Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଟିକିରାପଡ଼ାର ବୁଣାକାର ବିନାୟକ ମେହେର ଏକ ସ୍ୱତନ୍ତ୍ର ସମ୍ବଲପୁରୀ ଶାଢ଼ୀ "ଉତ୍କଳ କୀରତି" ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ବୁଣାକାର ବିନାୟକଙ୍କ ବୟସ ଏବେ ୭୭ ବର୍ଷ । ସେ ଦୀର୍ଘ ଦେଢ଼ ମାସ ପରିଶ୍ରମ କରି ଏହି ଶାଢ଼ୀ ତିଆରି କରିଥିବା ଜଣାପଡିଛି ।
Shree News
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଟିକିରାପଡ଼ାର ବୁଣାକାର ବିନାୟକ ମେହେର ଏକ ସ୍ୱତନ୍ତ୍ର ସମ୍ବଲପୁରୀ ଶାଢ଼ୀ "ଉତ୍କଳ କୀରତି" ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ବୁଣାକାର ବିନାୟକଙ୍କ ବୟସ ଏବେ ୭୭ ବର୍ଷ । ସେ ଦୀର୍ଘ ଦେଢ଼ ମାସ ପରିଶ୍ରମ କରି ଏହି ଶାଢ଼ୀ ତିଆରି କରିଥିବା ଜଣାପଡିଛି ।
More news from ଓଡ଼ିଶା and nearby areas
- Post by BAHUJAN ADHIKAR1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରେ ଅବସ୍ଥିତ ଗୁପ୍ତେଶ୍ୱର ଵାଵା ଦଣ୍ଡପାଟି ଗଇଲମରା । ଦଣ୍ଡଯାତ୍ରା କରିବା ସମୟରେ ଜୟ ଗୁପ୍ତେଶ୍ୱର ବାବା ଦଣ୍ଡପାଟି ।1
- ଜନ ଗଣନା କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାକୁ ଜନ ସାଧାରଣଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ1
- Post by Sonepur news khulasa1
- ବୌଦ୍ଧ ଜିଲ୍ଲା ପାଇଁ କଣ୍ଟାମାଳ ବିଧାୟକ କହ୍ନlଇ ଚରଣ ଡାଙ୍ଗଙ୍କୁ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ଼ର ନୂତନ ଅଧକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି । ଏଖବର ସାମନାକୁ ଆସିବା ପରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ତାଙ୍କ ସାଥୀ ଭୁବନେଶ୍ୱର ବାସ ଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ।1
- 🌧️ 𝐀𝐬𝐬𝐚𝐦 𝐖𝐞𝐚𝐭𝐡𝐞𝐫 𝐅𝐨𝐫𝐞𝐜𝐚𝐬𝐭: Rain pouring? Crowd pouring! (at PM Modi's rally) 🚶♂️ 𝐑𝐚𝐡𝐮𝐥 𝐆𝐚𝐧𝐝𝐡𝐢'𝐬 𝐑𝐨𝐚𝐝𝐬𝐡𝐨𝐰: So empty, even Google Maps couldn’t find any traffic.1
- ଗୁଦଗୁଦା ମହୋତ୍ସବ ତୃତୀୟ ତଥା ଅନ୍ତିମ ଉଦଯାପନୀ ସମାରୋହ. କୁଚିଣ୍ଡା. ସମ୍ୱଲପୁର ଜିଲ୍ଲା ର କୁଚିଣ୍ଡା ର ଗର୍ବ ଓ ଗୌରବ କୁ ନେଇ ଆରମ୍ଭ ହୋଇଥିବା ଗୁଦଗୁଦା ମହୋତ୍ସବ ମହା ସମାରୋହ ରେ ସମାପ୍ତ ହୋଇଛି. ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ଅଞ୍ଚଳର ବଛା ବଛା କଳାକାର ଙ୍କୁ ନେଇ ଦୁଲୁକୁଥିବା ମଞ୍ଚ ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକଙ୍କୁ ବିମୋହିତ କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, କମିଶନର ମହାନଗର ନିଗମ ରୋହନ କ୍ଷେତ୍ରୀ, ଉପଜିଲ୍ଲାପାଳ ତଥା ଗୁଦଗୁଦା ମହୋତ୍ସବ କମିଟି ସଭାପତି ସରୱାନନ ସ, ବରିଷ୍ଠ ନାଟ୍ୟକାର ଓ ନିର୍ଦେଶକ ପ୍ରଦୀପ ପଣ୍ଡା, ବରିଷ୍ଠ ସମ୍ବଲପୁରୀ ଲୋକନୃତ୍ୟ ଗୁରୁ ରଞ୍ଜନ କୁମାର ସାହୁ, ବରିଷ୍ଠ କଳାକାର ସୁରଥ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ମହୋତ୍ସବ ର ଉତ୍ତରତୋର କାମନା କରିଥିଲେ. ଅନ୍ତିମ ସନ୍ଧ୍ୟାରେ ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର, କୁଚିଣ୍ଡା ଜମନକିରା, ବାମରା ଆଦି ଅଞ୍ଚଳରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁନ୍ଦର ସୁନ୍ଦର ନୃତ୍ୟଗୀତ ପରିବେଷଣ କରାଯାଇଥିଲା.1
- #କୋଶଲ_ସେନା_ପାଳିଲା_କଳା_ଦିବସ ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲିଠାରେ କୋଶଲ ସେନା ପକ୍ଷରୁ ଏପ୍ରିଲ ୧ ତାରିଖକୁ କଳା ଦିବସ ରୂପେ ପାଳନ କରାଯାଇଛି। କୋଶଲ ସେନାର ସଦସ୍ୟ ରାମପୁର ରୋଡ ସ୍ଥିତ ଛକରେ ଉପସ୍ଥିତ ହୋଇ ମୁଣ୍ଡରେ କଲା କପଡା ବାନ୍ଧି, ହାତରେ କଳା ବେଚ ଧରି ଉତ୍କଳ ଦିବସକୁ କଳା ଦିବସ ରୂପେ ପାଳନ କରିଥିଲେ। ସରୋଜ ପଧାନ, ଯଦୁମଣି କୁଦେଇ, କାନ୍ନୁଚରଣ ମହାରଣା, ଦିବ୍ୟ ମେହେର, ଯୁଧିଷ୍ଠିର ଭୁଏ, ସଚିନ ନାଏକ, ରିକି ଶତପଥି, ଧିରେନ ଭୋଇ, ରିକୁ ପଧାନ, ରତ୍ନାକର ସେଠ, ବିମଲ ପଧାନ, କରୁଣା ଭୁଏ ପ୍ରମୁଖ କୋଶଲବାଦି ଉପସ୍ଥିତ ହୋଇ କଳା ଦିବସ ପାଳନ କରିଥିଲେ।1