logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖପ୍ରାଖୋଲ ସାପମୁଣ୍ଡ -ଖୁରୀପାଣି ରାସ୍ତା କାମ ସରିନି ହାତ ଉଠିଯାଉଛି ପିଚୁ ସାପମୁଣ୍ଡ -ଖୁରୀପାଣି ରାସ୍ତା କାମ ସରିନି ଉଠିଯାଉଛି ପିଚୁ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଉପାନ୍ତ ବଣ ଜଙ୍ଗଲ ଘେରା ଖୁରୀପାଣି ରୁ ବଣ ଜଙ୍ଗଲ ଘେରା ରାସ୍ତା ର କାମ ଖୁରୀପାଣି ଓ ସାପମୁଣ୍ଡ ର ଜନସାଧାରଣ ମାନେ ଯାହା ଅଭିଯୋଗ ଆଣିଛନ୍ତି ତାହା ବର୍ଣ୍ଣନ୍ନା କରିବା ଖୁବ କଷ୍ଟକର ହେଲେ ପିଚୁ କାମ ନ ସରି ହାତ ମାରିଦେଲେ ଉଠିଯାଉଛି ପିଚୁ ଅନେଇ ଗ୍ରାମବାସୀ ମାନେ ଭିଡ଼ିଓ ଉତୋଳନ କରି ସାମାଜିକ ଗଣମାଧ୍ୟମ ରେ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି ଜଙ୍ଗଲ ପାହାଡ଼ ଘେରା ଯେଉଁଠି ସରକାରୀ ବାବୁ ଙ୍କର ପାଦ ପଡେ ନାହିଁ ସେଠିକାର କାମ କିପରି ହେଉଛି ତାହା ପାଟଣାଗଡ଼ ଗ୍ରାମ୍ୟ ଉନୟନ ବିଭାଗର ଖପ୍ରାଖୋଲ ଦାଜିତ୍ୱରେ ଥିବା ଯତ୍ନୀ ଙ୍କ ଅପାରଗତା ଖାମଖିଆଲି ଓ ତଦାରଖ କାର୍ଯ୍ୟରେ ଅବହେଳା ଯୋଙ୍ଗୁ ଠିକାଦାର ମାନେ ମନମୁଖୀ କାମ କରୁଛନ୍ତି, ଯ ଦ୍ୱାରା ନିମ୍ନ ମାନର କାମ ହେଉଛି, ଯତ୍ନୀ ବାବୁ ଖାଲି ଅଫିସରେ ବସି ସବୁ ତଦାରଖ କାମ କରିଦେଉଛନ୍ତି, ଯେଉଁଟି ଅଭିଯୋଗ ହେଉଛି ଆମେ କରିବୁ କୁହନ୍ତି,ମୋ କହିବା କଥା ଯେ ଯଦି କାମ ମୂଳରୁ ତଦାରଖ କଲେ Rectify ର ଆବଶ୍ୟକ କାହିଁକି ପଡିବ, ତାଙ୍କ କଥାରୁ ସ୍ପଷ୍ଟ ହେଉଛି ଯେ ବାବୁ ମୋଟା ଅଙ୍କ ନେଇ କାର୍ଯ୍ୟରେ ତଦାରଖ ପ୍ରତି ଧ୍ୟାନ ଦେଉ ନାହାନ୍ତି, ଖପ୍ରାଖୋଲ ବ୍ଲକ ର ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ଯେତିକି ବି କାମ,ହେଉଛି ବା ହେଉଛି ସବୁ ନିମ୍ନ ମାନର କାମ, ଏହି ସବୁ କାମକୁ ସ୍ୱତନ୍ତ୍ର ଭାବେ ଭିଜିଲାନ୍ସ ଓ ଜିଲ୍ଲାପ୍ରଶାସନ ତଦନ୍ତ କରିବା ପାଇଁ ସାଧାରଣରରେ ଦାବି ହେଉଛି

2 hrs ago
user_ବସନ୍ତ ମେହେର
ବସନ୍ତ ମେହେର
Farmer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
2 hrs ago
876f73da-16e9-4cff-9d73-db9bcb7ceedb

More news from ଓଡ଼ିଶା and nearby areas
  • #ପ୍ରବାଦପୁରୁଷ_ବିଜୁ_ପଟ୍ଟନାୟକଙ୍କ_ପ୍ରତି_ଅଶାଳୀନ_ମନ୍ତବ୍ୟ_ଅଭିଯୋଗ_ଆଣି_ଭାଜପା_ସାଂସଦ_ନିଶିକାନ୍ତ_ଦୁବେଙ୍କ_କୁଶପୁତ୍ତଳିକା_ଦାହ_କରିଛି_ବିଜେଡି।
    1
    #ପ୍ରବାଦପୁରୁଷ_ବିଜୁ_ପଟ୍ଟନାୟକଙ୍କ_ପ୍ରତି_ଅଶାଳୀନ_ମନ୍ତବ୍ୟ_ଅଭିଯୋଗ_ଆଣି_ଭାଜପା_ସାଂସଦ_ନିଶିକାନ୍ତ_ଦୁବେଙ୍କ_କୁଶପୁତ୍ତଳିକା_ଦାହ_କରିଛି_ବିଜେଡି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୧/୦୪/୨୦୨୬ ବୁଧଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ 6372966127
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୦୧/୦୪/୨୦୨୬ ବୁଧଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ 6372966127
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ସବୁବେଳେ ପଡୋଶୀ ବୌଦ୍ଧ ଜିଲ୍ଲା ଆମଗଁ ବଜାରରୁ ହଜାର ସଂଖ୍ୟାରେ ବାଲିପଡା ବଜାର କୁ ଚାରଣ କଲାପରେ ମଟରଗାଡି ରେ ଲୋଡ କରି ରାୟଗଡ଼ା ଜିଲ୍ଲା କୁ ନିଆ ଯାଉଛି।
    1
    ସବୁବେଳେ ପଡୋଶୀ ବୌଦ୍ଧ ଜିଲ୍ଲା ଆମଗଁ ବଜାରରୁ ହଜାର ସଂଖ୍ୟାରେ ବାଲିପଡା ବଜାର କୁ ଚାରଣ କଲାପରେ ମଟରଗାଡି ରେ ଲୋଡ କରି ରାୟଗଡ଼ା ଜିଲ୍ଲା କୁ ନିଆ ଯାଉଛି।
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • Post by ସାଥୀ ଟି ଭି
    1
    Post by ସାଥୀ ଟି ଭି
    user_ସାଥୀ ଟି ଭି
    ସାଥୀ ଟି ଭି
    Video Creator ସୋହେଲା, ବରଗଡ଼, ଓଡ଼ିଶା•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ସରକାରୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କୁ ମଙ୍ଗଳବାର ଦିନ ଅପରାହ୍ନ ରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ ଧରଣୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ସରକାରୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କୁ ମଙ୍ଗଳବାର ଦିନ ଅପରାହ୍ନ ରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ ଧରଣୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    22 hrs ago
  • Post by Yash Sahu
    1
    Post by Yash Sahu
    user_Yash Sahu
    Yash Sahu
    Actor ବାଙ୍ଗୋମୁଣ୍ଡା, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • 1 अप्रैल 2026 से बदल गए ये बड़े नियम | Railway, Bank, Gas Price Update | New Rules From 1 April #NewRules #1AprilNewRules #RailwayUpdate #BankUpdate #GasPriceUpdate #UPIUpdate #IndiaNews #BreakingNews #April2026 #HindiNews #LatestUpdate
    1
    1 अप्रैल 2026 से बदल गए ये बड़े नियम | Railway, Bank, Gas Price Update | New Rules From 1 April
#NewRules #1AprilNewRules #RailwayUpdate #BankUpdate #GasPriceUpdate #UPIUpdate #IndiaNews #BreakingNews #April2026 #HindiNews #LatestUpdate
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୧/୦୪/୨୦୨୬ ବୁଧଵାର । ଦିନର ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ ୬୩୭୨୯୬୬୧୨୭
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୦୧/୦୪/୨୦୨୬ ବୁଧଵାର । ଦିନର ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ ୬୩୭୨୯୬୬୧୨୭
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ। #ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ
    1
    #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ
ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ।
#ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.