan Malla
    user_Sudarsan Malla
    Sudarsan Malla
    କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    10 hrs ago
  • ସେବା ଓ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଷଷ୍ଠତମ ବାର୍ଷିକ ଉତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ, ପାରାଦୀପ ତଥା ଜଗତସିଂହପୁର ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ୟାସ ଫାଉଣ୍ଡେସନ....
    1
    ସେବା ଓ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଷଷ୍ଠତମ ବାର୍ଷିକ ଉତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ, ପାରାଦୀପ ତଥା ଜଗତସିଂହପୁର ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ୟାସ ଫାଉଣ୍ଡେସନ....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    15 hrs ago
  • ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା
    1
    ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    49 min ago
  • କଟକ ଗାଁଉଲି ଅଞ୍ଚଳ
    1
    କଟକ ଗାଁଉଲି ଅଞ୍ଚଳ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    16 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    14 hrs ago
  • ନିମାପଡା ବ୍ଲକ ଛକ ରେ ଥିବା ଟିଉବ୍ ୱେଲ ର ବିଗତ ୩ଦିନ ହେଲାଣି ଅଚଳ ହୋଇକି ପଡିଛି। ଏଥିରୁ ମଇଳା ପାଣି ବାହାରୁଚି । ଏ ବିଷୟରେ କିଛି ସହୃଦୟ ବେକ୍ତି କାଲି phd କର୍ତ୍ତୃପକ୍ଷଙ୍କୁ ଅବଗତ କରାଥିଲେ ହେଲେ କୌଣସି ସମାଧାନ କରାଗଲା ନାହିଁ । ଯେହେତୁ ଏ କଳ ଉପରେ ହାରାହାରୀ ୧୦ ରୁ ୧୫ ଦୋକାନୀ ପାଣି ପାଇଁ ନିର୍ଭର କରନ୍ତି । ସେଥିପାଇଁ କଳ ଟି କୁ ତୁରନ୍ତ ମରାମତି କରିବା ପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହୋଉଛି। ଯେହେତୁ ଖରା ଦିନ ପିଇବା ପାଣି ସମସ୍ୟା ସମାଧାନ କରନ୍ତୁ।
    1
    ନିମାପଡା ବ୍ଲକ ଛକ ରେ ଥିବା ଟିଉବ୍ ୱେଲ ର ବିଗତ ୩ଦିନ ହେଲାଣି  ଅଚଳ ହୋଇକି ପଡିଛି। ଏଥିରୁ ମଇଳା ପାଣି ବାହାରୁଚି । ଏ ବିଷୟରେ କିଛି ସହୃଦୟ ବେକ୍ତି କାଲି  phd କର୍ତ୍ତୃପକ୍ଷଙ୍କୁ ଅବଗତ କରାଥିଲେ ହେଲେ କୌଣସି ସମାଧାନ କରାଗଲା ନାହିଁ ।  ଯେହେତୁ ଏ କଳ ଉପରେ ହାରାହାରୀ ୧୦ ରୁ ୧୫ ଦୋକାନୀ ପାଣି ପାଇଁ ନିର୍ଭର କରନ୍ତି । ସେଥିପାଇଁ କଳ ଟି କୁ ତୁରନ୍ତ ମରାମତି କରିବା ପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହୋଉଛି।      ଯେହେତୁ ଖରା ଦିନ ପିଇବା ପାଣି ସମସ୍ୟା ସମାଧାନ କରନ୍ତୁ।
    user_Bibhuti TV
    Bibhuti TV
    Artist ନିମାପଡା, ପୁରୀ, ଓଡ଼ିଶା•
    15 hrs ago
  • ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ମେଳନ ପଡିଆରେ ବାଣ ଫୁଟାଯାଉଥିବା ବେଳେ ଘଟିଛି ଅଘଟଣ। ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ସଜାଯାଇଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବଳଙ୍ଗା ଅଞ୍ଚଳରେ ଚାଲୁଥିବା ମେଳନ ଉତ୍ସବ ସମୟରେ ବାଣ ଫୁଟାଯାଉଥିଲା। ସେହି ସମୟରେ ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ଲାଗିଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଯାଇଥିଲା। ଘଟଣା ଦେଖି ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।ଘଟଣା ସ୍ଥଳରେ ମୁତୟନ ଥିବା ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣରେ ଆଣିଥିବା ସୂଚନା ମିଳିଛି।
    1
    ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ମେଳନ ପଡିଆରେ ବାଣ ଫୁଟାଯାଉଥିବା ବେଳେ ଘଟିଛି ଅଘଟଣ। ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ସଜାଯାଇଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବଳଙ୍ଗା ଅଞ୍ଚଳରେ ଚାଲୁଥିବା ମେଳନ ଉତ୍ସବ ସମୟରେ ବାଣ ଫୁଟାଯାଉଥିଲା। ସେହି ସମୟରେ ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ଲାଗିଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଯାଇଥିଲା। ଘଟଣା ଦେଖି ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।ଘଟଣା ସ୍ଥଳରେ ମୁତୟନ ଥିବା ଅଗ୍ନିଶମ ବାହିନୀ  ନିଆଁକୁ ନିୟନ୍ତ୍ରଣରେ ଆଣିଥିବା ସୂଚନା ମିଳିଛି।
    user_Shantanu Mohanty
    Shantanu Mohanty
    Local News Reporter ନିମାପଡା, ପୁରୀ, ଓଡ଼ିଶା•
    18 hrs ago
  • *ଏଲପିଜି ବା ଇନ୍ଧନ ଗ୍ୟାସ କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧ ରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । *ଗ୍ୟାସ ଟାଙ୍କି ଙ୍କୁ କଲେ ଶବ ଶୋଭାଯାତ୍ରା
    1
    *ଏଲପିଜି ବା ଇନ୍ଧନ ଗ୍ୟାସ କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧ ରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।
*ଗ୍ୟାସ ଟାଙ୍କି ଙ୍କୁ କଲେ ଶବ ଶୋଭାଯାତ୍ରା
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.