Shuru
Apke Nagar Ki App…
ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ପୂର୍ବତନ ଭାରତୀୟ କପ୍ତାନ Sourav Gangulyଙ୍କ ବଡ଼ ମତାମତ 🏏 ଏବେର ଭାରତ-ପାକିସ୍ତାନ ମ୍ୟାଚ୍ ବଡ଼ ମ୍ୟାଚ୍ ନୁହେଁ, ଆଗରୁ ଯେମିତି ହୁଏଥିଲା ସେମିତି ରୋମାଞ୍ଚ ଓ ଚାପ ଏବେ ନାହିଁ,” ବୋଲି କହିଲେ ସୌରଭ ଗାଙ୍ଗୁଲୀ। ଆଗରୁ ଦୁଇ ଦଳର ମୁକାବିଲାରେ ଥିଲା ଅଲଗା ଉତ୍ସାହ ଓ ଚାପ, କିନ୍ତୁ ଏବେ ପରିସ୍ଥିତି ପରିବର୍ତ୍ତିତ ହୋଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି। #INDvsPAK #SouravGanguly #CricketNews #IndiaPakistan #BreakingNews
Mayurbhanj Live
ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ପୂର୍ବତନ ଭାରତୀୟ କପ୍ତାନ Sourav Gangulyଙ୍କ ବଡ଼ ମତାମତ 🏏 ଏବେର ଭାରତ-ପାକିସ୍ତାନ ମ୍ୟାଚ୍ ବଡ଼ ମ୍ୟାଚ୍ ନୁହେଁ, ଆଗରୁ ଯେମିତି ହୁଏଥିଲା ସେମିତି ରୋମାଞ୍ଚ ଓ ଚାପ ଏବେ ନାହିଁ,” ବୋଲି କହିଲେ ସୌରଭ ଗାଙ୍ଗୁଲୀ। ଆଗରୁ ଦୁଇ ଦଳର ମୁକାବିଲାରେ ଥିଲା ଅଲଗା ଉତ୍ସାହ ଓ ଚାପ, କିନ୍ତୁ ଏବେ ପରିସ୍ଥିତି ପରିବର୍ତ୍ତିତ ହୋଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି। #INDvsPAK #SouravGanguly #CricketNews #IndiaPakistan #BreakingNews
More news from ଓଡ଼ିଶା and nearby areas
- Post by Mayurbhanj Live1
- ପୁର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଯୁବ ପୀଢ଼ି କୁ ଦେଲେ ବଡ ଉପହାର ସେବା କଲେ ମିଳିବ ଶାନ୍ତି1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 15.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Rajib Behera3
- ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। #mahimatv # Basta #balasore #odisha1
- Post by Jitendra raj1
- ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଉଳା ପଂଚାୟତ ବାସୁଦେବପୁର ଗ୍ରାମର ପୂର୍ବତନ ମୁଖିଆ, ଲୋକମାନଙ୍କର ସୁଖ ଦୁଃଖର ସାଥୀ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବିଜୟ ବିଶ୍ୱାଳଙ୍କ ସ୍ମୃତିରେ ତାଙ୍କର ପାଞ୍ଚ ଜଣ ସୁଯୋଗ୍ୟ ସନ୍ତାନଙ୍କ ପ୍ରଚେଷ୍ଟା ତଥା ବାସୁଦେବପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଓ ମାର୍ଗଦର୍ଶନ ରେ 'ବିଜୟ ବିଶ୍ୱାଳ ସ୍ମୃତି ପରିଷଦ'ଗଠନ ହୋଇଅଛି। ଗଠିତ କମିଟିରେ ଆବାହକ ଭାବରେ ତାଙ୍କର ବଡ ପୁଅ ରାଜକିଶୋର ବିଶ୍ୱାଳ, ସଭାପତି ଭାବରେ ଦେଉଳା ପଂଚାୟତ ସରପଞ୍ଚ ସରୋଜ କୁମାର ପିଳା, ସାଧାରଣ ସମ୍ପାଦକ ଭାବରେ ଯୁବ ସମାଜସେବୀ ଗୋପାଳ କୃଷ୍ଣ ବିଶ୍ୱାଳ,ଉପ ସଭାପତି ଭାବରେ ଶ୍ରୀକାନ୍ତ ନାଥ,ସହ ସମ୍ପାଦକ ଭାବରେ ବସନ୍ତ ବାରିକ ଓ କୋଷାଧ୍ୟକ୍ଷ ଭାବରେ ମନ୍ମଥ କୁମାର ନାୟକ ସ୍ଥାନ ପାଇଛନ୍ତି। ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀ ବିଶ୍ୱାଳଙ୍କ ସାନ ଭାଇ ମନ୍ମଥ ବିଶ୍ୱାଳ, ସୁଶାନ୍ତ ବିଶ୍ୱାଳ ଓ ହରେକୃଷ୍ଣ ବିଶ୍ୱାଳ ଥିବା ବେଳେ ପରାମର୍ଶଦାତା କମିଟିରେ ଆଇନଜୀବୀ ଅର୍ଦ୍ଧେନ୍ଦୁ କୁମାର ବାରିକ, ଆଦର୍ଶ ଶିକ୍ଷକ ବଂଶୀଧର ଜେନା ଓ ପ୍ରଦୀପ କୁମାର ଦାସ ରହିଛନ୍ତି। ସେହିପରି ସ୍ଥାୟୀ ସଦସ୍ୟ ଭାବରେ ପ୍ରଫୁଲ୍ଲ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜଗନ୍ନାଥ ଦାସ,ବାଇଧର ରାଉତ, ମଧୁସୂଦନ ମହାନ୍ତି,ବ୍ରଜ କିଶୋର ବିଶ୍ୱାଳ,ରାଇ କିଶୋର ବିଶ୍ୱାଳ, ଦୁର୍ଗା ଶଙ୍କର ବିଶ୍ୱାଳ ଓ ପରମେଶ୍ୱର ବିଶ୍ୱାଳ ପ୍ରମୁଖ ସ୍ଥାନ ପାଇଛନ୍ତି। ଆଗାମୀ ଦିନରେ ସମାଜରେ ବିଭିନ୍ନ ଅବହେଳିତ, ନିଷ୍ପେସିତ,ରୁଗୁଣ, ଶାରୀରିକ ଅକ୍ଷମ ତଥା ସମାଜର ଉନ୍ନତି ଓ ପ୍ରଗତି ପାଇଁ ଏ ସ୍ମୃତି କମିଟି ସମର୍ପିତ ବୋଲି କମିଟିର କର୍ମକର୍ତ୍ତା ମାନେ ଦୃଢ଼ତାର ସହ ମତବ୍ୟକ୍ତ କରିଛନ୍ତି।1
- ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି ଚାଲୁଥିବା ‘ସୁଭଦ୍ରା’ ଯୋଜନା ଅଧୀନରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଚତୁର୍ଥ କିସ୍ତି ବଣ୍ଟନ କରାଯିବ। ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ। ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନକୁ ଆହୁରି ମଜବୁତ କରିବ।1