logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ, ସୋର ବ୍ଲକର ବିଭିନ୍ନ ପଞ୍ଚାୟତ ଜଳମଗ୍ନ।

1 hr ago
user_Odisha News Express
Odisha News Express
ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
1 hr ago

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ, ସୋର ବ୍ଲକର ବିଭିନ୍ନ ପଞ୍ଚାୟତ ଜଳମଗ୍ନ।

More news from ଓଡ଼ିଶା and nearby areas
  • ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ଗ୍ରାମପଞ୍ଚାୟତରେ ପ୍ରବଳ ବନ୍ୟା ବନ୍ୟାଜଳରେ ଜଳମଗ୍ନ ଗାଁ, ରାସ୍ତାଘାଟ — ଲୋକେ ହନ୍ତସନ୍ତ 🌧️🌊 PARITRAN TIMES 📰 ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ଗ୍ରାମପଞ୍ଚାୟତରେ ପ୍ରବଳ ବନ୍ୟା ବନ୍ୟାଜଳରେ ଜଳମଗ୍ନ ଗାଁ, ରାସ୍ତାଘାଟ — ଲୋକେ ହନ୍ତସନ୍ତ 🌧️🌊 PARITRAN TIMES 📰
    1
    ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ଗ୍ରାମପଞ୍ଚାୟତରେ ପ୍ରବଳ ବନ୍ୟା
ବନ୍ୟାଜଳରେ ଜଳମଗ୍ନ ଗାଁ, ରାସ୍ତାଘାଟ — ଲୋକେ ହନ୍ତସନ୍ତ 🌧️🌊
PARITRAN TIMES 📰
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ଗ୍ରାମପଞ୍ଚାୟତରେ ପ୍ରବଳ ବନ୍ୟା
ବନ୍ୟାଜଳରେ ଜଳମଗ୍ନ ଗାଁ, ରାସ୍ତାଘାଟ — ଲୋକେ ହନ୍ତସନ୍ତ 🌧️🌊
PARITRAN TIMES 📰
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    7 hrs ago
  • Post by Bhadrak bulletin
    1
    Post by Bhadrak bulletin
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    8 hrs ago
  • ଭଦ୍ରକ ରେ ବନ୍ୟାରେ ଲକ୍ଷ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି, ଜିଲ୍ଲାରେ ସବୁ ବ୍ଲକ ରେ ପାଣି ଘେରରେ ଲୋକେ, ଜିଲ୍ଲାରେ ବଡ଼ ଧାରଣରେ ବନ୍ୟା ହୋଇଥିବାରୁ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଲୋକେ, ସରକାର ଙ୍କ ତରଫରୁ ସହାୟତା କରାଯାଉଥିବା ବେଳେ ବନ୍ୟା ରେ ପୀଡିତ ଲୋକଙ୍କ କିପରି ଅଧିକ ସହାୟତା ମିଳିପାରିବ ତାକୁ ଲକ୍ଷ୍ୟରେ ରଖି ଧାମରା ଟ୍ରକ ଓ ଟିପର ଆସୋସିଏସନ ତରଫରୁ ଜିଲ୍ଲା ରେଡ଼କ୍ରସ କୁ ଏକ ଲକ୍ଷ ୫୧ ହଜାର ଟଙ୍କାର ଏକ ଚେକ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି
    1
    ଭଦ୍ରକ ରେ ବନ୍ୟାରେ ଲକ୍ଷ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି, ଜିଲ୍ଲାରେ ସବୁ ବ୍ଲକ ରେ ପାଣି ଘେରରେ ଲୋକେ, ଜିଲ୍ଲାରେ ବଡ଼ ଧାରଣରେ ବନ୍ୟା ହୋଇଥିବାରୁ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଲୋକେ, ସରକାର ଙ୍କ ତରଫରୁ ସହାୟତା କରାଯାଉଥିବା ବେଳେ ବନ୍ୟା ରେ ପୀଡିତ ଲୋକଙ୍କ କିପରି ଅଧିକ ସହାୟତା ମିଳିପାରିବ ତାକୁ ଲକ୍ଷ୍ୟରେ ରଖି ଧାମରା ଟ୍ରକ ଓ ଟିପର ଆସୋସିଏସନ ତରଫରୁ ଜିଲ୍ଲା  ରେଡ଼କ୍ରସ କୁ  ଏକ ଲକ୍ଷ ୫୧ ହଜାର ଟଙ୍କାର ଏକ ଚେକ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି
    user_TPD LIVE
    TPD LIVE
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    13 hrs ago
  • ବନ୍ୟା ପାଣିକୁ ଆଧୁନିକ ଜଳ ବିଶୋଧନ କେନ୍ଦ୍ର (Water Treatment Plant) ମାଧ୍ୟମରେ ପରିଶୋଧନ କରି ପାନୀୟ ଜଳରେ ପରିଣତ କରାଯାଉଛି। କେଉଁ କେଉଁ ପଦକ୍ଷେପ ମାଧ୍ୟମରେ ମଇଳା ବନ୍ୟା ପାଣି ବିଶୁଦ୍ଧ ପିଇବା ପାଣିରେ ପରିବର୍ତ୍ତନ ହୁଏ, ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏହି ଭିଡିଓରେ ଦେଖନ୍ତୁ।
    1
    ବନ୍ୟା ପାଣିକୁ ଆଧୁନିକ ଜଳ ବିଶୋଧନ କେନ୍ଦ୍ର (Water Treatment Plant) ମାଧ୍ୟମରେ ପରିଶୋଧନ କରି ପାନୀୟ ଜଳରେ ପରିଣତ କରାଯାଉଛି। କେଉଁ କେଉଁ ପଦକ୍ଷେପ ମାଧ୍ୟମରେ ମଇଳା ବନ୍ୟା ପାଣି ବିଶୁଦ୍ଧ ପିଇବା ପାଣିରେ ପରିବର୍ତ୍ତନ ହୁଏ, ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏହି ଭିଡିଓରେ ଦେଖନ୍ତୁ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ । ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।
    1
    ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।
ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    11 hrs ago
  • ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା। ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।
    1
    ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।
ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    15 hrs ago
  • ରେମୁଣା ବନ୍ୟା କ୍ଷୟକ୍ଷତି ନେଇ ବିଧାୟକଙ୍କ ସମୀକ୍ଷା, ଶୀଘ୍ର ଆକଳନ ଓ ସହାୟତା ପାଇଁ ନିର୍ଦ୍ଦେଶ।
    1
    ରେମୁଣା ବନ୍ୟା କ୍ଷୟକ୍ଷତି ନେଇ ବିଧାୟକଙ୍କ ସମୀକ୍ଷା, ଶୀଘ୍ର ଆକଳନ ଓ ସହାୟତା ପାଇଁ ନିର୍ଦ୍ଦେଶ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • ହଦଗଡ଼ ଡ୍ୟାମ୍ ପରିଚାଳନାରେ ବଡ଼ ଗଡ଼ବଡ଼ି ଅଭିଯୋଗ; ଜଳସମ୍ପଦ ବିଭାଗକୁ ଘେରିଲା କଂଗ୍ରେସ। ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଜଳସମ୍ପଦ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ସାଧାରଣ ପ୍ରଶାସନ ବିଭାଗର ନିୟମର ବ୍ୟତିକ୍ରମ କରି ନିଜ ଅଞ୍ଚଳରେ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବଡ଼ଭାଇଙ୍କୁ ବିଭିନ୍ନ କାମରେ ସୁବିଧା ଦେବା, ମିଥ୍ୟା ବିଲ୍ ମାଧ୍ୟମରେ ସରକାରୀ ଅର୍ଥ ହଡ଼ପ ଓ କେନାଲ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ।
    1
    ହଦଗଡ଼ ଡ୍ୟାମ୍ ପରିଚାଳନାରେ ବଡ଼ ଗଡ଼ବଡ଼ି ଅଭିଯୋଗ; ଜଳସମ୍ପଦ ବିଭାଗକୁ ଘେରିଲା କଂଗ୍ରେସ। ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଜଳସମ୍ପଦ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ସାଧାରଣ ପ୍ରଶାସନ ବିଭାଗର ନିୟମର ବ୍ୟତିକ୍ରମ କରି ନିଜ ଅଞ୍ଚଳରେ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବଡ଼ଭାଇଙ୍କୁ ବିଭିନ୍ନ କାମରେ ସୁବିଧା ଦେବା, ମିଥ୍ୟା ବିଲ୍ ମାଧ୍ୟମରେ ସରକାରୀ ଅର୍ଥ ହଡ଼ପ ଓ କେନାଲ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    8 hrs ago
  • କାଶୀନଗର ଠାରେ ଦୁର୍ଘଟଣାରେ ଏସ୍‌ଆଇଙ୍କ ଜୀବନ ଗଲା..............
    1
    କାଶୀନଗର ଠାରେ ଦୁର୍ଘଟଣାରେ ଏସ୍‌ଆଇଙ୍କ ଜୀବନ ଗଲା..............
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.