- ପଞ୍ଚଭୂତରେ ଲୀନ ହେଲା ବରିଷ୍ଠ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପାର୍ଥିବ ଶରୀର।ନ୍ୟୁଜ7 ର ବରିଷ୍ଠ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶ ମଧ୍ୟରେ ପୁଅ ବିଘ୍ନେଶ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ତେବେ ଶିଲା ପଟ୍ଟନାୟକଙ୍କ ଶେଷ ଦର୍ଶନ ପାଇଁ ସ୍ବର୍ଗଦ୍ବାରରେ ତାଙ୍କର ସମ୍ପର୍କୀୟ, ପରିବାର ଲୋକେ, ନ୍ୟୁଜ7 ର ସମ୍ପାଦକ ଦେବ ନାରାୟଣ ସେଠୀ, ପୁରୀ ନ୍ୟୁଜ7 ର ବ୍ୟୁରୋ ଚିଫ ଚିତ୍ତରଞ୍ଜନ ମହାନ୍ତି, ଚନ୍ଦ୍ରଶେଖର ପାତ୍ର, ନିରଞ୍ଜନ ସାହୁ, ଅବିନାଶ ଦାସ, ଲକ୍ଷ୍ମୀଧର ମହାପାତ୍ର, ରବିନ୍ଦ୍ର ସାମଲ, ମଧୂସୁଦନ ମିଶ୍ର, ରାଜଶ୍ରୀ ସାହୁ, ପ୍ରତୀକ ଆଦିତ୍ୟ, ସୁଦର୍ଶନ ବାରିକ, ରୀତିକ ବିଶ୍ବାଳଙ୍କ ସହିତ ଅନ୍ୟାନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ। ଗତକାଲି ପିପିଲି ମଙ୍ଗଳପୁର ନିକଟରେ ବସ୍ ଧକ୍କାରେ ଶିଲା ପଟ୍ଟନାୟକଙ୍କ ସହିତ ତାଙ୍କ ସହିତ ଥିବା ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଶିଲା ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଦୁଃଖ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ହୋଇଛି। ଶିଲା ପଟ୍ଟନାୟକ ଜଣେ ଦକ୍ଷ ଏବଂ ସଚ୍ଚୋଟ ସାମ୍ବାଦିକା ଥିଲେ। ସାମ୍ବାଦିକ ଜଗତ ରେ ସାମ୍ବାଦିକା ଶିଲା ପଟ୍ଟନାୟକ ଏକ ମାଇଲ୍ ଖୁଣ୍ଟ ଥିଲେ। ତାଙ୍କ ଭଳି ଜଣେ ଦକ୍ଷ ସାମ୍ବାଦିକା ଙ୍କୁ ହରାଇ ସମସ୍ତେ ମର୍ମାହତ ଏବଂ ଦୁଃଖିତ ହୋଇ ପଡିଛନ୍ତି।
- ପଞ୍ଚଭୂତରେ ଲୀନ ହେଲା ବରିଷ୍ଠ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପାର୍ଥିବ ଶରୀର।ନ୍ୟୁଜ7 ର ବରିଷ୍ଠ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶ ମଧ୍ୟରେ ପୁଅ ବିଘ୍ନେଶ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ତେବେ ଶିଲା ପଟ୍ଟନାୟକଙ୍କ ଶେଷ ଦର୍ଶନ ପାଇଁ ସ୍ବର୍ଗଦ୍ବାରରେ ତାଙ୍କର ସମ୍ପର୍କୀୟ, ପରିବାର
ଲୋକେ, ନ୍ୟୁଜ7 ର ସମ୍ପାଦକ ଦେବ ନାରାୟଣ ସେଠୀ, ପୁରୀ ନ୍ୟୁଜ7 ର ବ୍ୟୁରୋ ଚିଫ ଚିତ୍ତରଞ୍ଜନ ମହାନ୍ତି, ଚନ୍ଦ୍ରଶେଖର ପାତ୍ର, ନିରଞ୍ଜନ ସାହୁ, ଅବିନାଶ ଦାସ, ଲକ୍ଷ୍ମୀଧର ମହାପାତ୍ର, ରବିନ୍ଦ୍ର ସାମଲ, ମଧୂସୁଦନ ମିଶ୍ର, ରାଜଶ୍ରୀ ସାହୁ, ପ୍ରତୀକ ଆଦିତ୍ୟ, ସୁଦର୍ଶନ ବାରିକ, ରୀତିକ ବିଶ୍ବାଳଙ୍କ ସହିତ ଅନ୍ୟାନ୍ୟ ସହଯୋଗୀ ମାନେ
ଉପସ୍ଥିତ ଥିଲେ। ଗତକାଲି ପିପିଲି ମଙ୍ଗଳପୁର ନିକଟରେ ବସ୍ ଧକ୍କାରେ ଶିଲା ପଟ୍ଟନାୟକଙ୍କ ସହିତ ତାଙ୍କ ସହିତ ଥିବା ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଶିଲା ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଦୁଃଖ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ୪
ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ହୋଇଛି। ଶିଲା ପଟ୍ଟନାୟକ ଜଣେ ଦକ୍ଷ ଏବଂ ସଚ୍ଚୋଟ ସାମ୍ବାଦିକା ଥିଲେ। ସାମ୍ବାଦିକ ଜଗତ ରେ ସାମ୍ବାଦିକା ଶିଲା ପଟ୍ଟନାୟକ ଏକ ମାଇଲ୍ ଖୁଣ୍ଟ ଥିଲେ। ତାଙ୍କ ଭଳି ଜଣେ ଦକ୍ଷ ସାମ୍ବାଦିକା ଙ୍କୁ ହରାଇ ସମସ୍ତେ ମର୍ମାହତ ଏବଂ ଦୁଃଖିତ ହୋଇ ପଡିଛନ୍ତି।
- ପୁରୀ ଜିଲ୍ଲା କିନ୍ନର ସଂଘ ତରଫରୁ ବୋହୁଚର ମାତା ଙ୍କ ପୂଜାର୍ଚନା ମହା ସମାରୋହ ଅନୁଷ୍ଠିତ କରାଯାଇଛି,, ଚତୃର୍ଥ ଥର ପାଇଁ ଗୁରୁ,ମା, ମାନଙ୍କୁ ନେଇ ଓଡିଶା ବାସୀଙ୍କ ମଙ୍ଗଳ କାମନା ନିମନ୍ତେ ମା ଙ୍କ ପୂଜା କରାଯାଇଛି,,ଏହି ପୂଜା ନିମନ୍ତେ ପୁରୀଜିଲ୍ଲା, ଅନୁଗୁଳ, ଖୋର୍ଦ୍ଧା, ବ୍ରହ୍ମପୁର, ଭୁବନେଶ୍ୱର ରୁ ମଧ୍ୟ ଗୁରୁ, ମା, ମାନଙ୍କୁ ନିମନ୍ତ୍ରଣ କରାଯାଇ ଏହି ପୂଜାରେ ସାମିଲ କରାଯାଇଛି, କିନ୍ନର ସଂଘ ଆଜି ପୁରୀ ନରେନ୍ଦ୍ର ପୁଷ୍କରିଣୀ ରେ ପୂଜାର୍ଚନା କରି ପାଣି କଳସି ମୁଣ୍ଡ ରେ ରଖି ଭଜନ କୀର୍ତନ ସହ ଶୋଭାଯାତ୍ରା କରି ପୁରୀ ସ୍ଥିତ ରାଣୀ ସତୀଭବନ କୁ ନିଆଯାଇଥିଲା, ମା ବୋହୁଚର ଙ୍କ ପୂଜା କରିବା ପାଇଁ ୩ଦିନ ପୂର୍ଵ ରୁ ବ୍ରତ କରାଯାଇଥାଏ, ୩ଦିନ ଉପବାସ ରହି ପାଣି କଳସ ଆଣି, ମା ବୋହୁଚର ଙ୍କ ପୂଜାର୍ଚନା କରିବା ପରେ, ସେମାନେ ପାଣି ଗ୍ରହଣ କରିଥାନ୍ତି, ବହୁ ପୁରାତନ ପ୍ରଥା ଯେତେବେଳେ ନିଜ ବାପ ମା ଜନ୍ମ କରି ଘରୁ ବାହାର କରିଦିଅନ୍ତି ବା କିନ୍ନର ବୋଲି ଛାଡି ଦିଅନ୍ତି, ସେତେବେଳେ ସେମାନଙ୍କୁ ମା ବୋହୁଚର ନିଜର କରି ନିଅନ୍ତି, କିନ୍ନର ଙ୍କ ଇଷ୍ଟ ଦେବି ବୋଲି ସେହି ଦିନ ଠାରୁ ମାନିନେଇ ମାଙ୍କ ପୂଜାର୍ଚନା କରିବା ପାଇଁକିନ୍ନର ସମାଜ ପ୍ରସ୍ତୁତି କରିଥାନ୍ତି,୩ଦିନ ବ୍ରତ ରଖିବା ପରେ ପରମ୍ପରା ଅନୁସାରେ ଏହି ପର୍ବ ପାଳନ କରାଯାଏ,,ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ,୨ଦିନ ଧରି ମାଙ୍କୁ ପୂଜା କରାଯାଏ,4
- Jay Jagannath 🙏1
- जैकेट छोटी हो जाने पर नई खरीदने के बजाय अब लोग एक स्मार्ट ट्रिक अपना रहे हैं। इस तकनीक में जैकेट में एक एक्स्ट्रा ज़िप पैनल जोड़ा जाता है, जिससे साइज आसानी से बढ़ाया जा सकता है। यह तरीका रेडीमेड जैकेट एक्सटेंडर के जरिए किया जाता है। खासकर प्रेग्नेंसी या बेबी कैरियर पहनते समय यह ट्रिक काफ़ी उपयोगी मानी जा रही है। #LifeHacks #SmartTrick #DIYHack #FashionHack #ViralHack #CreativeIdeas1
- ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ନାରଦିଆ ପଞ୍ଚାୟତର ରେ ପ୍ରଶାସନ କିଭଳି କାର୍ଯ୍ୟ କରୁଛି ଯୁବକଙ୍କ ମୁହଁରୁ ଶୁଣନ୍ତୁ1
- କୋର୍ଟ ଭିତରେ ବୋମା ଧମକ କିଏ କାହିଁକି ଦେଇଛି ତାହା ଏବେ ସନ୍ଦେହ ରେ ବମ୍ବ ନିଷ୍କ୍ରିୟ ଟିମ୍ ଏବେ କୋର୍ଟ ପରିସରରେ1
- ସରକାରୀ ଗାଡ଼ିରେ ନାହିଁ....PUCC1
- ଆମ ନୟାଗଡ଼ ମାଟିର ଗର୍ବ ଓ ଗୌରବ ଉତ୍କଳଘଣ୍ଟ ଆଶୁକବି ଯଦୁମଣି ମହାପାତ୍ର। ଆଜି ଅର୍ଥାତ ଜାନୁଆରୀ ୮ ହେଉଛି ସେହି ମହାନ କବିଙ୍କ ଜନ୍ମଜୟନ୍ତୀ ଶିଶୁ କବି2
- ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ପ୍ରଶାନ୍ତି ନୃତ୍ୟସଂଗୀତ ପରିଷଦ, ପୁରୀ ପକ୍ଷରୁ ଗୁରୁ ସାଗରିକା ମହାପାତ୍ରଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା । ପରେପରେ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ଟ୍ରଷ୍ଟର ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଆଲୋଚନା ଓ କବିତା ପାଠ ଅନୁଷ୍ଠାନର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ସୈାଭାଗ୍ୟ କୁମାର ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀଯୁକ୍ତ ପ୍ରଦୀପ୍ତ ରାୟ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ, ଡକ୍ଟର ଅଭିମନ୍ୟୁ ଭୂୟାଁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ଡକ୍ଟର ଦିଲ୍ଲୀପ କୁମାର ସେନାପତି ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ରେଣୁକା ମିଶ୍ରଙ୍କ ରଚିତ ସୁଲଭ ପ୍ରକାଶନୀ ପକ୍ଷରୁ ପ୍ରକାଶିତ 'କର ପର ଉପକାର ' ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଧାରଣ ସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବସୁନ୍ଦର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ମନୋଜ୍ଞ କବିତାପାଠକୁ ସଂଯୋଜନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ ଏବଂ 'ଦିବ୍ୟଦର୍ଶନ' ସମ୍ପାଦିକା ପ୍ରବାସିନୀ ମିଶ୍ର। ସଭାକାର୍ଯ୍ୟରେ ସହଯୋଗ କରିଥିଲେ ଯୋଗେନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଟ୍ଟନାୟକ, ସୁବାସ ଚନ୍ଦ୍ର ମିଶ୍ର, ସୁକାନ୍ତି ମିଶ୍ର, ରଶ୍ମି ରେଖା ସାମନ୍ତରାୟ, ମୀରା ମହାନ୍ତି , ରଚିତା ରାଉତରାୟ, ମିନତି ମିଶ୍ର, ଅନନ୍ତ ପ୍ରଧାନ, ଅଭିମନ୍ୟୁ ଗୁରୁ, ଚାରୁଲତା ମିଶ୍ର, ରଶ୍ମି ବେହେରା, ରୋଜାଲିନ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ।2