logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି, ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୋଦି ବନ୍ଦେ ଉତ୍କଳ ଜନନୀ… ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ ଜନନୀ ଜନନୀ…ବନ୍ଦେ ଉତ୍କଳ ଜନନୀ…।' ସତରେ..ନିଜକୁ ଓଡ଼ିଆ ବୋଲି କହିବାକୁ ବହୁତ ଗର୍ବ ଅନୁଭବ ହୁଏ । କାରଣ ପୁଣ୍ୟ ଭୂମି ଓଡ଼ିଶା ବୁକୁରେ ସନ୍ତାନଟିଏ ହୋଇ ଆମେ ଜନ୍ମ ନେଇଛେ, ଯାହାର ଏକ ଗୌରବମୟ ଇତିହାସ ରହିଛି । ସେହିପରି ଓଡ଼ିଶା ଦିବସ ଉପଲକ୍ଷେ ଓଡ଼ିଶାବାସୀ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ସାମଜିକ ଗଣମାଧ୍ୟମ 'ଏକ୍ସ'ରେ ସେ କହିଛନ୍ତି, ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ବହନ କରେ ଏହି ଦିବସ । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରଗଠନରେ ଓଡ଼ିଶାର ଅମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଆସିଛି । ବିକଶିତ ଭାରତ ନିର୍ମାଣରେ କୁଶଳ ଏବଂ କର୍ମଠ ଓଡ଼ିଶାବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ । ଆଜିର ଏହି ଶୁଭ ଅବସରରେ ଓଡ଼ିଶାବାସୀଙ୍କ ସୁଖ-ସମୃଦ୍ଧି ଓ ମଙ୍ଗଳ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି । ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବରପୁତ୍ରମାନେ ଅଲିଭା ସ୍ବାକ୍ଷର ଛାଡ଼ି ଯାଇଛନ୍ତି । ବିଜୁବାବୁଙ୍କ ଭଳି ମହାନ ବ୍ୟକ୍ତିତ୍ବ ଏହି ମାଟିରେ ଜନ୍ମ ନେଇଥିଲେ । ତାଙ୍କ ଜୀବନ ଅସାଧାରଣ ଶକ୍ତି ଓ ସାହସର ପ୍ରତୀକ । ଦେଶ ଗଠନ ପାଇଁ ଅତୁଟ ସମର୍ପଣର ପ୍ରତୀକ ହେଉଛନ୍ତି ବିଜୁ ବାବୁ। ବିଜୁ ବାବୁଙ୍କ ବହୁମୁଖୀ ବ୍ୟକ୍ତିତ୍ବ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିଥାଏ । ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବାକୁ ସରକାରଙ୍କ ପ୍ରୟାସକୁ ମୋଦି ପ୍ରଶଂସା କରିଛନ୍ତି । ଓଡ଼ିଶାର ପ୍ରଗତି ପାଇଁ ସାମୂହିକ ଭାବେ ଚିନ୍ତନ କରିବାର ଆବଶ୍ୟକତା ରହିଛି । ବିକଶିତ ଓଡ଼ିଶା ହାସଲ ଦିଗରେ ଭାରତ ସରକାର ଓଡ଼ିଶା ସହ ଛିଡ଼ା ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

2 hrs ago
user_ODISHA NEWS
ODISHA NEWS
Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
2 hrs ago
6e5ff423-78b0-49b4-b99f-2354574fc213

More news from ଓଡ଼ିଶା and nearby areas
  • କୁଷଙ୍ଗ ଗାଁରେ ଦୁର୍ନୀତିର ନଗ୍ନ ଦୃଶ୍ୟ ଦେଖାଲେ ନିଜେ ଗାଁ ଲୋକେ| ରାସ୍ତା ନୁ ନେଇକରି କଲେଜ୍ ସବୁ ଜାଗାନେ ଦୁର୍ନୀତି #bharatvikashkhabar #news #viralreels #viralnews
    1
    କୁଷଙ୍ଗ ଗାଁରେ ଦୁର୍ନୀତିର ନଗ୍ନ ଦୃଶ୍ୟ ଦେଖାଲେ ନିଜେ ଗାଁ ଲୋକେ| ରାସ୍ତା ନୁ ନେଇକରି କଲେଜ୍ ସବୁ ଜାଗାନେ ଦୁର୍ନୀତି #bharatvikashkhabar #news #viralreels #viralnews
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ସାରା କୋଶଲାଞ୍ଚଲ୍ ଲାଗି ଆଏବା କେଲ୍ ଏପ୍ରିଲ୍ ୧ 🏴କଲା ଦିବସ୍ 🏴 We Want Separate from Odisha ✊ We Demand Koshal State ✊ Jay Koshal ✊ Jay Maa Koshal 🙏
    1
    ସାରା କୋଶଲାଞ୍ଚଲ୍ ଲାଗି ଆଏବା କେଲ୍ ଏପ୍ରିଲ୍ ୧ 🏴କଲା ଦିବସ୍ 🏴
We Want Separate from Odisha ✊
We Demand Koshal State ✊
Jay Koshal ✊ Jay Maa Koshal 🙏
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ଶ୍ରୀ ଜଗନ୍ନାଥ ଏକାଡେମୀ ରେ ଓଡିଶା ଦିବସ ପାଳିତ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ ଅନ୍ତରଗତ କୋଟସମଲାଇ: ଶ୍ରୀ ଜଗନ୍ନାଥ ଏକାଡେମୀରେ ଗରିମାମୟ ଭାବରେ ଓଡିଶା ଦିବସ ପାଳିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ହୋତା ସଭାପତିତ୍ୱ କରିଥିଲେ। ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ, ଶଙ୍ଖସିନ୍ଧୁ ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମଞ୍ଚରେ ଅମିତ ପାତ୍ର, ଭଗବତୀ ହୋତା, ଦାଶରଥି ସେଠୀ ଓ ରାଜୁ ମିଶ୍ର ଉପସ୍ଥିତ ଥିଲେ। ଶେଷରେ ହୃଷିକେଶ ପଧାନ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ସଫଳତାରେ ପୂର୍ଣ୍ଣିମା ନାଏକ, ବିଶ୍ୱଶ୍ୱର ପଧାନ ଓ ସବିତା ମୁଣ୍ଡା ମୁଖ୍ୟ ଭୂମିକା ନେଇଥିଲେ। ଏହି ଅବସରରେ “ଓଡ଼ିଆ ଅସ୍ମିତା ଓ ଓଡିଶା” ବିଷୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
    1
    ଶ୍ରୀ ଜଗନ୍ନାଥ ଏକାଡେମୀ ରେ ଓଡିଶା ଦିବସ ପାଳିତ ସୁବର୍ଣ୍ଣପୁର ଜିଲ୍ଲା  ଉଲୁଣ୍ଡା ଵ୍ଳକ ଅନ୍ତରଗତ କୋଟସମଲାଇ: ଶ୍ରୀ ଜଗନ୍ନାଥ ଏକାଡେମୀରେ ଗରିମାମୟ ଭାବରେ ଓଡିଶା ଦିବସ ପାଳିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ହୋତା ସଭାପତିତ୍ୱ କରିଥିଲେ।
ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ, ଶଙ୍ଖସିନ୍ଧୁ ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମଞ୍ଚରେ ଅମିତ ପାତ୍ର, ଭଗବତୀ ହୋତା, ଦାଶରଥି ସେଠୀ ଓ ରାଜୁ ମିଶ୍ର ଉପସ୍ଥିତ ଥିଲେ।
ଶେଷରେ ହୃଷିକେଶ ପଧାନ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ସଫଳତାରେ ପୂର୍ଣ୍ଣିମା ନାଏକ, ବିଶ୍ୱଶ୍ୱର ପଧାନ ଓ ସବିତା ମୁଣ୍ଡା ମୁଖ୍ୟ ଭୂମିକା ନେଇଥିଲେ।
ଏହି ଅବସରରେ “ଓଡ଼ିଆ ଅସ୍ମିତା ଓ ଓଡିଶା” ବିଷୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ସୁବର୍ଣ୍ଣପୁର: ନିଶା କାରବାରରେ ଜଡ଼ିତ ମାଫିଆମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ #ନାରାୟଣ_ନାୟକ
    1
    ସୁବର୍ଣ୍ଣପୁର: ନିଶା କାରବାରରେ ଜଡ଼ିତ ମାଫିଆମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ #ନାରାୟଣ_ନାୟକ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    23 hrs ago
  • #ଏ ତ ତେ ଭଲ ପାଇ ଲି ନ ଦୁଇ ହଜାର ଦ ଶ ଠା ନୁ 🌹🌹🇹🇯🇹🇯🇹🇯🌹🌹
    1
    #ଏ ତ ତେ ଭଲ ପାଇ ଲି ନ ଦୁଇ ହଜାର ଦ ଶ ଠା ନୁ 🌹🌹🇹🇯🇹🇯🇹🇯🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    6 hrs ago
  • #ଇରାନରେ_ପଡ଼ିଲା_୯୦୭_କେଜିର_ବୋମା ଯାହ କହିଥିଲେ ସେଇଆ କରିଦେଲେ ଟ୍ରମ୍ପ। ରାତି ଅଧରେ ଇରାନ୍‌ ଉପରେ ପଡ଼ିଲା ୯୦୭ କେଜିର ବୋମା । ପ୍ରଚଣ୍ଡ ବିସ୍ଫୋରଣରେ ଧ୍ବଂସ ହୋଇଗଲା ଇରାନ୍‌ର ପରମାଣୁ କେନ୍ଦ୍ର । ବିସ୍ଫୋରଣ ଭିଡିଓକୁ ସେୟାର କଲେ ଟ୍ରମ୍ପ... #ArgusDigital #iranamericawar #IranNuclear #DonaldTrump #BunkerBuster #b2bomber #MiddleEastWar #SoumyaWithArgus
    1
    #ଇରାନରେ_ପଡ଼ିଲା_୯୦୭_କେଜିର_ବୋମା 
ଯାହ କହିଥିଲେ ସେଇଆ କରିଦେଲେ ଟ୍ରମ୍ପ। ରାତି ଅଧରେ ଇରାନ୍‌ ଉପରେ ପଡ଼ିଲା ୯୦୭ କେଜିର ବୋମା । ପ୍ରଚଣ୍ଡ ବିସ୍ଫୋରଣରେ ଧ୍ବଂସ ହୋଇଗଲା ଇରାନ୍‌ର ପରମାଣୁ କେନ୍ଦ୍ର । ବିସ୍ଫୋରଣ ଭିଡିଓକୁ ସେୟାର କଲେ ଟ୍ରମ୍ପ...
#ArgusDigital #iranamericawar #IranNuclear #DonaldTrump #BunkerBuster #b2bomber #MiddleEastWar #SoumyaWithArgus
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.