logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୁମ୍ଭାରୀ- ରେମତା ସଂଗମ ସ୍ଥଳ ବୁରୋଗlଢ଼ ନଦୀ ମୁହାଣକୁମ୍ଭାରୀରେ ପାଣି ପାଇପ ଫଟି ଆଁ କୁମ୍ଭାରୀ- ରେମତା ସଂଗମ ସ୍ଥଳ ବୁରୋଗlଢ଼ ନଦୀ ମୁହାଣକୁମ୍ଭାରୀରେ ପାଣି ପାଇପ ଫଟି ଆଁ l ସଖଲ ପାଇଲା ମାତ୍ରେ ପାଣି ପାଇଁ ମାଆ ଭଉଣୀ ମାନେ ଗରିଆ ଓ ବାଲ୍ଟି ଧରି ଲମ୍ବା ଲାଇନରେ ଠିଆ ହେଉଛନ୍ତି l ଏପଟେ ପାଣି ବାହାରି ଯାଉଛି l ବିଭାଗୀୟ କର୍ମଚାରୀ ମାନଙ୍କ ନିଘା ନାହିଁ l ଏହାର ତୁରନ୍ତ ବ୍ୟବସ୍ଥା ପାଇଁ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ନିକଟରେ ଦାବି ହେଉଛି l

3 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
3 hrs ago

କୁମ୍ଭାରୀ- ରେମତା ସଂଗମ ସ୍ଥଳ ବୁରୋଗlଢ଼ ନଦୀ ମୁହାଣକୁମ୍ଭାରୀରେ ପାଣି ପାଇପ ଫଟି ଆଁ କୁମ୍ଭାରୀ- ରେମତା ସଂଗମ ସ୍ଥଳ ବୁରୋଗlଢ଼ ନଦୀ ମୁହାଣକୁମ୍ଭାରୀରେ ପାଣି ପାଇପ ଫଟି ଆଁ l ସଖଲ ପାଇଲା ମାତ୍ରେ ପାଣି ପାଇଁ ମାଆ ଭଉଣୀ ମାନେ ଗରିଆ ଓ ବାଲ୍ଟି ଧରି ଲମ୍ବା ଲାଇନରେ ଠିଆ ହେଉଛନ୍ତି l ଏପଟେ ପାଣି ବାହାରି ଯାଉଛି l ବିଭାଗୀୟ କର୍ମଚାରୀ ମାନଙ୍କ ନିଘା ନାହିଁ l ଏହାର ତୁରନ୍ତ ବ୍ୟବସ୍ଥା ପାଇଁ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ନିକଟରେ ଦାବି ହେଉଛି l

More news from ଓଡ଼ିଶା and nearby areas
  • କୁମ୍ଭାରୀ- ରେମତା ସଂଗମ ସ୍ଥଳ ବୁରୋଗlଢ଼ ନଦୀ ମୁହାଣକୁମ୍ଭାରୀରେ ପାଣି ପାଇପ ଫଟି ଆଁ l ସଖଲ ପାଇଲା ମାତ୍ରେ ପାଣି ପାଇଁ ମାଆ ଭଉଣୀ ମାନେ ଗରିଆ ଓ ବାଲ୍ଟି ଧରି ଲମ୍ବା ଲାଇନରେ ଠିଆ ହେଉଛନ୍ତି l ଏପଟେ ପାଣି ବାହାରି ଯାଉଛି l ବିଭାଗୀୟ କର୍ମଚାରୀ ମାନଙ୍କ ନିଘା ନାହିଁ l ଏହାର ତୁରନ୍ତ ବ୍ୟବସ୍ଥା ପାଇଁ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ନିକଟରେ ଦାବି ହେଉଛି l
    1
    କୁମ୍ଭାରୀ- ରେମତା ସଂଗମ ସ୍ଥଳ ବୁରୋଗlଢ଼ ନଦୀ ମୁହାଣକୁମ୍ଭାରୀରେ ପାଣି ପାଇପ ଫଟି ଆଁ  l ସଖଲ ପାଇଲା ମାତ୍ରେ ପାଣି ପାଇଁ ମାଆ ଭଉଣୀ ମାନେ ଗରିଆ ଓ ବାଲ୍ଟି ଧରି ଲମ୍ବା ଲାଇନରେ ଠିଆ ହେଉଛନ୍ତି l ଏପଟେ ପାଣି ବାହାରି ଯାଉଛି l ବିଭାଗୀୟ କର୍ମଚାରୀ ମାନଙ୍କ ନିଘା ନାହିଁ l ଏହାର ତୁରନ୍ତ ବ୍ୟବସ୍ଥା ପାଇଁ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ନିକଟରେ ଦାବି ହେଉଛି l
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    3 hrs ago
  • बंगाल में पहले चरण का मतदान बता रहा है कि ममता दीदी का सूपड़ा साफ होने वाला है और भाजपा पूर्ण बहुमत से सरकार बना रही है।
    1
    बंगाल में पहले चरण का मतदान बता रहा है कि ममता दीदी का सूपड़ा साफ होने वाला है और भाजपा पूर्ण बहुमत से सरकार बना रही है।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • Post by PABITRA BARIHA
    7
    Post by PABITRA BARIHA
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ମହିଳା ବିରୋଧୀ ଆଭିମୁଖ୍ୟ ପୋଷଣ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରୁଛନ୍ତି ବିରୋଧୀ। ଯାହାକୁ ନେଇ ଆଜି ସୁବର୍ଣ୍ଣପୁର ବିଜେପି ପକ୍ଷରୁ ଏକ ଜନ ଆକ୍ରୋଶ ମହିଳା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
    1
    ମହିଳା ବିରୋଧୀ ଆଭିମୁଖ୍ୟ ପୋଷଣ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରୁଛନ୍ତି ବିରୋଧୀ। ଯାହାକୁ ନେଇ ଆଜି ସୁବର୍ଣ୍ଣପୁର ବିଜେପି ପକ୍ଷରୁ ଏକ ଜନ ଆକ୍ରୋଶ ମହିଳା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୨/୦୪/୨୦୨୬ ଗୁରୁଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୨୨/୦୪/୨୦୨୬ ଗୁରୁଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • ଉପ ଜିଲ୍ଲାପାଳ ଙ୍କୁ ସାଧୁବାଦ ଜଣାଇଲେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ, ଅଧିକାରୀ ଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ବିଭାଗୀୟ ସଚିବ ନେବାକୁ ଦାବି । ବଲାଙ୍ଗୀର/ଟିଟିଲାଗଡ,ଟିଟିଲାଗଡ ଉପ ଜିଲ୍ଲାପାଳ ପ୍ରତିଟି ଗ୍ରାମ ରେ ବର୍ତ୍ତମାନ ପାନୀୟ ଜଳ ଯେ କୌଣସି ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିବା ବେଳେ ଟ୍ୟାଙ୍କର ଯୋଗେ ବିଭିନ୍ନ ପଞ୍ଚାୟତ କୁ ଯୋଗାଇବା ବ୍ୟବସ୍ଥା କରିଥିବା ପ୍ରକାଶ ପାଇଛି। ବଡ ବଡ ଓଭର ହେଡ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ନେଇ ଦୀର୍ଘ ବର୍ଷ ର ପୁର୍ବ ସରକାର ଙ୍କ ଦ୍ଵାରା ସ୍ଥାପିତ ସତ୍ତ୍ୱେ ସାମାନ୍ୟ ବିଦ୍ୟୁତ ଓ ପାଣି ମୋଟର ଚୋରି ଆଳରେ ନିଜ ନିଜ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀ ଙ୍କ ବିରୋଧ ରେ ଉଚ୍ଚ ପଦାଧିକାରୀ କାହିଁକି ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ରହସ୍ୟ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    1
    ଉପ ଜିଲ୍ଲାପାଳ ଙ୍କୁ ସାଧୁବାଦ ଜଣାଇଲେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ, ଅଧିକାରୀ ଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ବିଭାଗୀୟ ସଚିବ ନେବାକୁ ଦାବି ।
ବଲାଙ୍ଗୀର/ଟିଟିଲାଗଡ,ଟିଟିଲାଗଡ ଉପ ଜିଲ୍ଲାପାଳ ପ୍ରତିଟି ଗ୍ରାମ ରେ ବର୍ତ୍ତମାନ ପାନୀୟ ଜଳ ଯେ କୌଣସି ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିବା ବେଳେ ଟ୍ୟାଙ୍କର ଯୋଗେ ବିଭିନ୍ନ ପଞ୍ଚାୟତ କୁ ଯୋଗାଇବା ବ୍ୟବସ୍ଥା କରିଥିବା ପ୍ରକାଶ ପାଇଛି।
ବଡ ବଡ ଓଭର ହେଡ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ନେଇ ଦୀର୍ଘ ବର୍ଷ ର ପୁର୍ବ ସରକାର ଙ୍କ ଦ୍ଵାରା ସ୍ଥାପିତ ସତ୍ତ୍ୱେ ସାମାନ୍ୟ ବିଦ୍ୟୁତ ଓ ପାଣି ମୋଟର ଚୋରି ଆଳରେ ନିଜ ନିଜ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀ ଙ୍କ ବିରୋଧ ରେ ଉଚ୍ଚ ପଦାଧିକାରୀ କାହିଁକି ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ରହସ୍ୟ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ବରପାଲିରେ ଶନିଚର ମନ୍ଦିର ପ୍ରତିଷ୍ଠା ମହୋତ୍ସବ l କଳସ ଶୋଭାଯାତ୍ରା l ମନରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ଅନିତା ସାହୁ କର୍ତ୍ତା ଦାୟିପ୍ତ ବହନ କରି ମନ୍ଦିର ସମ୍ମୁଖରୁ ବାହାରି ସହର ପରିକ୍ରମା କରି ବଡ଼ କେନାଲରୁ ପାନିଆଣି ପୂଜାମଣ୍ଡପରେ ଉପବେଶନ କଲେ l
    1
    ବରପାଲିରେ ଶନିଚର ମନ୍ଦିର ପ୍ରତିଷ୍ଠା ମହୋତ୍ସବ l କଳସ ଶୋଭାଯାତ୍ରା l ମନରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ଅନିତା ସାହୁ କର୍ତ୍ତା ଦାୟିପ୍ତ ବହନ କରି ମନ୍ଦିର ସମ୍ମୁଖରୁ ବାହାରି ସହର ପରିକ୍ରମା କରି ବଡ଼ କେନାଲରୁ ପାନିଆଣି ପୂଜାମଣ୍ଡପରେ ଉପବେଶନ କଲେ l
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.