Shuru
Apke Nagar Ki App…
ଭୁବନେଶ୍ୱରର ବିଜେପି ନଗରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରଦେଶ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବହୁ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ। ମଞ୍ଚାସୀନ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସର୍ବଶ୍ରୀ ଜଗନ୍ନାଥ ପ୍ରଧାନ, ରୁଦ୍ରନାରାୟଣ ସାମନ୍ତରାୟ, ରାମଚନ୍ଦ୍ର ସ୍ବାଇଁ, ବଦ୍ରିନାରାୟଣ ମହାରଣା, ଆଇନଜୀବି ମହେନ୍ଦ୍ର ପ୍ରଧାନ, ଦୀପକ ସାହୁ, ଯଜ୍ଞାଶୀଷ ମହାପାତ୍ର, କିଶୋର ମିଶ୍ର, ପ୍ରକାଶ ଶ୍ରୀନ୍ଦନ ଏବଂ ସୈାମେନ୍ଦ୍ର ଜେନା ପ୍ରମୁଖ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ। ଜଗତସିଂହପୁର ଜିଲ୍ଲାରୁ ଚିତ୍ତରଞ୍ଜନ ମହାନ୍ତି, ସୁବାସ ବେହୁରା, ନୃସିଂହ ଚରଣ ବାରିକ, ଗୈାଁରାଙ୍ଗ ଚରଣ ସ୍ବାଇଁ ଓ ବଳବନ୍ତ ସାହୁ ପ୍ରମୁଖ ମଧ୍ୟ ଏହି ପ୍ରଦେଶ କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ନୃସିଂହ ଚରଣ ବାରିକ

More news from ଓଡ଼ିଶା and nearby areas
- ଭୁବନେଶ୍ୱରର ବିଜେପି ନଗରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରଦେଶ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବହୁ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ। ମଞ୍ଚାସୀନ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସର୍ବଶ୍ରୀ ଜଗନ୍ନାଥ ପ୍ରଧାନ, ରୁଦ୍ରନାରାୟଣ ସାମନ୍ତରାୟ, ରାମଚନ୍ଦ୍ର ସ୍ବାଇଁ, ବଦ୍ରିନାରାୟଣ ମହାରଣା, ଆଇନଜୀବି ମହେନ୍ଦ୍ର ପ୍ରଧାନ, ଦୀପକ ସାହୁ, ଯଜ୍ଞାଶୀଷ ମହାପାତ୍ର, କିଶୋର ମିଶ୍ର, ପ୍ରକାଶ ଶ୍ରୀନ୍ଦନ ଏବଂ ସୈାମେନ୍ଦ୍ର ଜେନା ପ୍ରମୁଖ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ। ଜଗତସିଂହପୁର ଜିଲ୍ଲାରୁ ଚିତ୍ତରଞ୍ଜନ ମହାନ୍ତି, ସୁବାସ ବେହୁରା, ନୃସିଂହ ଚରଣ ବାରିକ, ଗୈାଁରାଙ୍ଗ ଚରଣ ସ୍ବାଇଁ ଓ ବଳବନ୍ତ ସାହୁ ପ୍ରମୁଖ ମଧ୍ୟ ଏହି ପ୍ରଦେଶ କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।1
- 1999 ra sehi maha batay... aji April seidina.. bataya ra karala rupa1
- ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି।1
- ଚାନ୍ଦବାଲି ଏନଏସିରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏନଏସିର ତିନି ନମ୍ବର ୱାର୍ଡରେ ଥିବା ସ୍ମାର୍ଟ ପାର୍କରେ ଏହି ଯୋଗ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜନେତା ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।1
- ସମ୍ବଲପୁର ଠାରେ ଶୀତଳଷଷ୍ଠୀ ଉପଲକ୍ଷେ ହର ପାର୍ବତୀଙ୍କ ବିବାହ ଅବସରରେ ଏକ ଯାତ୍ରା ଅନୁଷ୍ଠିତ ହେଉଛି।1
- ଜୁନ୍ ୨୧, ୨୦୨୬ ରେ ଆଜିର ମୁଖ୍ୟ ଖବର ଅନୁଯାୟୀ, ଦେଶବ୍ୟାପୀ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି ଏବଂ ବିଭିନ୍ନ ସ୍ଥାନରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ପାଳନ ଅବସରରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରାଯିବା ସହ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିକ୍ଷା କ୍ଷେତ୍ରରେ, ରାଜ୍ୟରେ NEET UG ପୁନଃ ପରୀକ୍ଷା ପାଇଁ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ସେହିପରି, ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କିଛି ରାଜ୍ୟରେ ଯାତାୟାତ ସହାୟତା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ସହ, NEET ପରୀକ୍ଷା ସହିତ ତାରିଖ ମିଳିଥିବାରୁ OSSSC CRE-2025 ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି। ପାଣିପାଗ ସୂଚନା ଅନୁଯାୟୀ, ଓଡ଼ିଶା ସମେତ କିଛି ରାଜ୍ୟରେ ବର୍ଷା, ବଜ୍ରପାତ ଓ ପବନ ପାଇଁ ସତର୍କତା ଜାରି କରାଯାଇଛି।2
- ଜଗତସିଂହପୁରରେ ଏକ 'ବୁଥ ବଙ୍ଗଳା' ସମ୍ପର୍କିତ 'ରିଲିଜ୍' ପ୍ରସ୍ତୁତି କାର୍ଯ୍ୟ ଜାରି ରହିଥିବା ବେଳେ ଏକ ରଥ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି।1
- ଓଡ଼ିଶାରେ ଚାଲିଥିବା ପରିବର୍ତ୍ତନକୁ ନେଇ ଜଣେ ଉପଭୋକ୍ତା ପ୍ରଶ୍ନ ଉଠାଇଛନ୍ତି। ଉପଭୋକ୍ତାଙ୍କ ଅନୁଯାୟୀ, ଓଡ଼ିଶାବାସୀ ପ୍ରକୃତରେ ଏହିଭଳି ପରିବର୍ତ୍ତନ ଦେଖିବାକୁ ଚାହୁଁଥିଲେ କି ନାହିଁ, ତାହା ଉପରେ ସନ୍ଦେହ ପ୍ରକାଶ କରାଯାଇଛି।1