Shuru
Apke Nagar Ki App…
ଉଦଳା ସରକାରୀ ଡାକ୍ତରଖାନା ରେ ନିରାମୟl ୩ ମାସ ଟ୍ରେନିଂ ରେ ଥିବା କ ର୍ମଚାରୀ କାନରେ ବ୍ଲୁଟୁଥ ଲଗାଇ ରାଗିଙ୍କୁ ଦେଉଛନ୍ତି ମେଡ଼ିସିନ, ସେବା କମ ଗପିବାରେ ବ୍ୟସ୍ତ, ଏପରିକି ଭୁଲ ମେଡ଼ିସିନ ମଧ୍ୟ ରୋଗୀଙ୍କୁ ଦେଉ ଥିବା ନଜରକୁ ଆସିଛି, ଏହି ଟ୍ରେନିଂ ରେ ଆସିଥିବା କର୍ମଚାରୀ.. ତେଵେ କେତେବେଳେ କାହାର ଜୀବନ ମଧ୍ୟ ଚାଲି ଯାଇ ପାରେ .. ଏଥିପାଇଁ ଦାଇ କିଏ ? ଶୁଣନ୍ତୁ ବାବୁ ଙ୍କୁ କହିବା ପରେ ଯୁକ୍ତି କରୁଛନ୍ତି, ଆଉ ଶେଷରେ କାନରୁ ଖୋଲିଛନ୍ତି ବ୍ଲୁ ଟୁଥ,...ସଚେତନ ହୁଅନ୍ତୁ..
Rajib Behera

- Ajay ParialUdala, Mayurbhanj💣on 29 August
- Ajay ParialUdala, Mayurbhanj🤝on 29 August

More news from Mayurbhanj and nearby areas