Shuru
Apke Nagar Ki App…
ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୧/୦୪/୨୦୨୬ ବୁଧଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ 6372966127
Ajira Samachar
ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୧/୦୪/୨୦୨୬ ବୁଧଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ 6372966127
More news from ଓଡ଼ିଶା and nearby areas
- ଶ୍ରୀ ଜଗନ୍ନାଥ ଏକାଡେମୀ ରେ ଓଡିଶା ଦିବସ ପାଳିତ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ ଅନ୍ତରଗତ କୋଟସମଲାଇ: ଶ୍ରୀ ଜଗନ୍ନାଥ ଏକାଡେମୀରେ ଗରିମାମୟ ଭାବରେ ଓଡିଶା ଦିବସ ପାଳିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ହୋତା ସଭାପତିତ୍ୱ କରିଥିଲେ। ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ, ଶଙ୍ଖସିନ୍ଧୁ ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମଞ୍ଚରେ ଅମିତ ପାତ୍ର, ଭଗବତୀ ହୋତା, ଦାଶରଥି ସେଠୀ ଓ ରାଜୁ ମିଶ୍ର ଉପସ୍ଥିତ ଥିଲେ। ଶେଷରେ ହୃଷିକେଶ ପଧାନ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ସଫଳତାରେ ପୂର୍ଣ୍ଣିମା ନାଏକ, ବିଶ୍ୱଶ୍ୱର ପଧାନ ଓ ସବିତା ମୁଣ୍ଡା ମୁଖ୍ୟ ଭୂମିକା ନେଇଥିଲେ। ଏହି ଅବସରରେ “ଓଡ଼ିଆ ଅସ୍ମିତା ଓ ଓଡିଶା” ବିଷୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।1
- ସୁବର୍ଣ୍ଣପୁର: ନିଶା କାରବାରରେ ଜଡ଼ିତ ମାଫିଆମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ #ନାରାୟଣ_ନାୟକ1
- Post by Sonepur news khulasa1
- Post by BAHUJAN ADHIKAR1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ସରକାରୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କୁ ମଙ୍ଗଳବାର ଦିନ ଅପରାହ୍ନ ରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ ଧରଣୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ1
- ବୌଦ୍ଧ ଜ଼ିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଅବଦୁଲ କଲିମ ଖାଁ ଓରଫ ରାଜାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଏଭଳି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।1
- ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭 ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।1
- #ପ୍ରବାଦପୁରୁଷ_ବିଜୁ_ପଟ୍ଟନାୟକଙ୍କ_ପ୍ରତି_ଅଶାଳୀନ_ମନ୍ତବ୍ୟ_ଅଭିଯୋଗ_ଆଣି_ଭାଜପା_ସାଂସଦ_ନିଶିକାନ୍ତ_ଦୁବେଙ୍କ_କୁଶପୁତ୍ତଳିକା_ଦାହ_କରିଛି_ବିଜେଡି।1