Shuru
Apke Nagar Ki App…
ନିଜକୁ ବ୍ୟାଙ୍କ ମ୍ୟାନେଜର କହି, ଠକିନେଲା ପଚାଶ ହଜାର ଟଙ୍କା ! ଓଡ଼ିଶାରେ ବଢ଼ିଲା ସାଇବର ଅପରାଧ | ନିଜକୁ ବ୍ୟାଙ୍କ ମ୍ୟାନେଜର କହି, ଠକିନେଲା ପଚାଶ ହଜାର ଟଙ୍କା ! ଓଡ଼ିଶାରେ ବଢ଼ିଲା ସାଇବର ଅପରାଧ | ଭୁବନ, ଢ଼େଙ୍କାନାଳ, ଓଡ଼ିଶା #Bhuban #Dhenkanal #Odisha
Nanda Kishor Naik

More news from Odisha and nearby areas
- ବୌଦ୍ଧର ବୁଟୁପାଲିସ୍ଥିତ ଶ୍ରୀରାଧା ମାଧବ ସେବାଶ୍ରମରେ ଏକ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ଲୋକମାନେ ଆୟୁର୍ବେଦିକ ପଦ୍ଧତିରେ ଚିକିତ୍ସା ସେବା ପାଇବେ। ଏହା ଅଞ୍ଚଳବାସୀଙ୍କୁ ପ୍ରାକୃତିକ ଉପାୟରେ ସୁସ୍ଥ ରହିବାରେ ସାହାଯ୍ୟ କରିବ।1
- Post by Banaja SAHOO samay Live news repoter1
- କଟକ ଚାନ୍ଦବାଲି ରାସ୍ତାର ଭାତପଡ଼ା ନିକଟରେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।1
- ଆଜିଠୁ ତାମିଲନାଡ଼ୁରେ ଟିଭିକେ-କଂଗ୍ରେସ ମେଣ୍ଟ ସରକାର ଶାସନ ଆରମ୍ଭ କରିଛି। ଟିଭିକେ ମୁଖ୍ୟ ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି, ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ।1
- ମୋହନ ମାଝୀ ଜଣେ ଅପାରଗ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଆଇନି ଶୃଙ୍ଖଳା ବିପର୍ଜସ୍ଥ ,ପ୍ରତିଦିନ ହତ୍ୟା ହେଉଛି:ସୁର1
- ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଦଳିତ ନେତା କାଳିଆ ଭୋଇଙ୍କ ଏକାଦଶୀ ପାଳନ କରାଯାଇଛି। ଜୟଦେବ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସ୍ମୃତିସଭା ପାଳନ କରିଛନ୍ତି।1
- କଟକରେ ଅପରେସନ ସିନ୍ଦୁରର ଏକବର୍ଷ ପୂର୍ତ୍ତି ସମର ଶିକ୍ଷାର୍ଥୀ ବାହିନୀ (NCC) ଛାତ୍ରମାନଙ୍କ ଦ୍ୱାରା ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।1
- Post by Banaja SAHOO samay Live news repoter1
- ସାଉଥରେ ସବୁ କଳାକାରକୁ ଭୋଟ ଦିଅନ୍ତି ତେଣୁ ବିଜୟକୁ ଭୋଟ ଦେଲେ,ଗୋଟିଏ ଯୁବ ମୁଖ୍ୟମନ୍ତ୍ରୀ ଭଲ କାମ କରିବେ:ସୁର1