logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

।।ବେଲପାହାଡ଼ ଉତ୍ସବ ମଚାନ ତୃତୀୟ ସନ୍ଧ୍ୟାରେ ସାନ ବଡ଼ ଘୁଡକା ନାଚରେ ଦୁଲକିଲା ମଞ୍ଚ।। ।।ବେଲପାହାଡ଼ ଉତ୍ସବ ମଚାନ ତୃତୀୟ ସନ୍ଧ୍ୟାରେ ସାନ ବଡ଼ ଘୁଡକା ନାଚରେ ଦୁଲକିଲା ମଞ୍ଚ।। ବେଲପାହାଡ଼ ଉତ୍ସବ ମବାନ -୨୦୨୬ ର ଆଜି ତୃତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକିଛି ମଞ୍ଚ। ବେଲପାହାଡ ରନ୍ ମଣ୍ଡପଠାରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ପାଳନ କରାଯିବ। ଆଜି ତୃତୀୟ ଦିନରେ ମଚାନ ଉତ୍ସବ ସଭାପତି ରାଜେଶ ଭୋଇଙ୍କ ସହ ଅତିଥୁ ମାନଙ୍କ ମଧ୍ୟରେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ବେଲପାହାଡ ଥାନା ଅଧୂକାରୀ ବିକାଶ କଲେତ, ଭାସ୍କର ପଟେଲ, ବେଲପାହାଡ ପୌରପରି ଷଦର କାଉନସିଲର ସୁନନ୍ଦା ପଶାୟତ, ଗୀତାରାଣୀ ପାନ ପ୍ରମୁଖ ଯୋଗଦେଇ ମା ସମଲେଇ ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ଅତିଥିମାନେ ମଚାନ ଉତ୍ସବ ବିଷୟରେ ଆଲୋକପାତ କରିବାସହ ଏହାଦ୍ଵାରା କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ଭାଇଚାରାର ପରିବେଶ ସୃଷ୍ଟି କରି ବେଲପାହାଡିବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖୁଛି ବୋଲି ପ୍ରକାଶ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନ ଗୀତ ଏବଂ ନୃତ୍ୟ ପରିବେଶଣ କରି ଦର୍ଶକଙ୍କ ମାନ ମୋହିଥିଲା। ଆୟୋଜକ ନୂତନ କମିଟି ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର ଜଗନ୍ନାଥଙ୍କ ନିକଟରେ ଦୀପପ୍ରଜ୍ଜଳନ, ଉପସଭାପତି ଜ୍ଞାନରଞ୍ଜନ ସ୍ଵାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହ କୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୌମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ,ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ ବିଭିନ୍ନ ଦାୟିତ୍ଵ ନିର୍ବାହ କରିଛନ୍ତି। #machaan2026 #BelpaharUchhab2026 #PalishriMela #ratnamandap @topfans Belpahar Parivar

2 hrs ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•

More news from Jharsuguda and nearby areas
  • ।।ବେଲପାହାଡ଼ ଉତ୍ସବ ମଚାନ ତୃତୀୟ ସନ୍ଧ୍ୟାରେ ସାନ ବଡ଼ ଘୁଡକା ନାଚରେ ଦୁଲକିଲା ମଞ୍ଚ।। ବେଲପାହାଡ଼ ଉତ୍ସବ ମବାନ -୨୦୨୬ ର ଆଜି ତୃତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକିଛି ମଞ୍ଚ। ବେଲପାହାଡ ରନ୍ ମଣ୍ଡପଠାରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ପାଳନ କରାଯିବ। ଆଜି ତୃତୀୟ ଦିନରେ ମଚାନ ଉତ୍ସବ ସଭାପତି ରାଜେଶ ଭୋଇଙ୍କ ସହ ଅତିଥୁ ମାନଙ୍କ ମଧ୍ୟରେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ବେଲପାହାଡ ଥାନା ଅଧୂକାରୀ ବିକାଶ କଲେତ, ଭାସ୍କର ପଟେଲ, ବେଲପାହାଡ ପୌରପରି ଷଦର କାଉନସିଲର ସୁନନ୍ଦା ପଶାୟତ, ଗୀତାରାଣୀ ପାନ ପ୍ରମୁଖ ଯୋଗଦେଇ ମା ସମଲେଇ ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ଅତିଥିମାନେ ମଚାନ ଉତ୍ସବ ବିଷୟରେ ଆଲୋକପାତ କରିବାସହ ଏହାଦ୍ଵାରା କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ଭାଇଚାରାର ପରିବେଶ ସୃଷ୍ଟି କରି ବେଲପାହାଡିବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖୁଛି ବୋଲି ପ୍ରକାଶ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନ ଗୀତ ଏବଂ ନୃତ୍ୟ ପରିବେଶଣ କରି ଦର୍ଶକଙ୍କ ମାନ ମୋହିଥିଲା। ଆୟୋଜକ ନୂତନ କମିଟି ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର ଜଗନ୍ନାଥଙ୍କ ନିକଟରେ ଦୀପପ୍ରଜ୍ଜଳନ, ଉପସଭାପତି ଜ୍ଞାନରଞ୍ଜନ ସ୍ଵାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହ କୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୌମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ,ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ ବିଭିନ୍ନ ଦାୟିତ୍ଵ ନିର୍ବାହ କରିଛନ୍ତି। #machaan2026 #BelpaharUchhab2026 #PalishriMela #ratnamandap @topfans Belpahar Parivar
    1
    ।।ବେଲପାହାଡ଼ ଉତ୍ସବ ମଚାନ ତୃତୀୟ ସନ୍ଧ୍ୟାରେ ସାନ ବଡ଼ ଘୁଡକା ନାଚରେ ଦୁଲକିଲା ମଞ୍ଚ।।
ବେଲପାହାଡ଼ ଉତ୍ସବ ମବାନ -୨୦୨୬ ର ଆଜି ତୃତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକିଛି ମଞ୍ଚ। ବେଲପାହାଡ ରନ୍ ମଣ୍ଡପଠାରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ପାଳନ କରାଯିବ। ଆଜି ତୃତୀୟ
ଦିନରେ ମଚାନ ଉତ୍ସବ ସଭାପତି ରାଜେଶ ଭୋଇଙ୍କ ସହ ଅତିଥୁ ମାନଙ୍କ ମଧ୍ୟରେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ବେଲପାହାଡ ଥାନା ଅଧୂକାରୀ ବିକାଶ କଲେତ, ଭାସ୍କର ପଟେଲ, ବେଲପାହାଡ ପୌରପରି ଷଦର କାଉନସିଲର ସୁନନ୍ଦା ପଶାୟତ, ଗୀତାରାଣୀ ପାନ ପ୍ରମୁଖ ଯୋଗଦେଇ ମା ସମଲେଇ ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ଅତିଥିମାନେ ମଚାନ ଉତ୍ସବ ବିଷୟରେ ଆଲୋକପାତ କରିବାସହ ଏହାଦ୍ଵାରା କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ଭାଇଚାରାର ପରିବେଶ ସୃଷ୍ଟି କରି ବେଲପାହାଡିବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖୁଛି ବୋଲି ପ୍ରକାଶ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନ ଗୀତ ଏବଂ ନୃତ୍ୟ ପରିବେଶଣ କରି ଦର୍ଶକଙ୍କ ମାନ ମୋହିଥିଲା। ଆୟୋଜକ ନୂତନ କମିଟି ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର ଜଗନ୍ନାଥଙ୍କ ନିକଟରେ ଦୀପପ୍ରଜ୍ଜଳନ, ଉପସଭାପତି ଜ୍ଞାନରଞ୍ଜନ ସ୍ଵାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହ କୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୌମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ,ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ ବିଭିନ୍ନ ଦାୟିତ୍ଵ ନିର୍ବାହ କରିଛନ୍ତି। #machaan2026 #BelpaharUchhab2026 #PalishriMela #ratnamandap @topfans Belpahar Parivar
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    2 hrs ago
  • नक्सलवाद का मूल कारण विकास की डिमांड नहीं है, एक ideology है। जिस ideology को राष्ट्रपति पद का चुनाव जीतने के लिए इंदिरा गांधी जी ने स्वीकार कर लिया… इसी वामपंथी विचारधारा के कारण नक्सलवाद फैला है। #Amit Shah #NaxalFreeIndia
    1
    नक्सलवाद का मूल कारण विकास की डिमांड नहीं है, एक ideology है।
जिस ideology को राष्ट्रपति पद का चुनाव जीतने के लिए इंदिरा गांधी जी ने स्वीकार कर लिया… इसी वामपंथी विचारधारा के कारण नक्सलवाद फैला है।
#Amit Shah #NaxalFreeIndia
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    17 hrs ago
  • ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭 ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।
    1
    ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭
ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    29 min ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    33 min ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ବରଘାଟ ରେ ହେବ ଅଷ୍ଟ ପ୍ରହରୀ ନାମଯଜ୍ଞ। ଏଥିପାଇଁ ଏକ ଭବ୍ୟ କଳସ ଶୋଭାଯାତ୍ରା କରାଯାଇଛି। ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷ ଯୋଗଦେଇ ଗ୍ରାମ୍ୟ ପୋଖରୀ ରୁ ଜଳ ପୂର୍ଣ୍ଣ କଳସ ଆଣି ନାମ ମଣ୍ଡପ ଓ ଯଜ୍ଞ ମଣ୍ଡପ ରେ ସ୍ଥାପନ କରାଯାଇଥିଲା।
    4
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ବରଘାଟ ରେ ହେବ ଅଷ୍ଟ ପ୍ରହରୀ ନାମଯଜ୍ଞ। ଏଥିପାଇଁ ଏକ ଭବ୍ୟ କଳସ ଶୋଭାଯାତ୍ରା କରାଯାଇଛି। ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷ ଯୋଗଦେଇ ଗ୍ରାମ୍ୟ ପୋଖରୀ ରୁ ଜଳ ପୂର୍ଣ୍ଣ କଳସ ଆଣି ନାମ ମଣ୍ଡପ ଓ ଯଜ୍ଞ ମଣ୍ଡପ ରେ ସ୍ଥାପନ କରାଯାଇଥିଲା।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    8 hrs ago
  • आज बस्तर से नक्सलवाद लगभग समाप्त हो चुका है. बक्सर में हर गांव में स्कूल, राशन की दुकान, पंचायत में PAC/CAC बनाने की मुहिम चल रही है, आधार कार्ड बन रहे हैं, मुफ्त राशन मिल रहा है: गृह मंत्री @AmitShah
    1
    आज बस्तर से नक्सलवाद लगभग समाप्त हो चुका है.
बक्सर में हर गांव में स्कूल, राशन की दुकान, पंचायत में PAC/CAC बनाने की मुहिम चल रही है, आधार कार्ड बन रहे हैं, मुफ्त राशन मिल रहा है: गृह मंत्री @AmitShah
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.