Shuru
Apke Nagar Ki App…
ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ସ୍ଥିତ ଲାଲବାହାଦୂର ଯୁବ ସଂଘ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବଡଖମାର ଗ୍ରାମର ଛାତ୍ର ଛାତ୍ରୀ ମାନଙ୍କୁ ସଂଘ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସଂଗଠନ ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ଜଣାଯାଇଛି,।
Binod pandey

More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।1
- ମୁଷ୍ଟିମେୟ ଲୋକଙ୍କ ଜବରଦଖଲରେ ସରକାରୀ ଜମି1
- ବାଲିମାଫିଆ ଙ୍କ କାରନାମା ଦେଖନ୍ତୁ.. କେମିତି ବାଲି ପାହାଡ ପରି ରଖାଯାଇଛି ଦେଖନ୍ତୁ.. ସୁବର୍ଣ୍ଣପୁର ଜ଼ିଲ୍ଲାରେ ବାଲିମାଫିଆ ଙ୍କ ସକ୍ରିୟ #rishitv #sandmafia #subarnapur #balimafia #spsubarnapur #collectorsubarnapur #highlight #miningsector #sonepur #cmoodisha #mohoncharanmajhi #mla #raghunathjagadala #peabhatiparida1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ଛକରେ ଲାଗୁଥିବା ଲାଇଟ୍ ଖୁଣ୍ଟ ନିର୍ମାଣରେ ନିମ୍ନମାନର କାମ ହୋଇଛି। ଏଥିରେ ଆବଶ୍ୟକୀୟ ଲୁହା ରଡ୍ ବ୍ୟବହାର କରାଯାଇ ନଥିବା ଦେଖିବାକୁ ମିଳିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।1
- ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।1
- ପ୍ରଶାସନ ମାଫିଆଙ୍କ ନିୟନ୍ତ୍ରଣରେ - ସୁବର୍ଣ୍ଣପୁର ଜିଲ୍ଲାରେ ମାଫିଆଙ୍କ ରାଜୁତି1