logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୂତନ ଜୀବନର ଶୁଭାରମ୍ଭ, ସମ୍ମାନ ଓ ସ୍ୱାଭିମାନ ସହ ! ଆସନ୍ତା ୨୧ ଅପ୍ରେଲ ୨୦୨୬ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହେବ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା । #MukhyamantriKanyaVivahYojana #GirlsMarriage #Empowering #widowmarriage #SupportTheBride #KanyaVivah #womenwelfare #SocialSecurity #Odisha #WCDOdisha PMO India CMO Odisha Prabhati Parida Ministry of Women & Child Development, Government of India Information & Public Relations Department, Government of Odisha Subhadra Odisha UNICEF India Mission Shakti Odisha National Commission for Women MyGovIndia ନୂତନ ଜୀବନର ଶୁଭାରମ୍ଭ, ସମ୍ମାନ ଓ ସ୍ୱାଭିମାନ ସହ ! ଆସନ୍ତା ୨୧ ଅପ୍ରେଲ ୨୦୨୬ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହେବ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା । #MukhyamantriKanyaVivahYojana #GirlsMarriage #Empowering #widowmarriage #SupportTheBride #KanyaVivah #womenwelfare #SocialSecurity #Odisha #WCDOdisha PMO India CMO Odisha Prabhati Parida Ministry of Women & Child Development, Government of India Information & Public Relations Department, Government of Odisha Subhadra Odisha UNICEF India Mission Shakti Odisha National Commission for Women MyGovIndia

3 hrs ago
user_ଆମ ଓଡିଶା ଖବର ଓଡିଶା
ଆମ ଓଡିଶା ଖବର ଓଡିଶା
Interior designer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
3 hrs ago
2c37185c-f970-4a50-9548-9cb731048203

More news from ଓଡ଼ିଶା and nearby areas
  • ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟକାରୀ ହେବ ମେଗା ପ୍ରକଳ୍ପ ୨୦୨୭ ପୂର୍ବରୁ ଲୋକ ପାନୀୟ ଜଳ ସମସ୍ୟା ଭୋଗିଲେ ମୁଁ କଣ କରିବି,ଜିଲ୍ଲା ମୁଖ୍ୟ ଜଳ ଯୋଗାଣ ଅଧିକାରୀ ବଲାଙ୍ଗୀରଟିଟିଲାଗଡ, ତା୨୦-୦୪: ତତଲାକଡେଇ ରେ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ର ଲୋକେ ଡହଳ ବିକଳ ହୋଇ ଆସୁଥିବା ବେଳେ ନିୟମିତ ଅଂଶୁଘାତ ରୋଗୀଙ୍କ ସୁଅ ଛୁଟୁଛି । ପ୍ରକାଶ ଯେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ଅଂଶୁଘାତ କକ୍ଷ ବ୍ୟବସ୍ଥା ରହିଛି। ପ୍ରକାଶ ଯେ, ବିଗତ ଦିନରେ ଏ ନେଇ ଜଳ ସମ୍ପଦ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ଗସ୍ତ ରେ ଆସି ଥିବା ଓ ପାନୀୟ ଜଳ ଯୋଗାଣ ସମସ୍ୟା ତଥା ବୃକ୍ଷ ରୋପଣ ନେଇ କେବଳ ଭାଷଣ ଦେଇ ଚାଲି ଯାଇଥିଲେ । ବିଭାଗୀୟ ଅଧିକାରୀ ଡିସେମ୍ବର ମାସ ପୂର୍ବରୁ କୋଟି, କୋଟି ଟଙ୍କା ର ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିବନି ବୋଲି ପ୍ରକାଶ କରିଥିବା ବେଳେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଜିଲ୍ଲା ଜଳ ଯୋଗାଣ ମୁଖ୍ୟ ଅଧିକାରୀ ଡିସେମ୍ବର ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ ହୋଇ ପାରିବନି ବୋଲି ସ୍ପଷ୍ଟୀକରଣ କରି ସେ ବର୍ଷେ ହେବ ଯୋଗ ଦେଇଛି ପୂର୍ବ ଅଧିକାରୀ ଙ୍କ ତାହା କାମ ବୋଲି କହି ମୁଁ କଣ କରିବି ବୋଲି ପ୍ରକାଶ କରିଛନ୍ତି । ଟିଟିଲାଗଡ ଉପ ଜିଲ୍ଲାପାଳ ଅଂଶୁଘାତ ର ମୁକାବିଲା କରାଯିବ ଓ ପ୍ରତିଟି ଗ୍ରାମ ରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏଠି ପ୍ରଶ୍ନ ଉଠୁଚି ଯେ,ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ନ କଲେ ବିଭାଗୀୟ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିୟମ ରହିଛି । ଏହା ସମ୍ପୂର୍ଣ୍ଣ ସରକାରୀ ଅଧିକାରୀ ଙ୍କ ଦାୟିତ୍ୱ ହୀନତା ବୋଲି ଗୁରୁତର ଅଭିଯୋଗ ହୋଇଛି। ଏବେ ଅଂଶୁଘାତ ଜନିତ ମୃତ୍ୟୁ ନ ହେବା ,ଲୋକ ଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଜେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
    4
    ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟକାରୀ ହେବ ମେଗା ପ୍ରକଳ୍ପ ୨୦୨୭ ପୂର୍ବରୁ ଲୋକ ପାନୀୟ ଜଳ ସମସ୍ୟା ଭୋଗିଲେ ମୁଁ କଣ କରିବି,ଜିଲ୍ଲା ମୁଖ୍ୟ ଜଳ ଯୋଗାଣ ଅଧିକାରୀ
ବଲାଙ୍ଗୀରଟିଟିଲାଗଡ, ତା୨୦-୦୪:
ତତଲାକଡେଇ ରେ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ର ଲୋକେ ଡହଳ ବିକଳ ହୋଇ ଆସୁଥିବା ବେଳେ ନିୟମିତ ଅଂଶୁଘାତ ରୋଗୀଙ୍କ ସୁଅ ଛୁଟୁଛି ।
ପ୍ରକାଶ ଯେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ଅଂଶୁଘାତ କକ୍ଷ ବ୍ୟବସ୍ଥା ରହିଛି।
ପ୍ରକାଶ ଯେ, ବିଗତ ଦିନରେ 
ଏ ନେଇ ଜଳ ସମ୍ପଦ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ଗସ୍ତ ରେ ଆସି ଥିବା ଓ ପାନୀୟ ଜଳ ଯୋଗାଣ ସମସ୍ୟା ତଥା ବୃକ୍ଷ ରୋପଣ ନେଇ କେବଳ ଭାଷଣ ଦେଇ ଚାଲି ଯାଇଥିଲେ ।
ବିଭାଗୀୟ ଅଧିକାରୀ ଡିସେମ୍ବର ମାସ ପୂର୍ବରୁ କୋଟି, କୋଟି ଟଙ୍କା ର ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିବନି ବୋଲି ପ୍ରକାଶ କରିଥିବା ବେଳେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଛି ।
ଜିଲ୍ଲା ଜଳ ଯୋଗାଣ ମୁଖ୍ୟ ଅଧିକାରୀ ଡିସେମ୍ବର ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ ହୋଇ ପାରିବନି ବୋଲି ସ୍ପଷ୍ଟୀକରଣ କରି ସେ ବର୍ଷେ ହେବ ଯୋଗ ଦେଇଛି ପୂର୍ବ ଅଧିକାରୀ ଙ୍କ ତାହା କାମ ବୋଲି କହି ମୁଁ କଣ କରିବି ବୋଲି ପ୍ରକାଶ କରିଛନ୍ତି ।
ଟିଟିଲାଗଡ ଉପ ଜିଲ୍ଲାପାଳ ଅଂଶୁଘାତ ର ମୁକାବିଲା କରାଯିବ ଓ ପ୍ରତିଟି ଗ୍ରାମ ରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । 
ଏଠି ପ୍ରଶ୍ନ ଉଠୁଚି ଯେ,ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ନ କଲେ ବିଭାଗୀୟ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିୟମ ରହିଛି । ଏହା ସମ୍ପୂର୍ଣ୍ଣ ସରକାରୀ ଅଧିକାରୀ ଙ୍କ ଦାୟିତ୍ୱ ହୀନତା ବୋଲି ଗୁରୁତର ଅଭିଯୋଗ ହୋଇଛି।
ଏବେ ଅଂଶୁଘାତ ଜନିତ ମୃତ୍ୟୁ ନ ହେବା ,ଲୋକ ଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଜେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    1 hr ago
  • ଦାଦନ ଗଡ଼ରେ ମନରେଗାର ହରିଲୁଟ ତୁରକେଲା ବଡ଼ଡକଲା ଗୁର୍ଲଗୁଡା..... ରୁ ଏହି ରିପୋଟ
    2
    ଦାଦନ ଗଡ଼ରେ ମନରେଗାର ହରିଲୁଟ ତୁରକେଲା ବଡ଼ଡକଲା ଗୁର୍ଲଗୁଡା..... ରୁ ଏହି ରିପୋଟ
    user_ଆମ ଓଡିଶା ଖବର ଓଡିଶା
    ଆମ ଓଡିଶା ଖବର ଓଡିଶା
    Interior designer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • Post by RAGHUNANDAN SINGH
    1
    Post by RAGHUNANDAN SINGH
    user_RAGHUNANDAN SINGH
    RAGHUNANDAN SINGH
    Video Creator ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    5 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ସୁବର୍ଣ୍ଣପୁର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ
    1
    ସୁବର୍ଣ୍ଣପୁର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୦/୦୪/୨୦୨୬ ସୋମଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୨୦/୦୪/୨୦୨୬ ସୋମଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • Post by Padmanabha Naik
    1
    Post by Padmanabha Naik
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    3 hrs ago
  • ଦାଦନ ଗଡ଼ରେ ମନରେଗାର ଆତ୍ମସାତ ବଡ଼ଡ଼କଲା... ଗୁର୍ଲଗୁଡା ରୁ ଦେଖିବା ରିପୋଟ.....
    1
    ଦାଦନ ଗଡ଼ରେ ମନରେଗାର ଆତ୍ମସାତ ବଡ଼ଡ଼କଲା... ଗୁର୍ଲଗୁଡା ରୁ ଦେଖିବା ରିପୋଟ.....
    user_ଆମ ଓଡିଶା ଖବର ଓଡିଶା
    ଆମ ଓଡିଶା ଖବର ଓଡିଶା
    Interior designer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.