logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଉତ୍କଟ — ବୁଢ଼ାସମ୍ବର ଗାଁ ଉପରେ ରହିଛି ସିଙ୍ଘା ପାହାଡ଼। ଗନ୍ଧମାର୍ଦ୍ଦନ ପର୍ବତମାଳାର ସର୍ବୋଚ୍ଚ ଉଚ୍ଚତା ରେ ରହିଥିବା ସିଙ୍ଘା ର ଠିକ ତଳେ ଓ ବୁଢ଼ା ସମ୍ବର ଗାଁ ରୁ ପ୍ରାୟ ୧.୫ କିମି ଦୂରରେ ରହିଛି ଏକ ବଡ଼ ପୋଖରୀ। ପ୍ରାୟ ୫ ଏକରର ରୁ ଅଧିକ ପରିମିତ ପୋଖରୀ ଯାହା ର ଗଭୀରତା ପ୍ରାୟ ୧୫ ଫୁଟ ରୁ ଅଧିକ ସେହି ପୋଖରୀ ରୁ ପଦ୍ମପୁର ସହରକୁ ପାଇପ୍ ଜଳ ଯୋଗାଣ କରାଯିବାର ଚିନ୍ତା କରାଯାଇପାରେ। ପଦ୍ମପୁର ସହରର ରୁ ବୁଢ଼ା ସମ୍ବର ଗାଁ ଓ ଉକ୍ତ ପୋଖରୀ ର ଦୂରତା ପ୍ରାୟ ୧୮ କିଲୋମିଟର ହୋଇପାରେ। ଯେଉଁଠି ସୋନପୁର ମହାନଦୀ ଠାରୁ ବଲାଙ୍ଗୀର ପ୍ରାୟ ଶହେ କିଲୋମିଟର ପାଇପପାଣି ଯୋଗାଇ ଦିଆଯାଇ ପାରୁଛି। ପଦ୍ମପୁର ସହରର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ମାତ୍ର ୧୮ ରୁ ୨୦ କିଲୋମିଟର କଥା ଚିନ୍ତା କରାଯାଇ ପାରିବ କି ? ଜନସାଧାରଣ ସ୍ଥାନୀୟ ଜନପ୍ରତିନିଧି ଜିଲ୍ଲା ପ୍ରଶାସନ ସମସ୍ତ ଙ୍କ ଏବେ ଚିନ୍ତା କରିବାର ସମୟ ଆସିଯାଇଛି। ସେ ଯାହାବି ହେଉ ଯେଉଁଠାରେ ବି ହେଉ ବେଳ ଥାଉଥାଉ ବନ୍ଧ ବାନ୍ଧ ରେ କୁମର.... ନିତୀ କୁ ଯୁଦ୍ଧ କାଳୀନ ଅନୁସରଣ କରିବାର ସମୟ ।ପଦ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ର ସ୍ଥାୟୀ ବିକଳ୍ପ ଚିନ୍ତା କରାଯାଉ ନଚେତ ଆଗାମୀ ଦୁଇବର୍ଷ ପରେ ପଦ୍ମପୁର ସହର ତଥା ସମଗ୍ର ବୁଢାସମ୍ବର ଅଂଚଳ ପ୍ରବଳ ଖରା ସମୟରେ ସୁଖା ହୋଇ ଜଳୀୟ ସଂକଟ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ସାଧାରଣ ଜନତା ଗାଁ ଘର ଛାଡିବା ପାଇଁ ବାଧ୍ୟ ହୋବାର ଆଶଙ୍କା ବଢ଼ିବାରେ ଲାଗିଛି।.... ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଉତ୍କଟ — ବୁଢ଼ାସମ୍ବର ଗାଁ ଉପରେ ରହିଛି ସିଙ୍ଘା ପାହାଡ଼। ଗନ୍ଧମାର୍ଦ୍ଦନ ପର୍ବତମାଳାର ସର୍ବୋଚ୍ଚ ଉଚ୍ଚତା ରେ ରହିଥିବା ସିଙ୍ଘା ର ଠିକ ତଳେ ଓ ବୁଢ଼ା ସମ୍ବର ଗାଁ ରୁ ପ୍ରାୟ ୧.୫ କିମି ଦୂରରେ ରହିଛି ଏକ ବଡ଼ ପୋଖରୀ। ପ୍ରାୟ ୫ ଏକରର ରୁ ଅଧିକ ପରିମିତ ପୋଖରୀ ଯାହା ର ଗଭୀରତା ପ୍ରାୟ ୧୫ ଫୁଟ ରୁ ଅଧିକ ସେହି ପୋଖରୀ ରୁ ପଦ୍ମପୁର ସହରକୁ ପାଇପ୍ ଜଳ ଯୋଗାଣ କରାଯିବାର ଚିନ୍ତା କରାଯାଇପାରେ। ପଦ୍ମପୁର ସହରର ରୁ ବୁଢ଼ା ସମ୍ବର ଗାଁ ଓ ଉକ୍ତ ପୋଖରୀ ର ଦୂରତା ପ୍ରାୟ ୧୮ କିଲୋମିଟର ହୋଇପାରେ। ଯେଉଁଠି ସୋନପୁର ମହାନଦୀ ଠାରୁ ବଲାଙ୍ଗୀର ପ୍ରାୟ ଶହେ କିଲୋମିଟର ପାଇପପାଣି ଯୋଗାଇ ଦିଆଯାଇ ପାରୁଛି। ପଦ୍ମପୁର ସହରର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ମାତ୍ର ୧୮ ରୁ ୨୦ କିଲୋମିଟର କଥା ଚିନ୍ତା କରାଯାଇ ପାରିବ କି ? ଜନସାଧାରଣ ସ୍ଥାନୀୟ ଜନପ୍ରତିନିଧି ଜିଲ୍ଲା ପ୍ରଶାସନ ସମସ୍ତ ଙ୍କ ଏବେ ଚିନ୍ତା କରିବାର ସମୟ ଆସିଯାଇଛି। ସେ ଯାହାବି ହେଉ ଯେଉଁଠାରେ ବି ହେଉ ବେଳ ଥାଉଥାଉ ବନ୍ଧ ବାନ୍ଧ ରେ କୁମର.... ନିତୀ କୁ ଯୁଦ୍ଧ କାଳୀନ ଅନୁସରଣ କରିବାର ସମୟ ।ପଦ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ର ସ୍ଥାୟୀ ବିକଳ୍ପ ଚିନ୍ତା କରାଯାଉ ନଚେତ ଆଗାମୀ ଦୁଇବର୍ଷ ପରେ ପଦ୍ମପୁର ସହର ତଥା ସମଗ୍ର ବୁଢାସମ୍ବର ଅଂଚଳ ପ୍ରବଳ ଖରା ସମୟରେ ସୁଖା ହୋଇ ଜଳୀୟ ସଂକଟ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ସାଧାରଣ ଜନତା ଗାଁ ଘର ଛାଡିବା ପାଇଁ ବାଧ୍ୟ ହୋବାର ଆଶଙ୍କା ବଢ଼ିବାରେ ଲାଗିଛି।....

1 hr ago
user_ଆମ ଓଡିଶା ଖବର ଓଡିଶା
ଆମ ଓଡିଶା ଖବର ଓଡିଶା
Local Politician ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
1 hr ago
61101d97-1875-4a61-a073-621a693d14ce

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ନ୍ୟୁ ଟାଉନ ହଲରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଜନ ଆକ୍ରୋଶ ସମାବେଶ କରାଯାଇଛି। ଏହି ସମାବେଶରେ ବହୁ ସଂଖ୍ୟାରେ ମହିଳା କର୍ମୀ ଯୋଗ ଦେଇଥିଲେ।
    1
    ସୁବର୍ଣ୍ଣପୁର ନ୍ୟୁ ଟାଉନ ହଲରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଜନ ଆକ୍ରୋଶ ସମାବେଶ କରାଯାଇଛି। ଏହି ସମାବେଶରେ ବହୁ ସଂଖ୍ୟାରେ ମହିଳା କର୍ମୀ ଯୋଗ ଦେଇଥିଲେ।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ସୋନପୁର ଜିଲ୍ଲା ଉପର ଫବସି ଗ୍ରାମବାସୀ ଆଶା ଦିଦି ନିଯୁକ୍ତି ଦାବିରେ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଗାଁରେ ଆଶା କର୍ମୀ ପଦବୀ ଖାଲି ଥିବାରୁ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ଦେଖାଦେଇଛି। ସେମାନେ ତୁରନ୍ତ ନିଯୁକ୍ତି ପାଇଁ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
    1
    ସୋନପୁର ଜିଲ୍ଲା ଉପର ଫବସି ଗ୍ରାମବାସୀ ଆଶା ଦିଦି ନିଯୁକ୍ତି ଦାବିରେ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଗାଁରେ ଆଶା କର୍ମୀ ପଦବୀ ଖାଲି ଥିବାରୁ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ଦେଖାଦେଇଛି। ସେମାନେ ତୁରନ୍ତ ନିଯୁକ୍ତି ପାଇଁ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ଝିଅ ଡାକ୍ତର ନିବେଦିତା ରଥଙ୍କୁ ଜାତୀୟ ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ୩୦ ବର୍ଷ ବୟସରେ ଶିକ୍ଷା, ମାନବାଧିକାର ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି, ଯାହା ଓଡ଼ିଶା ପାଇଁ ଗର୍ବ ଆଣିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାର ଝିଅ ଡାକ୍ତର ନିବେଦିତା ରଥଙ୍କୁ ଜାତୀୟ ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ୩୦ ବର୍ଷ ବୟସରେ ଶିକ୍ଷା, ମାନବାଧିକାର ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି, ଯାହା ଓଡ଼ିଶା ପାଇଁ ଗର୍ବ ଆଣିଛି।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    10 hrs ago
  • 💋💋💋💋💋💋💋💋💋💋
    1
    💋💋💋💋💋💋💋💋💋💋
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    15 hrs ago
  • ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁସାରେ ୧୧ ମଇ ସୋମବାର ପାଇଁ ସମସ୍ତ ୧୨ଟି ରାଶିର ଭବିଷ୍ୟତବାଣୀ। ଏହା ଦିନର ଶୁଭ-ଅଶୁଭ ଘଟଣା, ଯୋଗ ଓ ଯାତ୍ରା ଆଦି ବିଷୟରେ ସୂଚନା ଦେଇଥାଏ। ଆପଣଙ୍କ ରାଶି ଅନୁଯାୟୀ ଆପଣଙ୍କ ଦିନ କିପରି ରହିବ, ତାହା ବିସ୍ତୃତ ଭାବେ ଜାଣନ୍ତୁ।
    1
    ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁସାରେ ୧୧ ମଇ ସୋମବାର ପାଇଁ ସମସ୍ତ ୧୨ଟି ରାଶିର ଭବିଷ୍ୟତବାଣୀ। ଏହା ଦିନର ଶୁଭ-ଅଶୁଭ ଘଟଣା, ଯୋଗ ଓ ଯାତ୍ରା ଆଦି ବିଷୟରେ ସୂଚନା ଦେଇଥାଏ। ଆପଣଙ୍କ ରାଶି ଅନୁଯାୟୀ ଆପଣଙ୍କ ଦିନ କିପରି ରହିବ, ତାହା ବିସ୍ତୃତ ଭାବେ ଜାଣନ୍ତୁ।
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    12 hrs ago
  • ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବ୍ଲକ ଅଧୀନ ଡ଼ଙ୍ଗରପଡ଼ା ପଞ୍ଚାୟତକୁ ବସୁନ୍ଧରା ପାଣି ଯୋଗାଣ ଆରମ୍ଭ ହୋଇଛି। ଏହାଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବା ସହ ଖୁସିର ଲହରୀ ଖେଳିଯାଇଛି।
    1
    ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବ୍ଲକ ଅଧୀନ ଡ଼ଙ୍ଗରପଡ଼ା ପଞ୍ଚାୟତକୁ ବସୁନ୍ଧରା ପାଣି ଯୋଗାଣ ଆରମ୍ଭ ହୋଇଛି। ଏହାଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବା ସହ ଖୁସିର ଲହରୀ ଖେଳିଯାଇଛି।
    user_Nitya majhi
    Nitya majhi
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    13 hrs ago
  • ସୋନପୁର ଜିଲ୍ଲା ବୀରମହାରାଜପୁର ରଥପୁର ଛକରେ ଲାଇଟ୍ ଖୁଣ୍ଟ ସ୍ଥାପନ କାମରେ ବଡ଼ ଅନିୟମିତତା ଦେଖିବାକୁ ମିଳିଛି। ବିନା ଛଡ଼ରେ ଲଗାଯାଇଥିବା ଏହି ଖୁଣ୍ଟଟି ଲାଇଟ୍ ଲଗାଇବା ସମୟରେ ହିଁ ତଳକୁ ଖସିପଡ଼ିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କାର୍ଯ୍ୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    1
    ସୋନପୁର ଜିଲ୍ଲା ବୀରମହାରାଜପୁର ରଥପୁର ଛକରେ ଲାଇଟ୍ ଖୁଣ୍ଟ ସ୍ଥାପନ କାମରେ ବଡ଼ ଅନିୟମିତତା ଦେଖିବାକୁ ମିଳିଛି। ବିନା ଛଡ଼ରେ ଲଗାଯାଇଥିବା ଏହି ଖୁଣ୍ଟଟି ଲାଇଟ୍ ଲଗାଇବା ସମୟରେ ହିଁ ତଳକୁ ଖସିପଡ଼ିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କାର୍ଯ୍ୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    14 hrs ago
  • ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁଷ୍ଟିମେୟ ଲୋକେ ସରକାରୀ ଜମିକୁ ଜବରଦଖଲ କରିଛନ୍ତି। ଏହି ସମସ୍ୟା ରାଜ୍ୟରେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ଏବଂ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
    1
    ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁଷ୍ଟିମେୟ ଲୋକେ ସରକାରୀ ଜମିକୁ ଜବରଦଖଲ କରିଛନ୍ତି। ଏହି ସମସ୍ୟା ରାଜ୍ୟରେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ଏବଂ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    23 hrs ago
  • ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତରେ ପ୍ରଚୁର ଜଳ ସମସ୍ୟା ଦେଖାଦେଇଛି। ବିଶେଷ କରି ବସୁନ୍ଧରା ଗାଁରେ ପାଣିର ଅଭାବ ଅଧିକ ଉତ୍କଟ ହୋଇଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
    1
    ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତରେ ପ୍ରଚୁର ଜଳ ସମସ୍ୟା ଦେଖାଦେଇଛି। ବିଶେଷ କରି ବସୁନ୍ଧରା ଗାଁରେ ପାଣିର ଅଭାବ ଅଧିକ ଉତ୍କଟ ହୋଇଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
    user_Nitya majhi
    Nitya majhi
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.