Shuru
Apke Nagar Ki App…
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଅଞ୍ଚଳରେ ଧୁମ୍ଧାମରେ ପାଳିତ ହେଉଛି ଗଣେଶ ପୂଜା। ଚଳିତବର୍ଷ ମାଲୁଦ ଅଞ୍ଚଳରେ ୨୩ଟି ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି। #News7odia #NewsPai #GaneshPuja #GaneshChaturthi #Malud #Krushnaprasad #Puri #GanapatiBappa #GaneshaPuja #OdishaNews #OdiaNews #FestivalNews #GaneshMahotsav #MaludNews #KrushnaprasadNews #PujaMandap #OdiaCulture
NEWS7ODIA
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଅଞ୍ଚଳରେ ଧୁମ୍ଧାମରେ ପାଳିତ ହେଉଛି ଗଣେଶ ପୂଜା। ଚଳିତବର୍ଷ ମାଲୁଦ ଅଞ୍ଚଳରେ ୨୩ଟି ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି। #News7odia #NewsPai #GaneshPuja #GaneshChaturthi #Malud #Krushnaprasad #Puri #GanapatiBappa #GaneshaPuja #OdishaNews #OdiaNews #FestivalNews #GaneshMahotsav #MaludNews #KrushnaprasadNews #PujaMandap #OdiaCulture
More news from ଓଡ଼ିଶା and nearby areas
- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଅଞ୍ଚଳରେ ଧୁମ୍ଧାମରେ ପାଳିତ ହେଉଛି ଗଣେଶ ପୂଜା। ଚଳିତବର୍ଷ ମାଲୁଦ ଅଞ୍ଚଳରେ ୨୩ଟି ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି। #News7odia #NewsPai #GaneshPuja #GaneshChaturthi #Malud #Krushnaprasad #Puri #GanapatiBappa #GaneshaPuja #OdishaNews #OdiaNews #FestivalNews #GaneshMahotsav #MaludNews #KrushnaprasadNews #PujaMandap #OdiaCulture1
- ଦିଲ୍ଲୀ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ.........................1
- କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି। କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।1
- ବ୍ୟାସନଗରରେ ଚାଲିଥିଲା ସେକ୍ସ ରାକେଟ୍: ରାଣୀ ମହୁମାଛି ସହ ୬ ଅଟକ!#koraipolice #byasanagar #koraiiic #sexscandal #focusଯାଜପୁର1
- ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।1
- ପ୍ରପର୍ଟି ଓଡ଼ିଶା ଇଭେଣ୍ଟରେ ଓଡ଼ିଆ ଅଭିନେତ୍ରୀ "ପୁନମ୍ ମିଶ୍ର" । ଘରେ ରହି ଘର କିଣିବା ସହ ଅନେକ ସୁବିଧା ପାଇପାରିବେ ଗ୍ରାହକ । ପ୍ରପର୍ଟି ଓଡ଼ିଶା ଇଭେଣ୍ଟରେ ଓଡ଼ିଆ ଅଭିନେତ୍ରୀ "ପୁନମ୍ ମିଶ୍ର" । ଘରେ ରହି ଘର କିଣିବା ସହ ଅନେକ ସୁବିଧା ପାଇପାରିବେ ଗ୍ରାହକ । ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- *ଜଣେ ପ୍ରାଥମିକ ଶିକ୍ଷକ ନୁହେଁ ସଂଗଠକ କଲେଜ ପଢିବାଠୁ ଆରମ୍ଭ କରି ଶିକ୍ଷକ ହେବା ଯାଏ ! ଯିଏ ସଂଗଠନ ସହିତ ଯୋଡ଼ିତ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ନ୍ୟାୟ, ହକ ପାଇଁ ପ୍ରତି ମୁହୂର୍ତ୍ତରେ ଲଢୁଥିବା ବ୍ୟକ୍ତିତ୍ୱ ! ନିଜ ପରିବାର ପାଇଁ ସମୟ ନଦେଇ ବିଭିନ୍ନ ଜିଲ୍ଲା, ବ୍ଲକ ଯାଇ ସଂଗଠନ କରନ୍ତି ! ନିଜ ବାପାଙ୍କ ଦେହ ଅସୁସ୍ଥ ଥାଇ ମଧ୍ୟ ଅନେକ ସମୟରେ ଶିକ୍ଷକ ବୈଠକରେ ଯୋଗଦାନ କରିଛନ୍ତି! ବିଭାଗୀୟ ଅଧିକାରୀ ହୁଅନ୍ତୁ ଅବା ମନ୍ତ୍ରୀ ସବୁବେଳେ ରୋକଠୋକ କୁହନ୍ତି ଶିକ୍ଷକ ନ୍ୟାୟ ପାଇଁ ଯେତେବେଳେ ଶିକ୍ଷକ ଆନ୍ଦୋଳନ ହୁଏ ସମସ୍ତ ଶିକ୍ଷକ ସଂଗଠନକୁ ଏକାଠି କରି ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦିଅନ୍ତି ! ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପ୍ରାଥମିକ ଶିକ୍ଷକ ତଥା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ, ପିଷ୍ଟା, ରାଜ୍ୟ ସମ୍ପାଦକ, ବିଭୁ ପ୍ରସାଦ ସାହୁ 🙏🏻 ଗତକାଲି HEART STOCK ରେ ଆରପାରିକୁ ଚାଲିଗଲେ !🙏🏻🙏🏻🙏🏻ଦୁଃଖଦ ଘଟଣା ଶିକ୍ଷକ ନ୍ୟାୟ ପାଇଁ ଯିଏ ସମସ୍ତ ଶିକ୍ଷକ ସଂଗଠନକୁ "ହାତଯୋଡି" ନେହୁରା ହୋଇ କହୁଥିଲେ 2022 ମସିହାରେ ରାଜ୍ୟରେ ବୃହତ୍ତର ଆନ୍ଦୋଳନ ଜାରି ରଖନ୍ତୁ କୌଣସି ପରିସ୍ଥିତିରେ ଆନ୍ଦୋଳନ ଭାଙ୍ଗନ୍ତୁ ନାହିଁ !🙏🏻 ଆଜି ସେଭଳି ଲଢୁଆ ସଂଗ୍ରାମୀ ନେତୃତ୍ୱଙ୍କୁ ହରାଇଲୁ 🙏🏻 ହେ ପ୍ରଭୁ ଜଗନ୍ନାଥ ବିଭୁ ଭାଇଙ୍କୁ ପୁଣି ଫେରାଇ ଆଣନ୍ତୁ ଆମେ ଏକାଠି ହୋଇ ବୈଠକ କରିବା ଶିକ୍ଷକ ସମାଜ ପାଇଁ ଲଢ଼ିବା !*1
- ସ୍ୱାମୀ ଙ୍କୁ ହତ୍ୟା କରି ସ୍ତ୍ରୀ ଗଲା ଆଜୀବନ ଜେଲ ଯାଜପୁର ର ଚାଞ୍ଚଲ୍ୟକର ଖବର। #DistrictCourtJajpur #JajpurCourt #JajpurNews #JajpurPolice #JajpurSP #JajpurCollector #OdishaPolice #OdishaNews #CrimeNews #MurderCase #LifeImprisonment #CourtVerdict #CourtJudgement #SP #Collector #DG #IG #CMO #Odisha #News19ଓଡ଼ିଶା #News19Odisha1