Shuru
Apke Nagar Ki App…
ଭୁବନ ଏନଏସି ୱାର୍ଡ଼ - ୧୨ ରେ ଅସହାୟ ଗରିବ ବୃଦ୍ଧଙ୍କୁ ମିଳିନି ଏପର୍ଯ୍ୟନ୍ତ ଆବାସ ଗୃହ | ଭୁବନ ଏନଏସି ୱାର୍ଡ଼ - ୧୨ ରେ ଅସହାୟ ଗରିବ ବୃଦ୍ଧଙ୍କୁ ମିଳିନି ଏପର୍ଯ୍ୟନ୍ତ ଆବାସ ଗୃହ | ଏହା ସହ ଝିଅର ନାମକୁ ରାସନ୍ କାର୍ଡରେ ମଧ୍ଯ ଅନ୍ତର୍ଭୁକ୍ତ କରାଯାଇ ନାହିଁ | ସହିଦ୍ ବିର ବାଜି ରାଉତ ମାଟିରେ ଗରିବଙ୍କ ପାଖରେ ପହଞ୍ଚୁନାହିଁ ସରକାରୀ ସହାୟତା | ପ୍ରଶାସନ ଏ ଦିଗରେ କେତେ ତତ୍ପର ? କେବେ ମିଳିବ ଏ ଅସହାୟକୁ ସରକାରି ସୁବିଧା ? କାହିଁକି ଏ ପର୍ଯ୍ୟନ୍ତ ବୃଦ୍ଧଙ୍କୁ ଦିଆଯାଇ ନାହିଁ ପକ୍କାଘର ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି | ଭୁବନ ଏନଏସି, ଢ଼େଙ୍କାନାଳ, ଓଡ଼ିଶା #BhubanNAC #Dhenkanal #Odisha
Nanda Kishor Naik
ଭୁବନ ଏନଏସି ୱାର୍ଡ଼ - ୧୨ ରେ ଅସହାୟ ଗରିବ ବୃଦ୍ଧଙ୍କୁ ମିଳିନି ଏପର୍ଯ୍ୟନ୍ତ ଆବାସ ଗୃହ | ଭୁବନ ଏନଏସି ୱାର୍ଡ଼ - ୧୨ ରେ ଅସହାୟ ଗରିବ ବୃଦ୍ଧଙ୍କୁ ମିଳିନି ଏପର୍ଯ୍ୟନ୍ତ ଆବାସ ଗୃହ | ଏହା ସହ ଝିଅର ନାମକୁ ରାସନ୍ କାର୍ଡରେ ମଧ୍ଯ ଅନ୍ତର୍ଭୁକ୍ତ କରାଯାଇ ନାହିଁ | ସହିଦ୍ ବିର ବାଜି ରାଉତ ମାଟିରେ ଗରିବଙ୍କ ପାଖରେ ପହଞ୍ଚୁନାହିଁ ସରକାରୀ ସହାୟତା | ପ୍ରଶାସନ ଏ ଦିଗରେ କେତେ ତତ୍ପର ? କେବେ ମିଳିବ ଏ ଅସହାୟକୁ ସରକାରି ସୁବିଧା ? କାହିଁକି ଏ ପର୍ଯ୍ୟନ୍ତ ବୃଦ୍ଧଙ୍କୁ ଦିଆଯାଇ ନାହିଁ ପକ୍କାଘର ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି | ଭୁବନ ଏନଏସି, ଢ଼େଙ୍କାନାଳ, ଓଡ଼ିଶା #BhubanNAC #Dhenkanal #Odisha
More news from ଓଡ଼ିଶା and nearby areas
- ଭୁବନ ଏନଏସି ୱାର୍ଡ଼ - ୧୨ ରେ ଅସହାୟ ଗରିବ ବୃଦ୍ଧଙ୍କୁ ମିଳିନି ଏପର୍ଯ୍ୟନ୍ତ ଆବାସ ଗୃହ | ଭୁବନ ଏନଏସି ୱାର୍ଡ଼ - ୧୨ ରେ ଅସହାୟ ଗରିବ ବୃଦ୍ଧଙ୍କୁ ମିଳିନି ଏପର୍ଯ୍ୟନ୍ତ ଆବାସ ଗୃହ | ଏହା ସହ ଝିଅର ନାମକୁ ରାସନ୍ କାର୍ଡରେ ମଧ୍ଯ ଅନ୍ତର୍ଭୁକ୍ତ କରାଯାଇ ନାହିଁ | ସହିଦ୍ ବିର ବାଜି ରାଉତ ମାଟିରେ ଗରିବଙ୍କ ପାଖରେ ପହଞ୍ଚୁନାହିଁ ସରକାରୀ ସହାୟତା | ପ୍ରଶାସନ ଏ ଦିଗରେ କେତେ ତତ୍ପର ? କେବେ ମିଳିବ ଏ ଅସହାୟକୁ ସରକାରି ସୁବିଧା ? କାହିଁକି ଏ ପର୍ଯ୍ୟନ୍ତ ବୃଦ୍ଧଙ୍କୁ ଦିଆଯାଇ ନାହିଁ ପକ୍କାଘର ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି | ଭୁବନ ଏନଏସି, ଢ଼େଙ୍କାନାଳ, ଓଡ଼ିଶା #BhubanNAC #Dhenkanal #Odisha1
- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କହିଲେ ଓଡିଶା କଥା :ପୂର୍ବତନ ବିଧାୟକ ଧର୍ମଶାଳା ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଲେ ଓଡିଶା କଥା, ଓଡିଶା ରେ ଆଇନ ଶୃଙ୍ଖଳା କୁ ନେଇ ଲୋକଙ୍କ ଆଗରେ ରଖିଲେ ବିପର୍ଯ୍ୟସ୍ତ ର କାହାଣୀ, ସେହିପରି ଯାଜପୁର ଜିଲାରେ ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ହେଉଥିବା ଆଇନ ବାଟବଣା ବିଷୟରେ ସଚେତନ କରି କହିଛନ୍ତି ଯେ ଚୁଲୀକୁ ଗଲାଣି ଆଇନ ଶୃଙ୍ଖଳା ।1
- ଢେଙ୍କାନାଳରେ ୧୦୦ ଫୁଟ ଉଚ୍ଚ ଟାୱାର ଉପରୁ ୧୬ ଘଣ୍ଟା ପରେ ପୋଲିସ କର୍ମଚାରୀ ରୁଦ୍ରନାରାୟଣ ଦାସଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ବେଳକୁ ସେ ଅଚେତ ଥିଲେ ଏବଂ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରଶାସନ ତାଙ୍କ ଚାକିରୀ ପୁନଃ ନିଯୁକ୍ତି ଓ ମାଆଙ୍କ ଚିକିତ୍ସା ନେଇ ପ୍ରତିଶ୍ରୁତି ଦେଇଛି।1
- ଓଡ଼ିଶାରେ ବିଜେପିର ଗୁଣ୍ଡାରାଜକୁ ନେଇ ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ଉଠିଛି। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କ ସମସ୍ୟା କିଏ ଶୁଣିବ ବୋଲି ପ୍ରଶ୍ନ ଉଠିଛି।1
- ବୌଦ୍ଧ,ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ ବୌଦ୍ଧ,ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ #LatestNews #UpdateNews #apanankakhabara #news #OdishaNews #Odisha1
- ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ? ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି କଟକ ମଧୁପାଟଣା ଥାନା ଅଞ୍ଚଳରେ ନିର୍ଧୁମ ଖରାରେ ୬ତାଲା ଉପରେ ବିପଦସଙ୍କୁଳ ଅବସ୍ଥାରେ ବିନା କୌଣସି ସୁରକ୍ଷା ବଳୟରେ ଶ୍ରମିକ ଢ଼ଳେଇ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ?1
- କଟକ ଚାନ୍ଦବାଲି ରୋଡ ଭାତପଡା ଠାରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଚାରିଜଣ ଗୁରୁତର1
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଧାୟକ ହିମାଂଶୁ ଶେଖର ସାହୁ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କୁମାରୀ ଅଞ୍ଚଳର ପବିତ୍ର ଲକ୍ଷ୍ମୀ ମଣ୍ଡପର ଉନ୍ନତିକରଣ, ପ୍ରଭୁ ଗୋକର୍ଣ୍ଣେଶ୍ୱର ମନ୍ଦିର ଓ ଭାଲୁଖାଇ ଜଗନ୍ନାଥ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଏବଂ ଯାତ୍ରୀନିବାସ ପ୍ରକଳ୍ପ ଏଥିରେ ସାମିଲ ଅଛି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳବାସୀଙ୍କ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନକୁ ସୁଦୃଢ଼ କରିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।1