ଢେଙ୍କାନାଳର ଭାଗୀରଥୀ ଆର୍ଟ ଆଣ୍ଡ କ୍ରାଫ୍ଟ ଅଡିଟୋରିୟମ୍ଠାରେ 31/05/2026 ରେ ଆୟୋଜିତ ଏକ ବ୍ୟବସାୟ ବିକାଶ ଓ ସମ୍ମାନ ସମାରୋହରେ ଇଣ୍ଡିଆ ପୋଷ୍ଟ ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (IPPB) ମାଧ୍ୟମରେ ଉପଲବ୍ଧ ଆଦିତ୍ୟ ବିର୍ଲା ଗ୍ରୁପ୍ ପର୍ସନାଲ ଆକ୍ସିଡେଣ୍ଟ ଇନସ୍ୟୁରାନ୍ସ ପଲିସି ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ଜଣେ ମୃତ ବୀମାଧାରୀ ଶ୍ରୀ ଜିତେନ୍ଦ୍ର ନାୟକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ମୃତ୍ୟୁ ବୀମା ରାଶି ପ୍ରଦାନ କରାଯାଇଛି। ଶ୍ରୀ ଜିତେନ୍ଦ୍ର ନାୟକ ଢେଙ୍କାନାଳ ଜିଲ୍ଲା ଅଦାଲତରେ କାର୍ଯ୍ୟରତ ଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ IPPB ମାଧ୍ୟମରେ ବାର୍ଷିକ ମାତ୍ର 549 ଟଙ୍କା ପ୍ରିମିୟମ ଦେଇ ଏହି ବୀମା ଯୋଜନାରେ ସାମିଲ ହୋଇଥିଲେ। ପଲିସି ଅନୁଯାୟୀ ତାଙ୍କର ନାମିତ ବ୍ୟକ୍ତି ଶ୍ରୀମତୀ ସୁରମଣି ନାୟକଙ୍କୁ ଏହି 10 ଲକ୍ଷ ଟଙ୍କାର ବୀମା ରାଶି ହସ୍ତାନ୍ତର କରାଯାଇଛି। ଏହି ସମାରୋହରେ ଢେଙ୍କାନାଳ ଡାକ ମଣ୍ଡଳ ଅଧୀକ୍ଷକ ଶ୍ରୀ ଜମେଶ୍ୱର ଗଡନାୟକ, ସହାୟକ ଡାକ ଅଧୀକ୍ଷକ ଶ୍ରୀ ମୁକୁନ୍ଦ ଗୋଠାଇତ, IPPB ଓଡ଼ିଶା ରାଜ୍ୟ ମୁଖ୍ୟ ଶ୍ରୀ ସୁଶାନ୍ତ କୁମାର ବେହେରା, IPPB ଢେଙ୍କାନାଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ ପଣ୍ଡା, IPPB ଅନୁଗୁଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ କୁଠାଡ଼ି ଜ୍ଞାନେଶ୍ୱର, ଆଦିତ୍ୟ ବିର୍ଲା ହେଲ୍ଥ ଇନସ୍ୟୁରାନ୍ସ ଓଡ଼ିଶା ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ବେହେରା ଏବଂ ତାଙ୍କ ସହଯୋଗୀ ଶ୍ରୀ ସମୀର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଏହି ଯୋଜନାର ଉପଯୋଗିତା ଉପରେ ମତ ଦେଇ କହିଥିଲେ ଯେ, ଏହି ଦୁର୍ଘଟଣା ବୀମା ଯୋଜନା ଅତ୍ୟନ୍ତ କମ୍ ପ୍ରିମିୟମରେ ଅପ୍ରତ୍ୟାଶିତ ବିପଦ ସମୟରେ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ସେମାନେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଏକ ଉପଯୋଗୀ ଓ ଭରସାଯୋଗ୍ୟ ବୀମା ଯୋଜନା ବୋଲି ବର୍ଣ୍ଣନା କରିଥିଲେ। ଏହି ଯୋଜନାରେ ଦୁର୍ଘଟଣାଜନିତ ମୃତ୍ୟୁ କଭରେଜ୍ ବ୍ୟତୀତ ଦୁର୍ଘଟଣା ପରେ ହସ୍ପିଟାଲରେ ଭର୍ତ୍ତି ପାଇଁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା, OPD ଚିକିତ୍ସା ପାଇଁ 30,000 ଟଙ୍କା ପର୍ଯ୍ୟନ୍ତ ସୁବିଧା ଏବଂ ସନ୍ତାନଙ୍କ ଶିକ୍ଷା ପାଇଁ ଚାଇଲ୍ଡ ଏଜୁକେସନ ବେନିଫିଟ୍ ଭାବେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଉପଲବ୍ଧ ରହିଛି। ଏହି ଯୋଜନାର ସୁବିଧା ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ନିଜ ନିକଟସ୍ଥ ଡାକଘର କିମ୍ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ସେବା କେନ୍ଦ୍ର ସହ ଯୋଗାଯୋଗ କରିପାରିବେ। ଏହି ବୀମା ଯୋଜନାରେ ସାମିଲ ହେବା ପାଇଁ ବୟସ ସୀମା 18ରୁ 65 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଡାକ ବିଭାଗ ଓ IPPB ପକ୍ଷରୁ ଅଧିକରୁ ଅଧିକ ଲୋକଙ୍କୁ ଏହି ସୁଲଭ ଓ ଲାଭଦାୟକ ବୀମା ଯୋଜନାର ସୁବିଧା ନେବାକୁ ଆହ୍ୱାନ କରାଯାଇଛି।

- ଢେଙ୍କାନାଳର ଭାଗୀରଥୀ ଆର୍ଟ ଆଣ୍ଡ କ୍ରାଫ୍ଟ ଅଡିଟୋରିୟମ୍ଠାରେ 31/05/2026 ରେ ଆୟୋଜିତ ଏକ ବ୍ୟବସାୟ ବିକାଶ ଓ ସମ୍ମାନ ସମାରୋହରେ ଇଣ୍ଡିଆ ପୋଷ୍ଟ ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (IPPB) ମାଧ୍ୟମରେ ଉପଲବ୍ଧ ଆଦିତ୍ୟ ବିର୍ଲା ଗ୍ରୁପ୍ ପର୍ସନାଲ ଆକ୍ସିଡେଣ୍ଟ ଇନସ୍ୟୁରାନ୍ସ ପଲିସି ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ଜଣେ ମୃତ ବୀମାଧାରୀ ଶ୍ରୀ ଜିତେନ୍ଦ୍ର ନାୟକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ମୃତ୍ୟୁ ବୀମା ରାଶି ପ୍ରଦାନ କରାଯାଇଛି। ଶ୍ରୀ ଜିତେନ୍ଦ୍ର ନାୟକ ଢେଙ୍କାନାଳ ଜିଲ୍ଲା ଅଦାଲତରେ କାର୍ଯ୍ୟରତ ଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ IPPB ମାଧ୍ୟମରେ ବାର୍ଷିକ ମାତ୍ର 549 ଟଙ୍କା ପ୍ରିମିୟମ ଦେଇ ଏହି ବୀମା ଯୋଜନାରେ ସାମିଲ ହୋଇଥିଲେ। ପଲିସି ଅନୁଯାୟୀ ତାଙ୍କର ନାମିତ ବ୍ୟକ୍ତି ଶ୍ରୀମତୀ ସୁରମଣି ନାୟକଙ୍କୁ ଏହି 10 ଲକ୍ଷ ଟଙ୍କାର ବୀମା ରାଶି ହସ୍ତାନ୍ତର କରାଯାଇଛି। ଏହି ସମାରୋହରେ ଢେଙ୍କାନାଳ ଡାକ ମଣ୍ଡଳ ଅଧୀକ୍ଷକ ଶ୍ରୀ ଜମେଶ୍ୱର ଗଡନାୟକ, ସହାୟକ ଡାକ ଅଧୀକ୍ଷକ ଶ୍ରୀ ମୁକୁନ୍ଦ ଗୋଠାଇତ, IPPB ଓଡ଼ିଶା ରାଜ୍ୟ ମୁଖ୍ୟ ଶ୍ରୀ ସୁଶାନ୍ତ କୁମାର ବେହେରା, IPPB ଢେଙ୍କାନାଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ ପଣ୍ଡା, IPPB ଅନୁଗୁଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ କୁଠାଡ଼ି ଜ୍ଞାନେଶ୍ୱର, ଆଦିତ୍ୟ ବିର୍ଲା ହେଲ୍ଥ ଇନସ୍ୟୁରାନ୍ସ ଓଡ଼ିଶା ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ବେହେରା ଏବଂ ତାଙ୍କ ସହଯୋଗୀ ଶ୍ରୀ ସମୀର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଏହି ଯୋଜନାର ଉପଯୋଗିତା ଉପରେ ମତ ଦେଇ କହିଥିଲେ ଯେ, ଏହି ଦୁର୍ଘଟଣା ବୀମା ଯୋଜନା ଅତ୍ୟନ୍ତ କମ୍ ପ୍ରିମିୟମରେ ଅପ୍ରତ୍ୟାଶିତ ବିପଦ ସମୟରେ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ସେମାନେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଏକ ଉପଯୋଗୀ ଓ ଭରସାଯୋଗ୍ୟ ବୀମା ଯୋଜନା ବୋଲି ବର୍ଣ୍ଣନା କରିଥିଲେ। ଏହି ଯୋଜନାରେ ଦୁର୍ଘଟଣାଜନିତ ମୃତ୍ୟୁ କଭରେଜ୍ ବ୍ୟତୀତ ଦୁର୍ଘଟଣା ପରେ ହସ୍ପିଟାଲରେ ଭର୍ତ୍ତି ପାଇଁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା, OPD ଚିକିତ୍ସା ପାଇଁ 30,000 ଟଙ୍କା ପର୍ଯ୍ୟନ୍ତ ସୁବିଧା ଏବଂ ସନ୍ତାନଙ୍କ ଶିକ୍ଷା ପାଇଁ ଚାଇଲ୍ଡ ଏଜୁକେସନ ବେନିଫିଟ୍ ଭାବେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଉପଲବ୍ଧ ରହିଛି। ଏହି ଯୋଜନାର ସୁବିଧା ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ନିଜ ନିକଟସ୍ଥ ଡାକଘର କିମ୍ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ସେବା କେନ୍ଦ୍ର ସହ ଯୋଗାଯୋଗ କରିପାରିବେ। ଏହି ବୀମା ଯୋଜନାରେ ସାମିଲ ହେବା ପାଇଁ ବୟସ ସୀମା 18ରୁ 65 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଡାକ ବିଭାଗ ଓ IPPB ପକ୍ଷରୁ ଅଧିକରୁ ଅଧିକ ଲୋକଙ୍କୁ ଏହି ସୁଲଭ ଓ ଲାଭଦାୟକ ବୀମା ଯୋଜନାର ସୁବିଧା ନେବାକୁ ଆହ୍ୱାନ କରାଯାଇଛି।1
- ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ଗ୍ରାମରେ ଥିବା ଏକ କେନାଲ ବ୍ରିଜ୍କୁ ନେଇ ଗ୍ରାମବାସୀ ଦୀର୍ଘ ଚାରି ବର୍ଷ ହେବ ସମସ୍ୟା ଭୋଗୁଛନ୍ତି। ଗ୍ରାମର ମୁଖ୍ୟ ରାସ୍ତା ଉପର ଦେଇ ଯାଇଥିବା ଏହି କେନାଲ ବ୍ରିଜ୍ଟି ଏବେ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଛି। ସମସ୍ତ ସମ୍ପୃକ୍ତ ବିଭାଗ ଏହି ସମସ୍ୟା ବିଷୟରେ ଅବଗତ ଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ଧ୍ୟାନ ଦିଆଯାଇ ନାହିଁ। ଏହି କେନାଲରେ ପାଣି ଆସିବା ମାତ୍ରେ ସମଗ୍ର ଗ୍ରାମ ଜଳମୟ ହୋଇଯାଉଛି, ଯାହା ଗ୍ରାମବାସୀଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି। ଆଗକୁ ବର୍ଷା ଦିନ ଆସୁଥିବାରୁ, ଯଦି ଏହି ବ୍ରିଜ୍ର ନିର୍ମାଣ ବା ମରାମତି ନ କରାଯାଏ, ତେବେ ଗ୍ରାମବାସୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ, ଯେତେ ଶୀଘ୍ର ସମ୍ଭବ ଏହାର ସମାଧାନ କରିବାକୁ ଦାବି କରାଯାଇଛି।2
- ଗତ ୨୮ ତାରିଖରେ ହୋଇଥିବା କାଳବୈଶାଖୀ ତାଣ୍ଡବ ଯୋଗୁଁ ସୋନପୁର ସହରରେ ବିଦ୍ୟୁତ ସେବା ବ୍ୟାଘାତ ହୋଇଛି। ଏହି ଝଡ଼ ପରେ, ରାସ୍ତା ଘାଟରେ ବହୁ ବଡ଼ ବଡ଼ ଗଛ ଉପୁଡି ପଡିବାରୁ ବିଦ୍ୟୁତ ସେବା ବହୁ ମାତ୍ରାରେ ପ୍ରଭାବିତ ହୋଇଛି।1
- Post by Ram Shankar Bhoi1
- ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ଆଇଁଲାମୁଣ୍ଡା ଗ୍ରାମର ଅନେକ ବୃଦ୍ଧ ଓ ବୃଦ୍ଧା ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି।1
- Post by Binod pandey1