logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

टोयोटा का लोगो सिर्फ़ एक डिज़ाइन नहीं, बल्कि गहरी सोच का प्रतीक है 🚗✨। 1989 में कंपनी की 50वीं वर्षगांठ पर पेश किए गए इस लोगो में दो अंदरूनी अंडाकार ग्राहक और टोयोटा के दिल को दर्शाते हैं, जिनका मिलना भरोसे और जुड़ाव का संकेत है। बाहरी अंडाकार टोयोटा की वैश्विक पहुंच दिखाता है। इसमें “TOYOTA” के सभी अक्षर छुपे हैं 🌍🔧 #toyota #logodesign #brandstory #logomeaning #automotive #branding #designthinking #carbrand #viral #explore

1 day ago
user_द संक्षेप
द संक्षेप
Media company Baleshwar (M), Odisha•
1 day ago

टोयोटा का लोगो सिर्फ़ एक डिज़ाइन नहीं, बल्कि गहरी सोच का प्रतीक है 🚗✨। 1989 में कंपनी की 50वीं वर्षगांठ पर पेश किए गए इस लोगो में दो अंदरूनी अंडाकार ग्राहक और टोयोटा के दिल को दर्शाते हैं, जिनका मिलना भरोसे और जुड़ाव का संकेत है। बाहरी अंडाकार टोयोटा की वैश्विक पहुंच दिखाता है। इसमें “TOYOTA” के सभी अक्षर छुपे हैं 🌍🔧 #toyota #logodesign #brandstory #logomeaning #automotive #branding #designthinking #carbrand #viral #explore

More news from ଓଡ଼ିଶା and nearby areas
  • ଜଳ ଅର୍ପଣ ଦିବସ । ହର ଘର ଜଳ ସୁରକ୍ଷିତ ପାନୀୟ ଜଳ କାର୍ଯ୍ୟକ୍ରମ ବାଲେଶ୍ୱର ଭୋଗରାଇ ମହେଶପୁର ରେ ଅନୁଷ୍ଠିତ । ଉଦଘାଟନ କଲେ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।
    1
    ଜଳ ଅର୍ପଣ ଦିବସ । ହର ଘର ଜଳ ସୁରକ୍ଷିତ ପାନୀୟ ଜଳ କାର୍ଯ୍ୟକ୍ରମ ବାଲେଶ୍ୱର ଭୋଗରାଇ ମହେଶପୁର ରେ ଅନୁଷ୍ଠିତ । ଉଦଘାଟନ କଲେ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।
    user_Jagannath Giri
    Jagannath Giri
    Journalist ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    1 day ago
  • ନମସ୍କାର, ଦର୍ଶକବୃନ୍ଦ… ଆପଣମାନଙ୍କୁ ସ୍ୱାଗତ ଏହି ବୁଲେଟିନ୍‌ରେ। ପ୍ରଥମେ ଏକ ବଡ଼ ଖବର ବାଲେଶ୍ୱର ଜିଲ୍ଲାର ସିମୁଳିଆରୁ… ବେଆଇନ ମଦ ଗାଡିକୁ ମାଡ଼ିବସିଛି ସିମୁଳିଆ ପୋଲିସ। ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଚାଳକକୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି। ସୂଚନା ଅନୁସାରେ, ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବେଆଇନ ମଦ ବିରୋଧରେ ଲଗାତାର ଅଭିଯାନ ଚାଲାଇଆସୁଛନ୍ତି। ଏହାର ପରିଣାମସ୍ୱରୂପ ମଦ ମାଫିଆଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ପେଟ୍ରୋଲିଙ୍ଗ ସମୟରେ, ମାର୍କୋଣା ପଶୁ ଡାକ୍ତରଖାନା ପାଖରେ ପୋଲିସ ଚଡାଉ କରି ଏକ ଟାଟା ମ୍ୟାଜିକ୍ ଗାଡିକୁ ଜବତ କରିଥିଲା। ଗାଡିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଗାଡି ଚାଳକ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହେମନ୍ତ ନାୟକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ଗଭୀର ତଦନ୍ତ ଜାରୀ ରହିଛି। ଏହି ଚଡାଉ କାର୍ଯ୍ୟରେ ଏଏସଆଇ ଅଶୋକ କୁମାର ବେହେରା, ବିଶ୍ୱଜିତ ସେଠି, ମହେନ୍ଦ୍ର ନାୟକ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ
    1
    ନମସ୍କାର, ଦର୍ଶକବୃନ୍ଦ…
ଆପଣମାନଙ୍କୁ ସ୍ୱାଗତ ଏହି ବୁଲେଟିନ୍‌ରେ।
ପ୍ରଥମେ ଏକ ବଡ଼ ଖବର ବାଲେଶ୍ୱର ଜିଲ୍ଲାର ସିମୁଳିଆରୁ…
ବେଆଇନ ମଦ ଗାଡିକୁ ମାଡ଼ିବସିଛି ସିମୁଳିଆ ପୋଲିସ।
ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଚାଳକକୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି।
ସୂଚନା ଅନୁସାରେ, ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବେଆଇନ ମଦ ବିରୋଧରେ ଲଗାତାର ଅଭିଯାନ ଚାଲାଇଆସୁଛନ୍ତି।
ଏହାର ପରିଣାମସ୍ୱରୂପ ମଦ ମାଫିଆଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି।
ଆଜି ପେଟ୍ରୋଲିଙ୍ଗ ସମୟରେ, ମାର୍କୋଣା ପଶୁ ଡାକ୍ତରଖାନା ପାଖରେ ପୋଲିସ ଚଡାଉ କରି ଏକ ଟାଟା ମ୍ୟାଜିକ୍ ଗାଡିକୁ ଜବତ କରିଥିଲା।
ଗାଡିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଉଦ୍ଧାର କରାଯାଇଛି।
ଏହି ଘଟଣାରେ ଗାଡି ଚାଳକ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହେମନ୍ତ ନାୟକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ଗଭୀର ତଦନ୍ତ ଜାରୀ ରହିଛି।
ଏହି ଚଡାଉ କାର୍ଯ୍ୟରେ
ଏଏସଆଇ ଅଶୋକ କୁମାର ବେହେରା, ବିଶ୍ୱଜିତ ସେଠି, ମହେନ୍ଦ୍ର ନାୟକ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ
    user_Paritran times
    Paritran times
    Journalist ତିହିଡ଼ି, ଭଦ୍ରକ, ଓଡ଼ିଶା•
    10 hrs ago
  • Fully loaded Chocolate Cake 😋🎂 Please Follow For More @shivinaren_cakeartist #cake #chocolatecake #homebaker #instagood #viral
    1
    Fully loaded Chocolate Cake 😋🎂 Please Follow For More @shivinaren_cakeartist 
#cake #chocolatecake #homebaker #instagood #viral
    user_The Cake Gallery ( Home Made Fresh Cake)
    The Cake Gallery ( Home Made Fresh Cake)
    Artist ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    20 hrs ago
  • Post by Ramachandra Melsandi
    1
    Post by Ramachandra Melsandi
    user_Ramachandra Melsandi
    Ramachandra Melsandi
    ଠାକୁରମୁଣ୍ଡା, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • #ବରୁଣେଶ୍ୱର_ମେଳାରେ_ଏକ_ନମ୍ବର_କିଏ? ବରୁଣେଶ୍ୱର ମେଳାରେ ଅପେରା ଶ୍ରୀମନ୍ଦିର ଏବଂ ସିଂହ ବାହିନୀକୁ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।ଅପେରା ଶ୍ରୀମନ୍ଦିର ଲଗାତାର ଗୋଟିଏ ନାଟକ ଲଗାତାର ୫ ରାତି ଏବଂ ସିଂହ ବାହିନୀ ଗୋଟିଏ ନାଟକ ଲଗାତାର ୨ ରାତି ହାଉସ ଫୁଲ ଭାବେ ପରିବେଷଣ କରିଥିଲା। #BaruneswarMela #Jajpur #Srimandira #Singhabahini #ActorKahna #PiyushTripathy
    1
    #ବରୁଣେଶ୍ୱର_ମେଳାରେ_ଏକ_ନମ୍ବର_କିଏ?
ବରୁଣେଶ୍ୱର ମେଳାରେ ଅପେରା ଶ୍ରୀମନ୍ଦିର ଏବଂ ସିଂହ ବାହିନୀକୁ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।ଅପେରା ଶ୍ରୀମନ୍ଦିର ଲଗାତାର ଗୋଟିଏ ନାଟକ ଲଗାତାର ୫ ରାତି ଏବଂ ସିଂହ ବାହିନୀ ଗୋଟିଏ ନାଟକ ଲଗାତାର ୨ ରାତି ହାଉସ ଫୁଲ ଭାବେ ପରିବେଷଣ କରିଥିଲା।
#BaruneswarMela #Jajpur #Srimandira #Singhabahini #ActorKahna #PiyushTripathy
    user_Parthasarathi Barik
    Parthasarathi Barik
    Journalist ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
    2 hrs ago
  • କରଞ୍ଜିଆ ଠାରେ ନେତାଜୀ ଜୟନ୍ତୀ ପାଳିତ କରଞ୍ଜିଆ ସହର ସ୍ଥିତ ନେତାଜୀ ଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଠାରେ ଆଜି ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ୱାଦିକ,ବିଭିନ୍ନ ଅନୁଷ୍ଠାନ, ସଂଗଠନର କାର୍ଯ୍ୟକର୍ତ୍ତା, ସ୍କୁଲ,କଲେଜର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
    1
    କରଞ୍ଜିଆ ଠାରେ ନେତାଜୀ ଜୟନ୍ତୀ ପାଳିତ 
କରଞ୍ଜିଆ ସହର ସ୍ଥିତ ନେତାଜୀ ଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଠାରେ ଆଜି ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ୱାଦିକ,ବିଭିନ୍ନ ଅନୁଷ୍ଠାନ, ସଂଗଠନର କାର୍ଯ୍ୟକର୍ତ୍ତା, ସ୍କୁଲ,କଲେଜର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
    user_Partha Prasanna Mishra
    Partha Prasanna Mishra
    Journalist Karanjia, Mayurbhanj•
    8 hrs ago
  • Baleswar : ଅନ୍ତରା ମହତିପୁର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହ
    1
    Baleswar : ଅନ୍ତରା ମହତିପୁର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହ
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    10 hrs ago
  • ବୋଡ଼କ ପଞ୍ଚାୟତରେ ଆଜିଠୁ ମା ସରସ୍ୱତୀ ପୂଜା ଆରମ୍ଭ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବୋଡ଼କ ପଞ୍ଚାୟତରେ ଆଜିଠୁ ଭଦ୍ରକ ପ୍ରସିଦ୍ଧ ମା ସରସ୍ୱତୀ ପୂଜା ଧୁମଧାମରେ ଆରମ୍ଭ ହୋଇଛି। ପୂଜା ଉପଲକ୍ଷେ ପଞ୍ଚାୟତ ଅଞ୍ଚଳରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। ପୂଜାମଣ୍ଡପଗୁଡ଼ିକୁ ଆକର୍ଷଣୀୟ ଆଲୋକସଜ୍ଜା ଓ ସୁନ୍ଦର ଶୃଙ୍ଗାରରେ ସଜାଯାଇଛି। ଛାତ୍ରଛାତ୍ରୀ ଓ ଶ୍ରଦ୍ଧାଳୁମାନେ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରି ଜ୍ଞାନ, ବୁଦ୍ଧି ଓ ସଫଳତା ପାଇଁ ଆଶୀର୍ବାଦ ଗ୍ରହଣ କରୁଛନ୍ତି। ପୂଜା କମିଟି ଓ ସ୍ଥାନୀୟ ପ୍ରଶାସନଙ୍କ ପକ୍ଷରୁ ସୁରକ୍ଷା ଓ ଶୃଙ୍ଖଳା ରଖିବା ପାଇଁ ଯଥାଯଥ ପଦକ୍ଷେପ ନିଆଯାଇଛି।
    1
    ବୋଡ଼କ ପଞ୍ଚାୟତରେ ଆଜିଠୁ ମା ସରସ୍ୱତୀ ପୂଜା ଆରମ୍ଭ
ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବୋଡ଼କ ପଞ୍ଚାୟତରେ ଆଜିଠୁ ଭଦ୍ରକ ପ୍ରସିଦ୍ଧ ମା ସରସ୍ୱତୀ ପୂଜା ଧୁମଧାମରେ ଆରମ୍ଭ ହୋଇଛି। ପୂଜା ଉପଲକ୍ଷେ ପଞ୍ଚାୟତ ଅଞ୍ଚଳରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି।
ପୂଜାମଣ୍ଡପଗୁଡ଼ିକୁ ଆକର୍ଷଣୀୟ ଆଲୋକସଜ୍ଜା ଓ ସୁନ୍ଦର ଶୃଙ୍ଗାରରେ ସଜାଯାଇଛି। ଛାତ୍ରଛାତ୍ରୀ ଓ ଶ୍ରଦ୍ଧାଳୁମାନେ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରି ଜ୍ଞାନ, ବୁଦ୍ଧି ଓ ସଫଳତା ପାଇଁ ଆଶୀର୍ବାଦ ଗ୍ରହଣ କରୁଛନ୍ତି।
ପୂଜା କମିଟି ଓ ସ୍ଥାନୀୟ ପ୍ରଶାସନଙ୍କ ପକ୍ଷରୁ ସୁରକ୍ଷା ଓ ଶୃଙ୍ଖଳା ରଖିବା ପାଇଁ ଯଥାଯଥ ପଦକ୍ଷେପ ନିଆଯାଇଛି।
    user_Paritran times
    Paritran times
    Journalist ତିହିଡ଼ି, ଭଦ୍ରକ, ଓଡ଼ିଶା•
    12 hrs ago
  • ବରୁଣେଶ୍ୱର ମେଳାରେ ସମ୍ବର୍ଦ୍ଧିତ ହେଲେ ନାଟ୍ୟକାର ଏବଂ କଳାକାର।
    1
    ବରୁଣେଶ୍ୱର ମେଳାରେ ସମ୍ବର୍ଦ୍ଧିତ ହେଲେ ନାଟ୍ୟକାର ଏବଂ କଳାକାର।
    user_Parthasarathi Barik
    Parthasarathi Barik
    Journalist ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.