Shuru
Apke Nagar Ki App…
ଆଜିଠୁ ତାମିଲନାଡ଼ୁରେ ଟିଭିକେ-କଂଗ୍ରେସ ସରକାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଭିକେ ମୁଖ୍ୟ ଥାଲାପତି ବିଜୟ ଏବଂ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। #tamilnadupolitics #follower #jahid .
ଯାଜପୁର ଖବର ପ୍ରସାରିତ
ଆଜିଠୁ ତାମିଲନାଡ଼ୁରେ ଟିଭିକେ-କଂଗ୍ରେସ ସରକାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଭିକେ ମୁଖ୍ୟ ଥାଲାପତି ବିଜୟ ଏବଂ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। #tamilnadupolitics #follower #jahid .
More news from ଓଡ଼ିଶା and nearby areas
- ଆଜିଠୁ ତାମିଲନାଡ଼ୁରେ ଟିଭିକେ-କଂଗ୍ରେସ ସରକାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଭିକେ ମୁଖ୍ୟ ଥାଲାପତି ବିଜୟ ଏବଂ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। #tamilnadupolitics #follower #jahid .1
- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କହିଲେ ଓଡିଶା କଥା :ପୂର୍ବତନ ବିଧାୟକ ଧର୍ମଶାଳା ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଲେ ଓଡିଶା କଥା, ଓଡିଶା ରେ ଆଇନ ଶୃଙ୍ଖଳା କୁ ନେଇ ଲୋକଙ୍କ ଆଗରେ ରଖିଲେ ବିପର୍ଯ୍ୟସ୍ତ ର କାହାଣୀ, ସେହିପରି ଯାଜପୁର ଜିଲାରେ ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ହେଉଥିବା ଆଇନ ବାଟବଣା ବିଷୟରେ ସଚେତନ କରି କହିଛନ୍ତି ଯେ ଚୁଲୀକୁ ଗଲାଣି ଆଇନ ଶୃଙ୍ଖଳା ।1
- ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I1
- କଟକ ଚାନ୍ଦବାଲି ରୋଡ ଭାତପଡା ଠାରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଚାରିଜଣ ଗୁରୁତର1
- ଭୁବନ ଏନଏସି ୱାର୍ଡ଼ - ୧୨ ରେ ଅସହାୟ ଗରିବ ବୃଦ୍ଧଙ୍କୁ ମିଳିନି ଏପର୍ଯ୍ୟନ୍ତ ଆବାସ ଗୃହ | ଭୁବନ ଏନଏସି ୱାର୍ଡ଼ - ୧୨ ରେ ଅସହାୟ ଗରିବ ବୃଦ୍ଧଙ୍କୁ ମିଳିନି ଏପର୍ଯ୍ୟନ୍ତ ଆବାସ ଗୃହ | ଏହା ସହ ଝିଅର ନାମକୁ ରାସନ୍ କାର୍ଡରେ ମଧ୍ଯ ଅନ୍ତର୍ଭୁକ୍ତ କରାଯାଇ ନାହିଁ | ସହିଦ୍ ବିର ବାଜି ରାଉତ ମାଟିରେ ଗରିବଙ୍କ ପାଖରେ ପହଞ୍ଚୁନାହିଁ ସରକାରୀ ସହାୟତା | ପ୍ରଶାସନ ଏ ଦିଗରେ କେତେ ତତ୍ପର ? କେବେ ମିଳିବ ଏ ଅସହାୟକୁ ସରକାରି ସୁବିଧା ? କାହିଁକି ଏ ପର୍ଯ୍ୟନ୍ତ ବୃଦ୍ଧଙ୍କୁ ଦିଆଯାଇ ନାହିଁ ପକ୍କାଘର ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି | ଭୁବନ ଏନଏସି, ଢ଼େଙ୍କାନାଳ, ଓଡ଼ିଶା #BhubanNAC #Dhenkanal #Odisha1
- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲରେ ଶିଶୁ ସୁରକ୍ଷା ଦେବା ମୂଳ ଲକ୍ଷ୍ୟ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବାକୁ ପ୍ରୟାସ କରାଯାଉଛି।1
- ବୌଦ୍ଧ,ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ ବୌଦ୍ଧ,ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ #LatestNews #UpdateNews #apanankakhabara #news #OdishaNews #Odisha1
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଧାୟକ ହିମାଂଶୁ ଶେଖର ସାହୁ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କୁମାରୀ ଅଞ୍ଚଳର ପବିତ୍ର ଲକ୍ଷ୍ମୀ ମଣ୍ଡପର ଉନ୍ନତିକରଣ, ପ୍ରଭୁ ଗୋକର୍ଣ୍ଣେଶ୍ୱର ମନ୍ଦିର ଓ ଭାଲୁଖାଇ ଜଗନ୍ନାଥ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଏବଂ ଯାତ୍ରୀନିବାସ ପ୍ରକଳ୍ପ ଏଥିରେ ସାମିଲ ଅଛି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳବାସୀଙ୍କ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନକୁ ସୁଦୃଢ଼ କରିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।1