କୋଦଳାରୁ ଦୁଇଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କଲା ନିମାପଡ଼ା ପୋଲିସ ।ଲୁଟ ଟଙ୍କା ଓ ବାଇକଜବତ ନିମାପଡ଼ା, (BT) ବ୍ୟାଙ୍କ ଗୁଡ଼ିକର ସାମ୍ନାରେ ଲୁଟେରାମାନେ ଆଡା ଜମାଇ ଛନ୍ତି। ଟଙ୍କା ଉଠାଇ ଘରକୁ ଫେରୁଥିବା ଗ୍ରାହକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଉଥିବା କୁଖ୍ୟାିତ ଲୁଟେରାକୁ ପୁଲିସ ଗିରଫ କରି ଚୋରି ଟଙ୍କାକୁ ଉଦ୍ଦାର କରିଛି। ଲୁଟେରା ବ୍ୟବହାର କରୁଥିବା ଏକ ବାଇକ ଜବତକରିଛି । ଲୁଟେରାକୁ ଆଜି କୋର୍ଟ ଚାଲଣ କରିଛି। ମିଳିଥିବା ସୁଚନାରୁ ପ୍ରକାଶ ସ୍ଥାନୀୟ କରଜିଂସାହିର ଜଗବନ୍ଧୁ ପ୍ରଧାନ ନାମକ ବ୍ୟକ୍ତି ୨ଲକ୍ଷ ୭୨ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଫେରୁଥିଲେ। ଗଞାମ ଜିଲା ଅନ୍ତର୍ଗତ କୋଦଳା ଅଞ୍ଚଳର ପି.ସୁବାଷ ଏବଂ ଏସ .ଇଶ୍ବର ନାମକ ଦୁଇଜଣ ଲୁଟେରା ଜଗବନ୍ଧୁଙ୍କୁ ପିଛାକରି ଓମଫେଡ଼ ଛକ ନିକଟରେ ଥିବା ଗୈାତମ ନଗରଠାରେ ସୁଯୋଗ ଦେଖି ସମସ୍ତ ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ଜଗବନ୍ଧୁ ଲୁଟ ହୋଇଥିବା ସଂପର୍କରେ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲାରୁଜୁକରି ବିଭିନ୍ନ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ କରିଥିଲା। ଶେଷରେ ପୁଲିସ ଅଭିଯୁକ୍ତ ଦୁଇ କୁଖ୍ୟାତ ଲୁଟେରାଙ୍କୁ କୋଦଳା ପୁଲିସ ସହୟତାରେ ଗିରଫ କରି ନିମାପଡ଼ାକୁ ଆଣି କୋର୍ଟ ଚାଲଣ କରିଛି। ଲୁଟେରା ଦୁଇଜଣ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଗ୍ରାହକଙ୍କ ଠାରୁ ଅନ୍ୟମନସ୍କ ସମୟରେ ଟଙ୍କା ଲୁଟି ନେଇ ଆଖି ଫିଛୁଳାକେ ଫେରାର ହୋଇଯାଇଥାନ୍ତି ।

- ହାଇକୋର୍ଟ ପାଖରେ ଅଗ୍ନିକାଣ୍ଡ ! ବ୍ୟାଟେରୀ ଗାଡ଼ିରେ ନିଆଁ ଲାଗିବା ଫଳରେ ଆଖ ପାଖରେ ଥିବା କିଛି ଗାଡ଼ିରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି।1
- ଭଲପାଇ ବିବାହ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲମନ ଦିଗାଲ କଣାସ ବ୍ଲକ କୋଟକଣା ଛକରେ ସ୍ୱାମୀ ସ୍ତ୍ରୀ ଭଡାଘରେ ରହୁଥିବାବେଳେ ଫିଲମନର ଶଶ୍ୱୁର କୃଷ୍ଣପ୍ରସାଦର ବ୍ଲକର ମୋହନ ବେହେରା ଫେବୃଆରୀ ୯ ତାରିଖରେ ଜ୍ୱାଇଁଙ୍କ ଭଡାଘରେ ପହଁଚି ଜ୍ୱାଇଁକୁ ବଜାରକୁ ଯିବା ବୋଲି ଡାକି ନେଇ ମଝି ରାସ୍ତାରେ ଝାଡା ବସିବା କଥା କହି ଖସିଯାଇଥିବାବେଳେ ଫୂର୍ବରୁ ପ୍ରସ୍ତୁତି ଅନୁଯାୟୀ ଚାରି ପା ଜଣ ବ୍ୟକ୍ତି ଫିଲମନକୁ ଅପହରଣ କରି ନେଇ ମାରି ଦେଇଥିବା ଫିଲମାନର ପତ୍ନୀ ଝାନ୍ସୀ ବେହେରା ଗଡିଶାଗୋଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗଡିଶାଗୋଦା ଥାନା ଅଧିକାରୀ ତଦନ୍ତ କରି ଅପହରଣ କରିଥିବା ଶଶ୍ୱୁର ମୋହନ ବେହେରାଙ୍କୁ ବାହାର ରାଜ୍ୟରୁ ଏକ ମାସ ପରେ ବଗିରଫ କରି କୋର୍ଟ ଚାଲଣ କରିଥିଲେ । ତିନି ଦିନ ହେଲା ହତ୍ୟାକାଣ୍ଡରେ ସହ ଯୋଗ କରିଥିବା ଆସାମୀମାନଙ୍କୁ ପୁଲିସ ବାହାର ରାଜ୍ୟରୁ ଗିରଫ କରି ଫିଲମନକୁ ହତ୍ୟାକରି କେଉଁଠାରେ ପକାଇଛ ସ୍ଥାନ ଦେଖାଇବାକୁ ପଚାରିବାରୁ ନୂଆ ନଈରେ ହତ୍ୟାକାଣ୍ଡ ପରେ ଫିଲମନର ଶବକୁ ପକାଇଥିବା କହିବାରୁ ଆସାମୀ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଅଗ୍ନିସମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ନୂଆନଈ ଖୋଜାଖୋଜି କରିଥିଲେ ମଧ୍ୟ ଫିଲମନର ଶବ କୈାଣସି ସନ୍ଧାନ ନପାଇ ପୁଲିସ ନିରାଶରେ ଫେରି ଆସିଛି ।3
- Post by ନିଷ୍ଠୁର ଦୁନିଆ Live1
- Post by Dhenkanal News1
- Post by Dipak Kumar Nayak1
- ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଅନ୍ତର୍ଗତ ଗଦାଶିଳା ସେକ୍ସନ ଅଂଚଲରେ ଏକ ଅଭାବନୀୟ ଘଟଣା ଘଟିଛି।ଗତ ବିଳମ୍ବିତ ରାତିରେ ହାତୀଟି ଚାଇଁ ପୁର ଟୁଭିନାଳୀ ଶ୍ରୀକାନ୍ତ ସାହୁଙ୍କ ବାଡ଼ି ପଛରେ ଥିବା ଲାର୍ଟିନ ଟାଙ୍କି ଉପର ଦେଇ ଯାଉଥିବାବେଳେ ସ୍ଲାବ ଭାଙ୍ଗି ଯାଇଥିଲା । ଫଲରେ ହାତୀଟି ଲାର୍ଟିନ ଟାଙ୍କି ଭିତରେ ପଡିଯାଇ ଆଉ ବାହାରି ପାରି ନଥିଲା । ହାତୀର ଗର୍ଜନ ଶୁଣି ଘର ମାଲିକ ବାଡ଼ି ପଛପଟକୁ ଯାଇ ହାତୀଟି ଲାର୍ଟିନ ଟାଙ୍କିରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଁଚି ଜେସିବି ମାଧ୍ୟମରେ ଖୋଳି ହାତୀକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଦୀର୍ଘ ଘଣ୍ଟାଏ ପରିଶ୍ରମ କରି ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି। ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ହେବ ବୋଲି ଜଣାପଡିଛି।1
- Post by NEWS MANORANJAN1
- ବାବା ସଲେଇଲେ, ମାତା ଚିଲେଇଲେ! ପୁଣି ମାତିଲେ ସାରଥୀ ଭକ୍ତ। ସତସଙ୍ଗ ଚାଲିଛି କହି ହାତ ଟିକି କି ଡେଇଁଲେ ମହିଳା। ପାରାଦ୍ୱୀପ ପିପଳ ଅଞ୍ଚଳର ଦୃଶ୍ୟ।1
- Post by ନିଷ୍ଠୁର ଦୁନିଆ Live1