logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଜୁ ପଟ୍ଟନାୟକ ଉପରେ ନିଶିକାନ୍ତ ଦୁବେ ଦେଇଥିବା ହିନ ମନ୍ତବ୍ୟ ବିରୋଧ ରେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ତରଫ ରୁ କୁଶ ପୁତ୍ତଳିକା ଦାହ। ସୁବର୍ଣ୍ଣପୁର:-ସୁବର୍ଣ୍ଣପୁର ଜିଲ୍ଲା ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ତରଫ ରୁ ନିଶିକାନ୍ତ ଦୁବେ ଙ୍କ କୁଶ ପୁତ୍ତଳିକା ଦାହ।ଝାଡ଼ଖଣ୍ଡ ରାଜ୍ୟ ଗୋଡ୍ଡା ଆସନ ର ଲୋକସଭା ସାଂସଦ ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକ ଙ୍କୁ CIA ଏଜେଣ୍ଟ କହି ଅପମାନ କରିଥିବା କହି ଦୃଢ଼ ନିନ୍ଦା କରିଛି ସୁବର୍ଣ୍ଣପୁର ବିଜେଡି। ଶତାଧିକ ବିଜେଡି କର୍ମୀ ସ୍ଥାନୀୟ ବିଜୁପଟ୍ଟନାୟକ ଛକ ରେ ଏକତ୍ରିତ ହୋଇ ଦୁବେ ଙ୍କ ମନ୍ତବ୍ୟ କୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୯୬୨ ଚିନ ଯୁଦ୍ଧ ବେଳେ ନେହେରୁ ସରକାର ଓ CIA ମଧ୍ୟ ରେ ମଧ୍ୟସ୍ଥତା କରିଥିବା କହି ହିନ ମନ୍ତବ୍ୟ ଦେଇଥିବା କହି ବିଜେପି ଓ ବିଜେଡ଼ି ସାମ୍ନା ସାମ୍ନୀ ହୋଇଛନ୍ତି। ବିଜୁ ବାବୁ ଜଣେ ଜାତୀୟ ସ୍ତର ର ନେତା ସହ ଇଣ୍ଡୋନେସିଆ ରେ ମଧ୍ୟ ଭୂମିପୁତ୍ର ଉପାଧି ରେ ଭୂଷିତ ହୋଇ ଦେଶ ପାଇଁ ଗୌରବ ଆଣିଥିବା ବେଳେ ଦୂବେ ଙ୍କ ଏପରି ମନ୍ତବ୍ୟ କୁ ନିନ୍ଦା କରି ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେଡି କର୍ମୀ। ଏହି ବିକ୍ଷୋଭ ପ୍ରଦର୍ଶନ ସମୟ ରେ ଅଶୋକ ନନ୍ଦ, ନାରାୟଣ ଲୁହା, କଇଁରୁ ସ୍ୱାଇଁ, ପୀୟୂଷ ପଣ୍ଡା,ଶ୍ୱାସତ କୁମାର ମିଶ୍ର, ଅଭିଷେକ ଶର୍ମା, ଦେବାଶିଷ ପଟ୍ଟନାୟକ ଙ୍କ ସହ ସୋନପୁର, ବିନିକା ଓ ବିରମହାରାଜପୂର ତଥା ସମସ୍ତ ବ୍ଲକ୍ ରୁ ଶହ ଶହ ବିଜେଡି କର୍ମୀ ଉପସ୍ଥିତ ଥିଲେ।

1 hr ago
user_Sonepur news khulasa
Sonepur news khulasa
Video Creator ସୋନପୁର, ସୋନପୁର, ଓଡ଼ିଶା•
1 hr ago

ବିଜୁ ପଟ୍ଟନାୟକ ଉପରେ ନିଶିକାନ୍ତ ଦୁବେ ଦେଇଥିବା ହିନ ମନ୍ତବ୍ୟ ବିରୋଧ ରେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ତରଫ ରୁ କୁଶ ପୁତ୍ତଳିକା ଦାହ। ସୁବର୍ଣ୍ଣପୁର:-ସୁବର୍ଣ୍ଣପୁର ଜିଲ୍ଲା ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ତରଫ ରୁ ନିଶିକାନ୍ତ ଦୁବେ ଙ୍କ କୁଶ ପୁତ୍ତଳିକା ଦାହ।ଝାଡ଼ଖଣ୍ଡ ରାଜ୍ୟ ଗୋଡ୍ଡା ଆସନ ର ଲୋକସଭା ସାଂସଦ ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକ ଙ୍କୁ CIA ଏଜେଣ୍ଟ କହି ଅପମାନ କରିଥିବା କହି ଦୃଢ଼ ନିନ୍ଦା କରିଛି ସୁବର୍ଣ୍ଣପୁର ବିଜେଡି। ଶତାଧିକ ବିଜେଡି କର୍ମୀ ସ୍ଥାନୀୟ ବିଜୁପଟ୍ଟନାୟକ ଛକ ରେ ଏକତ୍ରିତ ହୋଇ ଦୁବେ ଙ୍କ ମନ୍ତବ୍ୟ କୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୯୬୨ ଚିନ ଯୁଦ୍ଧ ବେଳେ ନେହେରୁ ସରକାର ଓ CIA ମଧ୍ୟ ରେ ମଧ୍ୟସ୍ଥତା କରିଥିବା କହି ହିନ ମନ୍ତବ୍ୟ ଦେଇଥିବା କହି ବିଜେପି ଓ ବିଜେଡ଼ି ସାମ୍ନା ସାମ୍ନୀ ହୋଇଛନ୍ତି। ବିଜୁ ବାବୁ ଜଣେ ଜାତୀୟ ସ୍ତର ର ନେତା ସହ ଇଣ୍ଡୋନେସିଆ ରେ ମଧ୍ୟ ଭୂମିପୁତ୍ର ଉପାଧି ରେ ଭୂଷିତ ହୋଇ ଦେଶ ପାଇଁ ଗୌରବ ଆଣିଥିବା ବେଳେ ଦୂବେ ଙ୍କ ଏପରି ମନ୍ତବ୍ୟ କୁ ନିନ୍ଦା କରି ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେଡି କର୍ମୀ। ଏହି ବିକ୍ଷୋଭ ପ୍ରଦର୍ଶନ ସମୟ ରେ ଅଶୋକ ନନ୍ଦ, ନାରାୟଣ ଲୁହା, କଇଁରୁ ସ୍ୱାଇଁ, ପୀୟୂଷ ପଣ୍ଡା,ଶ୍ୱାସତ କୁମାର ମିଶ୍ର, ଅଭିଷେକ ଶର୍ମା, ଦେବାଶିଷ ପଟ୍ଟନାୟକ ଙ୍କ ସହ ସୋନପୁର, ବିନିକା ଓ ବିରମହାରାଜପୂର ତଥା ସମସ୍ତ ବ୍ଲକ୍ ରୁ ଶହ ଶହ ବିଜେଡି କର୍ମୀ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ଶ୍ରୀ ଜଗନ୍ନାଥ ଏକାଡେମୀ ରେ ଓଡିଶା ଦିବସ ପାଳିତ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ ଅନ୍ତରଗତ କୋଟସମଲାଇ: ଶ୍ରୀ ଜଗନ୍ନାଥ ଏକାଡେମୀରେ ଗରିମାମୟ ଭାବରେ ଓଡିଶା ଦିବସ ପାଳିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ହୋତା ସଭାପତିତ୍ୱ କରିଥିଲେ। ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ, ଶଙ୍ଖସିନ୍ଧୁ ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମଞ୍ଚରେ ଅମିତ ପାତ୍ର, ଭଗବତୀ ହୋତା, ଦାଶରଥି ସେଠୀ ଓ ରାଜୁ ମିଶ୍ର ଉପସ୍ଥିତ ଥିଲେ। ଶେଷରେ ହୃଷିକେଶ ପଧାନ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ସଫଳତାରେ ପୂର୍ଣ୍ଣିମା ନାଏକ, ବିଶ୍ୱଶ୍ୱର ପଧାନ ଓ ସବିତା ମୁଣ୍ଡା ମୁଖ୍ୟ ଭୂମିକା ନେଇଥିଲେ। ଏହି ଅବସରରେ “ଓଡ଼ିଆ ଅସ୍ମିତା ଓ ଓଡିଶା” ବିଷୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
    1
    ଶ୍ରୀ ଜଗନ୍ନାଥ ଏକାଡେମୀ ରେ ଓଡିଶା ଦିବସ ପାଳିତ ସୁବର୍ଣ୍ଣପୁର ଜିଲ୍ଲା  ଉଲୁଣ୍ଡା ଵ୍ଳକ ଅନ୍ତରଗତ କୋଟସମଲାଇ: ଶ୍ରୀ ଜଗନ୍ନାଥ ଏକାଡେମୀରେ ଗରିମାମୟ ଭାବରେ ଓଡିଶା ଦିବସ ପାଳିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ହୋତା ସଭାପତିତ୍ୱ କରିଥିଲେ।
ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ, ଶଙ୍ଖସିନ୍ଧୁ ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମଞ୍ଚରେ ଅମିତ ପାତ୍ର, ଭଗବତୀ ହୋତା, ଦାଶରଥି ସେଠୀ ଓ ରାଜୁ ମିଶ୍ର ଉପସ୍ଥିତ ଥିଲେ।
ଶେଷରେ ହୃଷିକେଶ ପଧାନ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ସଫଳତାରେ ପୂର୍ଣ୍ଣିମା ନାଏକ, ବିଶ୍ୱଶ୍ୱର ପଧାନ ଓ ସବିତା ମୁଣ୍ଡା ମୁଖ୍ୟ ଭୂମିକା ନେଇଥିଲେ।
ଏହି ଅବସରରେ “ଓଡ଼ିଆ ଅସ୍ମିତା ଓ ଓଡିଶା” ବିଷୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    44 min ago
  • ସୁବର୍ଣ୍ଣପୁର: ନିଶା କାରବାରରେ ଜଡ଼ିତ ମାଫିଆମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ #ନାରାୟଣ_ନାୟକ
    1
    ସୁବର୍ଣ୍ଣପୁର: ନିଶା କାରବାରରେ ଜଡ଼ିତ ମାଫିଆମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ #ନାରାୟଣ_ନାୟକ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    22 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ସରକାରୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କୁ ମଙ୍ଗଳବାର ଦିନ ଅପରାହ୍ନ ରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ ଧରଣୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ସରକାରୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କୁ ମଙ୍ଗଳବାର ଦିନ ଅପରାହ୍ନ ରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ ଧରଣୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    20 hrs ago
  • ବୌଦ୍ଧ ଜ଼ିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଅବଦୁଲ କଲିମ ଖାଁ ଓରଫ ରାଜାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଏଭଳି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
    1
    ବୌଦ୍ଧ ଜ଼ିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଅବଦୁଲ କଲିମ ଖାଁ ଓରଫ ରାଜାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଏଭଳି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    18 hrs ago
  • ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭 ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।
    1
    ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭
ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    22 hrs ago
  • #ପ୍ରବାଦପୁରୁଷ_ବିଜୁ_ପଟ୍ଟନାୟକଙ୍କ_ପ୍ରତି_ଅଶାଳୀନ_ମନ୍ତବ୍ୟ_ଅଭିଯୋଗ_ଆଣି_ଭାଜପା_ସାଂସଦ_ନିଶିକାନ୍ତ_ଦୁବେଙ୍କ_କୁଶପୁତ୍ତଳିକା_ଦାହ_କରିଛି_ବିଜେଡି।
    1
    #ପ୍ରବାଦପୁରୁଷ_ବିଜୁ_ପଟ୍ଟନାୟକଙ୍କ_ପ୍ରତି_ଅଶାଳୀନ_ମନ୍ତବ୍ୟ_ଅଭିଯୋଗ_ଆଣି_ଭାଜପା_ସାଂସଦ_ନିଶିକାନ୍ତ_ଦୁବେଙ୍କ_କୁଶପୁତ୍ତଳିକା_ଦାହ_କରିଛି_ବିଜେଡି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.