Shuru
Apke Nagar Ki App…
o night ସେଲିବ୍ରିସନ କଲେ ସମ୍ବୋଲପୁର ହାଟପଦା ପିଲାମାନେ 1 .1.25
KB
Kabita bhaghasing Niluma A ସମୟଦିନେ ଚାଲିଯିb
o night ସେଲିବ୍ରିସନ କଲେ ସମ୍ବୋଲପୁର ହାଟପଦା ପିଲାମାନେ 1 .1.25
More news from Gajapati and nearby areas
- ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଆଳତୀ1
- ଗଜପତି ର ଜୀରଙ୍ଗ 🥰beautiful place 🥰🥰1
- ଗଜପତି ଉଚ୍ଚ ନ୍ୟା୍ୟାଳୟ ଙ୍କ ଛାଟ ପରେ ବୁଡି ଅଞ୍ଚଳ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ1
- ଭୟଙ୍କର ଘାଟି ଦେଇ ଆମେ ବାହାରିଲୁ କମ୍ବଳ ବଣ୍ଟନ ପାଇଁ। (ଗଜପତି ) ଗୋଟିଏ ପଟେ ସମସ୍ତେ ଶୀତ ଋତୁକୁ ଉପଭୋଗର ଋତୁ ମଣି ଉପଭୋଗ କରୁଥିବା ବେଳେ ଅନ୍ୟ ପଟେ ସମାଜରେ ଏମିତି ବି କିଛି ମଣିଷ ଅଛନ୍ତି ଯାହା ପାଇଁ ଓ ଏମିତି କିଛି ଉପାନ୍ତ ଅଞ୍ଚଳ ଅଛି ଯେଉଁଠି ଶୀତ ସାଜିଯାଏ ଅଭିଶାପର ଋତୁ। ଶୀତୁଆ ପବନ କେବଳ ସେମାନଙ୍କ ଦେହକୁ ଥରାଏ ତାହା ନୁହେଁ ସେମାନଙ୍କ ମୌଳିକ ଅକ୍ଷମତାକୁ ବାରମ୍ବାର ମନେ ପକାଇ, ରାତିର ନିଦ ହଜାଇ, ସେମାନଙ୍କୁ ସାମାଜିକ ସ୍ରୋତରୁ ପଛୁଆ କରିପକାଏ। ସେହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିପଦର ବନ୍ଧୁ ଓଡିଶା ପ୍ରତିବର୍ଷ ବିଭିନ୍ନ ଅଞ୍ଚଳରେ "ଧାରାବାହିକ ଶୀତବସ୍ତ୍ର ବଣ୍ଟନ" କାର୍ଯ୍ୟକ୍ରମ ଆୟୋଜିତ କରିଆସୁଅଛି। ସେହିଧାରରେ ଗତ ତା ୦୫/୦୧/୨୦୨୫ ରିଖ ଦିନ ସଂଗଠନର ଏକ ବାର ଜଣିଆ ଦଳ ବ୍ରହ୍ମପୁରରୁ ଗଜପତି ଅଭିମୁଖେ ଯାତ୍ରା ଆରମ୍ବ କରିଥିଲେ। ସଂଗଠନର ସଭାପତି ଶ୍ରୀମାନ ବାଦଲ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ଏବଂ ଗଜପତି ଜିଲ୍ଲାର ସଦସ୍ୟମାନଙ୍କ ସୁପରିଚାଳନାରେ ସଦସ୍ୟମାନେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଉପାନ୍ତ ଗ୍ରାମ ରାଜଖମା, ବାଳିଗୁଦି, ଗଉଡ଼ମା, ଗମ୍ଭାରୀ ଗାଁ ର ବାସିନ୍ଦାମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା। ତତ୍ ସହିତ ସେଠାକାର କୁନି କୁନି ପିଲାଙ୍କୁ ନୂତନ ପୋଷାକ ମଧ୍ୟ ପ୍ରଦାନ କରାଯାଇଥିଲା। ସଂଗଠନର ଏଭଳି ପରିକଳ୍ପନାକୁ ଉକ୍ତ ଗ୍ରାମର ବାସିନ୍ଦାମାନେ ସାଧୁବାଦ ଜଣାଇଥିଲେ। ସୂଚନା ଥାଉ କି ସମାନ କାର୍ଯ୍ୟକ୍ରମ ସଂଗଠନ ଦ୍ୱାରା ଓଡ଼ିଶାର ଅନେକ ସ୍ଥାନରେ ଜାରି ରହିଛି।1
- ସଦାପ୍ରଭୁଙ୍କର ଧନ୍ୟବାଦ କରିବି1
- ଆଦିବାସୀ ବହୁଳ ଗଜପତି ଜିଲ୍ହାରେ କମ୍ବଳ ବଣ୍ଟନ.1