logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜି ୧୨ ଜାନୁଆରୀ ୨୦୨୬ ତାରିଖରେ ଭଦ୍ରକ ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା–୨୦୨୬ର ଉଦଘାଟନ ଉତ୍ସବ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମହୋଦୟଙ୍କ ଦ୍ୱାରା ଭବ୍ୟ ଭାବେ ଅନୁଷ୍ଠିତ ହୋଇଥିଲା। ଏହି ମେଳାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ମତ୍ସ୍ୟ ଚାଷ ଓ ପ୍ରାଣିପାଳନ କ୍ଷେତ୍ରରେ ଚାଷୀ ଓ ପାଳକମାନଙ୍କୁ ନୂତନ ପ୍ରଯୁକ୍ତି, ସରକାରୀ ଯୋଜନା ଓ ସହାୟତା ସମ୍ପର୍କରେ ଜାଗୃତ କରିବା। ଏହି ଅବସରରେ ସମ୍ମାନୀତ ଅତିଥି ଭାବରେ ଭଦ୍ରକର ମାନ୍ୟବର ସାଂସଦ, ବାସୁଦେବପୁର ଓ ଭଦ୍ରକର ମାନ୍ୟବର ବିଧାୟକ, ଭଦ୍ରକ ଜିଲ୍ଲାପାଳ ମହୋଦୟଙ୍କ ସହିତ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ବିଭିନ୍ନ ଅଧିକାରୀ, କୃଷକ, ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ଭାଇଭଉଣୀମାନେ ବହୁସଂଖ୍ୟକରେ ଯୋଗଦେଇଥିଲେ। ମେଳାରେ ସରକାରଙ୍କର ବିଭିନ୍ନ ଲୋକହିତକାରୀ ଯୋଜନା, ନୂତନ ପ୍ରଯୁକ୍ତି, ମତ୍ସ୍ୟ ଓ ପ୍ରାଣିପାଳନ ସମ୍ପର୍କିତ ତଥ୍ୟ ଚାଷୀମାନଙ୍କୁ ପହଞ୍ଚାଇବା ପାଇଁ ୩୦ଟି ଆକର୍ଷଣୀୟ ଷ୍ଟଲ ସ୍ଥାପନ କରାଯାଇଥିଲା। ଏହି ଷ୍ଟଲଗୁଡ଼ିକରେ ଚାଷୀମାନେ ସରକାରୀ ସହାୟତା, ଋଣ ସୁବିଧା, ବୀମା, ମତ୍ସ୍ୟ ଚାଷ ଓ ପ୍ରାଣିପାଳନର ଆଧୁନିକ ପଦ୍ଧତି ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ। ଏହି ଅବସରରେ ଜିଲ୍ଲାର ସଫଳ ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନଙ୍କୁ ତାଙ୍କର ଉତ୍କୃଷ୍ଟ କାର୍ଯ୍ୟ ଓ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା, ଯାହା ଅନ୍ୟ ଚାଷୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେଇଥିଲା। ମେଳାକୁ ଆଉ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ ସରକାରଙ୍କ ଯୋଜନାଗୁଡ଼ିକୁ ସହଜ ଓ ସୁନ୍ଦର ଭାବରେ ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚାଇବା ଉଦ୍ୟମ କରାଯାଇଥିଲା। ଏହି ମେଳା ଭଦ୍ରକ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ରକୁ ଆଉ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ

5 hrs ago
user_Paritran times
Paritran times
Journalist ତିହିଡ଼ି, ଭଦ୍ରକ, ଓଡ଼ିଶା•
5 hrs ago
bc29aa6e-6f15-4e3f-a1d9-ae7914d0b9f2

ଆଜି ୧୨ ଜାନୁଆରୀ ୨୦୨୬ ତାରିଖରେ ଭଦ୍ରକ ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା–୨୦୨୬ର ଉଦଘାଟନ ଉତ୍ସବ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମହୋଦୟଙ୍କ ଦ୍ୱାରା ଭବ୍ୟ ଭାବେ ଅନୁଷ୍ଠିତ ହୋଇଥିଲା। ଏହି ମେଳାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ମତ୍ସ୍ୟ ଚାଷ ଓ ପ୍ରାଣିପାଳନ କ୍ଷେତ୍ରରେ ଚାଷୀ ଓ ପାଳକମାନଙ୍କୁ ନୂତନ ପ୍ରଯୁକ୍ତି, ସରକାରୀ ଯୋଜନା ଓ ସହାୟତା ସମ୍ପର୍କରେ ଜାଗୃତ କରିବା। ଏହି ଅବସରରେ ସମ୍ମାନୀତ ଅତିଥି ଭାବରେ ଭଦ୍ରକର ମାନ୍ୟବର ସାଂସଦ, ବାସୁଦେବପୁର ଓ ଭଦ୍ରକର ମାନ୍ୟବର ବିଧାୟକ, ଭଦ୍ରକ ଜିଲ୍ଲାପାଳ ମହୋଦୟଙ୍କ ସହିତ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ବିଭିନ୍ନ ଅଧିକାରୀ, କୃଷକ, ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ଭାଇଭଉଣୀମାନେ ବହୁସଂଖ୍ୟକରେ ଯୋଗଦେଇଥିଲେ। ମେଳାରେ ସରକାରଙ୍କର ବିଭିନ୍ନ ଲୋକହିତକାରୀ ଯୋଜନା, ନୂତନ ପ୍ରଯୁକ୍ତି, ମତ୍ସ୍ୟ ଓ ପ୍ରାଣିପାଳନ ସମ୍ପର୍କିତ ତଥ୍ୟ

59b40791-6273-42a9-ae4b-ac48fd4c27fe

ଚାଷୀମାନଙ୍କୁ ପହଞ୍ଚାଇବା ପାଇଁ ୩୦ଟି ଆକର୍ଷଣୀୟ ଷ୍ଟଲ ସ୍ଥାପନ କରାଯାଇଥିଲା। ଏହି ଷ୍ଟଲଗୁଡ଼ିକରେ ଚାଷୀମାନେ ସରକାରୀ ସହାୟତା, ଋଣ ସୁବିଧା, ବୀମା, ମତ୍ସ୍ୟ ଚାଷ ଓ ପ୍ରାଣିପାଳନର ଆଧୁନିକ ପଦ୍ଧତି ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ। ଏହି ଅବସରରେ ଜିଲ୍ଲାର ସଫଳ ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନଙ୍କୁ ତାଙ୍କର ଉତ୍କୃଷ୍ଟ କାର୍ଯ୍ୟ ଓ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା, ଯାହା ଅନ୍ୟ ଚାଷୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେଇଥିଲା। ମେଳାକୁ ଆଉ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ ସରକାରଙ୍କ ଯୋଜନାଗୁଡ଼ିକୁ ସହଜ ଓ ସୁନ୍ଦର ଭାବରେ ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚାଇବା ଉଦ୍ୟମ କରାଯାଇଥିଲା। ଏହି ମେଳା ଭଦ୍ରକ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ରକୁ ଆଉ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ

More news from ଓଡ଼ିଶା and nearby areas
  • ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ
    1
    ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ
    user_Paritran times
    Paritran times
    Journalist ତିହିଡ଼ି, ଭଦ୍ରକ, ଓଡ଼ିଶା•
    19 hrs ago
  • ଓଡ଼ିଶା ଶିକ୍ଷା ବିଭାଗ ର ନିର୍ଦ୍ଦେଶ ରେ ସମସ୍ତ ବିଦ୍ୟାଳୟ ରେ ସାମୁହିକ ବନ୍ଦେ ମାତରଂ ଗାୟନ ।
    1
    ଓଡ଼ିଶା ଶିକ୍ଷା ବିଭାଗ ର ନିର୍ଦ୍ଦେଶ ରେ ସମସ୍ତ ବିଦ୍ୟାଳୟ ରେ ସାମୁହିକ ବନ୍ଦେ ମାତରଂ ଗାୟନ ।
    user_Kaizan mohanta
    Kaizan mohanta
    Journalist ନାଇକାନିଡିହି, ଭଦ୍ରକ, ଓଡ଼ିଶା•
    5 hrs ago
  • ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲା ଏସିସି ମୋର୍ଚ୍ଚାର ଉପ ସଭାପତି ତଥା ସମିତି ସଭ୍ୟ ପ୍ରବେଶନ ମଲିକଙ୍କ ନେତୃତ୍ୱରେ ୨୦ ପରିବାର ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିବା ସୂଚନା..!
    1
    ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲା ଏସିସି ମୋର୍ଚ୍ଚାର ଉପ ସଭାପତି ତଥା ସମିତି ସଭ୍ୟ ପ୍ରବେଶନ ମଲିକଙ୍କ ନେତୃତ୍ୱରେ ୨୦ ପରିବାର ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିବା ସୂଚନା..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    6 hrs ago
  • କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୧୩୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୨୫ଟି ବ୍ୟକ୍ତିଗତ ଏବଂ ୧୨ ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା | ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ ୫୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ୧୯ ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା | ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ପରେ ଜିଲ୍ଲାପାଳ ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡିକ ସମୀକ୍ଷା କରିଥିଲେ | ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ଙ୍କ ସମେତ ବିଡ଼ିଓ ଅଭିଷେକ ସ୍ୱାଇଁ ତହସିଲଦାର କୁଇନି ଜେନା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ସୂଚନା ଯେ, ଆସନ୍ତା ସୋମବାର ଅର୍ଥାତ ୧୯ ତାରିଖ ଦିନ ରାଜକନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ |
    1
    କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ  ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୧୩୭  ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୨୫ଟି ବ୍ୟକ୍ତିଗତ ଏବଂ ୧୨ ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା | ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ ୫୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ୧୯ ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା | ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ପରେ ଜିଲ୍ଲାପାଳ ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗ  ଗୁଡିକ ସମୀକ୍ଷା କରିଥିଲେ |  ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ଙ୍କ ସମେତ  ବିଡ଼ିଓ ଅଭିଷେକ ସ୍ୱାଇଁ ତହସିଲଦାର କୁଇନି ଜେନା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ସୂଚନା ଯେ, ଆସନ୍ତା ସୋମବାର ଅର୍ଥାତ ୧୯ ତାରିଖ ଦିନ ରାଜକନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ |
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    7 hrs ago
  • Today//News//Breaking News//BREAKING//Current Affairs//Headlines #news
    1
    Today//News//Breaking News//BREAKING//Current Affairs//Headlines #news
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    7 hrs ago
  • ବାଲିକୁଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶିଳ୍ପମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା,ଦିନିକିଆ ବାଲିକୁଦା ଗସ୍ତରେ ଯାଇଥିବା ଶିଳ୍ପମନ୍ତ୍ରୀ ଙ୍କୁ ବିଜେପି ଦଳ ତରଫରୁ ବାଲିକୁଦା ଠାରେ ଥିବା ବିଜେପି ପାଟି ଅଫିସ ସମ୍ମୁଖରେ ଯୁବ ନେତୃତ୍ୱ ସତ୍ୟ ସାରଥୀ ମହାନ୍ତି ଙ୍କ ଦ୍ୱାରା ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା, ଏହି ସମ୍ବର୍ଦ୍ଧନା ରେ ବିଜେପି ଦଳ ର ହଜାର ହଜାର କାଯ୍ୟକର୍ତ୍ତା ଯୋଗଦାନ କରିଥିଲେ,ସ୍ଥାନୀୟ ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଏବଂ ପରେ ମରୀଚିପୁର ଠାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଙ୍କୁ ଶୁଭ ଉଦଘାଟନ କରିଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପମନ୍ତ୍ରୀ ଙ୍କୁ ବାଲିକୁଦା ଦଶବାଟିଆ ଓ ନହରଣା ଛକ ରେ ହଜାର ହଜାର ବିଜେପି କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ
    1
    ବାଲିକୁଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶିଳ୍ପମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା,ଦିନିକିଆ ବାଲିକୁଦା ଗସ୍ତରେ ଯାଇଥିବା ଶିଳ୍ପମନ୍ତ୍ରୀ ଙ୍କୁ ବିଜେପି ଦଳ ତରଫରୁ ବାଲିକୁଦା ଠାରେ ଥିବା ବିଜେପି ପାଟି ଅଫିସ ସମ୍ମୁଖରେ ଯୁବ ନେତୃତ୍ୱ ସତ୍ୟ ସାରଥୀ ମହାନ୍ତି ଙ୍କ ଦ୍ୱାରା ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା, ଏହି ସମ୍ବର୍ଦ୍ଧନା ରେ ବିଜେପି ଦଳ ର ହଜାର ହଜାର କାଯ୍ୟକର୍ତ୍ତା ଯୋଗଦାନ କରିଥିଲେ,ସ୍ଥାନୀୟ ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଏବଂ ପରେ ମରୀଚିପୁର ଠାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଙ୍କୁ ଶୁଭ ଉଦଘାଟନ କରିଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପମନ୍ତ୍ରୀ ଙ୍କୁ ବାଲିକୁଦା ଦଶବାଟିଆ ଓ ନହରଣା ଛକ ରେ ହଜାର ହଜାର ବିଜେପି କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ
    user_Biraja prasad tripathy Tripathy
    Biraja prasad tripathy Tripathy
    Journalist ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    16 hrs ago
  • କରଞ୍ଜିଆ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେ ମୃତ,୨ ଗୁରୁତର ଓ ଗୋଟିଏ ଗାଈ ମୃତ
    1
    କରଞ୍ଜିଆ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେ ମୃତ,୨ ଗୁରୁତର ଓ ଗୋଟିଏ ଗାଈ ମୃତ
    user_Partha Prasanna Mishra
    Partha Prasanna Mishra
    Journalist Karanjia, Mayurbhanj•
    4 hrs ago
  • ଆଳି ବ୍ଲକ ର ଗୋବିନ୍ଦପୁର ସମବାୟ ସମିତି ରେ ନୂତନ ଧାନ ମଣ୍ଡି ଉଦଘାଟନ
    1
    ଆଳି ବ୍ଲକ ର ଗୋବିନ୍ଦପୁର ସମବାୟ ସମିତି ରେ ନୂତନ ଧାନ ମଣ୍ଡି ଉଦଘାଟନ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.