logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜମନକିରା ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା ଶିବିର: "ମନରେ ଦୃଢ଼ ସଂକଳ୍ପ ଥିଲେ ନିଶାମୁକ୍ତ ହେବା ସମ୍ଭବ" ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭 ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।

2 hrs ago
user_Hemanta bhainsa
Hemanta bhainsa
Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
2 hrs ago

ଜମନକିରା ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା ଶିବିର: "ମନରେ ଦୃଢ଼ ସଂକଳ୍ପ ଥିଲେ ନିଶାମୁକ୍ତ ହେବା ସମ୍ଭବ" ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭 ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।

More news from Sambalpur and nearby areas
  • राहुल जी, आप ‘SURRENDER’ हैं, जिसने नक्सलियों के सामने समर्पण कर दिया था। प्रधानमंत्री मोदी जी ‘DHURANDHAR’ हैं जिनके नेतृत्व में भारत नक्सल मुक्त होने जा रहा है। #Sambidpatra #NaxalFreeIndia
    1
    राहुल जी, 
आप ‘SURRENDER’ हैं, जिसने नक्सलियों के सामने समर्पण कर दिया था।
प्रधानमंत्री मोदी जी ‘DHURANDHAR’ हैं जिनके नेतृत्व में भारत नक्सल मुक्त होने जा रहा है। #Sambidpatra
#NaxalFreeIndia
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    10 min ago
  • ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭 ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।
    1
    ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭
ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    2 hrs ago
  • ।।ବେଲପାହାଡ଼ ଉତ୍ସବ ମଚାନ ତୃତୀୟ ସନ୍ଧ୍ୟାରେ ସାନ ବଡ଼ ଘୁଡକା ନାଚରେ ଦୁଲକିଲା ମଞ୍ଚ।। ବେଲପାହାଡ଼ ଉତ୍ସବ ମବାନ -୨୦୨୬ ର ଆଜି ତୃତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକିଛି ମଞ୍ଚ। ବେଲପାହାଡ ରନ୍ ମଣ୍ଡପଠାରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ପାଳନ କରାଯିବ। ଆଜି ତୃତୀୟ ଦିନରେ ମଚାନ ଉତ୍ସବ ସଭାପତି ରାଜେଶ ଭୋଇଙ୍କ ସହ ଅତିଥୁ ମାନଙ୍କ ମଧ୍ୟରେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ବେଲପାହାଡ ଥାନା ଅଧୂକାରୀ ବିକାଶ କଲେତ, ଭାସ୍କର ପଟେଲ, ବେଲପାହାଡ ପୌରପରି ଷଦର କାଉନସିଲର ସୁନନ୍ଦା ପଶାୟତ, ଗୀତାରାଣୀ ପାନ ପ୍ରମୁଖ ଯୋଗଦେଇ ମା ସମଲେଇ ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ଅତିଥିମାନେ ମଚାନ ଉତ୍ସବ ବିଷୟରେ ଆଲୋକପାତ କରିବାସହ ଏହାଦ୍ଵାରା କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ଭାଇଚାରାର ପରିବେଶ ସୃଷ୍ଟି କରି ବେଲପାହାଡିବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖୁଛି ବୋଲି ପ୍ରକାଶ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନ ଗୀତ ଏବଂ ନୃତ୍ୟ ପରିବେଶଣ କରି ଦର୍ଶକଙ୍କ ମାନ ମୋହିଥିଲା। ଆୟୋଜକ ନୂତନ କମିଟି ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର ଜଗନ୍ନାଥଙ୍କ ନିକଟରେ ଦୀପପ୍ରଜ୍ଜଳନ, ଉପସଭାପତି ଜ୍ଞାନରଞ୍ଜନ ସ୍ଵାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହ କୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୌମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ,ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ ବିଭିନ୍ନ ଦାୟିତ୍ଵ ନିର୍ବାହ କରିଛନ୍ତି। #machaan2026 #BelpaharUchhab2026 #PalishriMela #ratnamandap @topfans Belpahar Parivar
    1
    ।।ବେଲପାହାଡ଼ ଉତ୍ସବ ମଚାନ ତୃତୀୟ ସନ୍ଧ୍ୟାରେ ସାନ ବଡ଼ ଘୁଡକା ନାଚରେ ଦୁଲକିଲା ମଞ୍ଚ।।
ବେଲପାହାଡ଼ ଉତ୍ସବ ମବାନ -୨୦୨୬ ର ଆଜି ତୃତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକିଛି ମଞ୍ଚ। ବେଲପାହାଡ ରନ୍ ମଣ୍ଡପଠାରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ପାଳନ କରାଯିବ। ଆଜି ତୃତୀୟ
ଦିନରେ ମଚାନ ଉତ୍ସବ ସଭାପତି ରାଜେଶ ଭୋଇଙ୍କ ସହ ଅତିଥୁ ମାନଙ୍କ ମଧ୍ୟରେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ବେଲପାହାଡ ଥାନା ଅଧୂକାରୀ ବିକାଶ କଲେତ, ଭାସ୍କର ପଟେଲ, ବେଲପାହାଡ ପୌରପରି ଷଦର କାଉନସିଲର ସୁନନ୍ଦା ପଶାୟତ, ଗୀତାରାଣୀ ପାନ ପ୍ରମୁଖ ଯୋଗଦେଇ ମା ସମଲେଇ ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ଅତିଥିମାନେ ମଚାନ ଉତ୍ସବ ବିଷୟରେ ଆଲୋକପାତ କରିବାସହ ଏହାଦ୍ଵାରା କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ଭାଇଚାରାର ପରିବେଶ ସୃଷ୍ଟି କରି ବେଲପାହାଡିବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖୁଛି ବୋଲି ପ୍ରକାଶ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନ ଗୀତ ଏବଂ ନୃତ୍ୟ ପରିବେଶଣ କରି ଦର୍ଶକଙ୍କ ମାନ ମୋହିଥିଲା। ଆୟୋଜକ ନୂତନ କମିଟି ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର ଜଗନ୍ନାଥଙ୍କ ନିକଟରେ ଦୀପପ୍ରଜ୍ଜଳନ, ଉପସଭାପତି ଜ୍ଞାନରଞ୍ଜନ ସ୍ଵାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହ କୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୌମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ,ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ ବିଭିନ୍ନ ଦାୟିତ୍ଵ ନିର୍ବାହ କରିଛନ୍ତି। #machaan2026 #BelpaharUchhab2026 #PalishriMela #ratnamandap @topfans Belpahar Parivar
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    4 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ସରକାରୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କୁ ମଙ୍ଗଳବାର ଦିନ ଅପରାହ୍ନ ରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ ଧରଣୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ସରକାରୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କୁ ମଙ୍ଗଳବାର ଦିନ ଅପରାହ୍ନ ରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ ଧରଣୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    39 min ago
  • ମହୁଲପାଲି ଥାନା ଅନ୍ତର୍ଗତ କେଶେଇବାହାଲ ରେ ପାଇଖାନା ଟାଙ୍କି ସେଣ୍ଟରିଙ୍ଗ ଖୋଲିବା ବେଳେ ଦୁଇ ଜଣ ଙ୍କ ଦୁଃଖଦ ମୃତ୍ଯୁ ଘଟିଛି ବୋଲି ସୂଚନା ରହିଛି l ସୂଚନା ଅନୁସାରେ ଆଜି ସକାଳ ୮ ଟା ସମୟରେ ହେମନ୍ତ ବେହେରା ଙ୍କ ନୂତନ କରି ତିଆରି ହୋଇଥିବା ପାଇଖାନା ଟାଙ୍କି ର ସେଣ୍ଟରିଙ୍ଗ ଖୋଲିବା ପାଇଁ ସୁଶୀଲ ନାଏକ ଏବଂ ଆନନ୍ଦ ନାଏକ ଟାଙ୍କି ଭିତରକୁ ପଶିଥିଲେ l ଡେରି ହେବାରୁ କିଛି ଅଘଟଣ ସନ୍ଦେହ କରି ହେମନ୍ତ ବେହେରା ଓ ତାଙ୍କ ପଛେ ପଛେ ଭିଖାରି ବେହେରା ଟାଙ୍କି ଭିତରକୁ ପଶି ଥିଲେ l କିନ୍ତୁ ଏକା ହେମନ୍ତ ବାହାର କୁ ଆସି ଅଚେତ ହୋଇ ପଡିଯାଇଥିଲେ l ପରିବାର ଓ ପଡୋଶୀ ଲୋକେ ଜେସିବି ଆଣି ସମସ୍ତଙ୍କୁ ଉଦ୍ଧlର କରି କୁଚିଣ୍ଡା ଡାକ୍ତରଖାନା ନେଇଥିଲେ l ସେଠାରେ ଭିଖାରି ଏବଂ ସୁଶୀଲ ଙ୍କ ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ରହିଛି l ଏପରି ଏକ ଦୁଃଖଦ ଘଟଣା କୁ ନେଇ ଅଂଚଳରେ ଶୋକର ଲହରୀ ଖେଳି ଯାଇଛି l
    3
    ମହୁଲପାଲି ଥାନା ଅନ୍ତର୍ଗତ କେଶେଇବାହାଲ ରେ ପାଇଖାନା ଟାଙ୍କି ସେଣ୍ଟରିଙ୍ଗ ଖୋଲିବା ବେଳେ ଦୁଇ ଜଣ ଙ୍କ ଦୁଃଖଦ ମୃତ୍ଯୁ ଘଟିଛି ବୋଲି ସୂଚନା ରହିଛି l ସୂଚନା ଅନୁସାରେ ଆଜି ସକାଳ ୮ ଟା ସମୟରେ ହେମନ୍ତ ବେହେରା ଙ୍କ ନୂତନ କରି ତିଆରି ହୋଇଥିବା ପାଇଖାନା ଟାଙ୍କି ର ସେଣ୍ଟରିଙ୍ଗ ଖୋଲିବା ପାଇଁ ସୁଶୀଲ ନାଏକ ଏବଂ ଆନନ୍ଦ ନାଏକ ଟାଙ୍କି ଭିତରକୁ ପଶିଥିଲେ l ଡେରି ହେବାରୁ କିଛି ଅଘଟଣ ସନ୍ଦେହ କରି ହେମନ୍ତ ବେହେରା ଓ ତାଙ୍କ ପଛେ ପଛେ ଭିଖାରି ବେହେରା ଟାଙ୍କି ଭିତରକୁ ପଶି ଥିଲେ l କିନ୍ତୁ ଏକା ହେମନ୍ତ ବାହାର କୁ ଆସି ଅଚେତ ହୋଇ ପଡିଯାଇଥିଲେ l ପରିବାର ଓ ପଡୋଶୀ ଲୋକେ ଜେସିବି ଆଣି ସମସ୍ତଙ୍କୁ ଉଦ୍ଧlର କରି କୁଚିଣ୍ଡା ଡାକ୍ତରଖାନା ନେଇଥିଲେ l ସେଠାରେ ଭିଖାରି ଏବଂ ସୁଶୀଲ ଙ୍କ ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ରହିଛି l ଏପରି ଏକ ଦୁଃଖଦ ଘଟଣା କୁ ନେଇ ଅଂଚଳରେ ଶୋକର ଲହରୀ ଖେଳି ଯାଇଛି l
    user_Suresh Kumar Ghosh
    Suresh Kumar Ghosh
    ମାହୁଲପାଲି, ସମ୍ବଲପୁର, ଓଡ଼ିଶା•
    1 hr ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    2 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • नक्सलवाद का मूल कारण विकास की डिमांड नहीं है, एक ideology है। जिस ideology को राष्ट्रपति पद का चुनाव जीतने के लिए इंदिरा गांधी जी ने स्वीकार कर लिया… इसी वामपंथी विचारधारा के कारण नक्सलवाद फैला है। #Amit Shah #NaxalFreeIndia
    1
    नक्सलवाद का मूल कारण विकास की डिमांड नहीं है, एक ideology है।
जिस ideology को राष्ट्रपति पद का चुनाव जीतने के लिए इंदिरा गांधी जी ने स्वीकार कर लिया… इसी वामपंथी विचारधारा के कारण नक्सलवाद फैला है।
#Amit Shah #NaxalFreeIndia
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.