logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କହିଲେ ଓଡିଶା କଥା :ପୂର୍ବତନ ବିଧାୟକ ଧର୍ମଶାଳା ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଲେ ଓଡିଶା କଥା, ଓଡିଶା ରେ ଆଇନ ଶୃଙ୍ଖଳା କୁ ନେଇ ଲୋକଙ୍କ ଆଗରେ ରଖିଲେ ବିପର୍ଯ୍ୟସ୍ତ ର କାହାଣୀ, ସେହିପରି ଯାଜପୁର ଜିଲାରେ ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ହେଉଥିବା ଆଇନ ବାଟବଣା ବିଷୟରେ ସଚେତନ କରି କହିଛନ୍ତି ଯେ ଚୁଲୀକୁ ଗଲାଣି ଆଇନ ଶୃଙ୍ଖଳା ।

3 hrs ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
3 hrs ago

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କହିଲେ ଓଡିଶା କଥା :ପୂର୍ବତନ ବିଧାୟକ ଧର୍ମଶାଳା ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଲେ ଓଡିଶା କଥା, ଓଡିଶା ରେ ଆଇନ ଶୃଙ୍ଖଳା କୁ ନେଇ ଲୋକଙ୍କ ଆଗରେ ରଖିଲେ ବିପର୍ଯ୍ୟସ୍ତ ର କାହାଣୀ, ସେହିପରି ଯାଜପୁର ଜିଲାରେ ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ହେଉଥିବା ଆଇନ ବାଟବଣା ବିଷୟରେ ସଚେତନ କରି କହିଛନ୍ତି ଯେ ଚୁଲୀକୁ ଗଲାଣି ଆଇନ ଶୃଙ୍ଖଳା ।

More news from ଓଡ଼ିଶା and nearby areas
  • ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କହିଲେ ଓଡିଶା କଥା :ପୂର୍ବତନ ବିଧାୟକ ଧର୍ମଶାଳା ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଲେ ଓଡିଶା କଥା, ଓଡିଶା ରେ ଆଇନ ଶୃଙ୍ଖଳା କୁ ନେଇ ଲୋକଙ୍କ ଆଗରେ ରଖିଲେ ବିପର୍ଯ୍ୟସ୍ତ ର କାହାଣୀ, ସେହିପରି ଯାଜପୁର ଜିଲାରେ ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ହେଉଥିବା ଆଇନ ବାଟବଣା ବିଷୟରେ ସଚେତନ କରି କହିଛନ୍ତି ଯେ ଚୁଲୀକୁ ଗଲାଣି ଆଇନ ଶୃଙ୍ଖଳା ।
    1
    ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କହିଲେ ଓଡିଶା କଥା :ପୂର୍ବତନ ବିଧାୟକ ଧର୍ମଶାଳା 
ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଲେ ଓଡିଶା କଥା, ଓଡିଶା ରେ ଆଇନ ଶୃଙ୍ଖଳା କୁ ନେଇ ଲୋକଙ୍କ ଆଗରେ ରଖିଲେ ବିପର୍ଯ୍ୟସ୍ତ ର କାହାଣୀ, ସେହିପରି ଯାଜପୁର ଜିଲାରେ ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ହେଉଥିବା ଆଇନ ବାଟବଣା ବିଷୟରେ ସଚେତନ କରି କହିଛନ୍ତି ଯେ ଚୁଲୀକୁ ଗଲାଣି ଆଇନ ଶୃଙ୍ଖଳା ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    3 hrs ago
  • ଆଜିଠୁ ତାମିଲନାଡ଼ୁରେ ଟିଭିକେ-କଂଗ୍ରେସ ମେଣ୍ଟ ସରକାର ଶାସନ ଆରମ୍ଭ କରିଛି। ଟିଭିକେ ମୁଖ୍ୟ ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି, ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ।
    1
    ଆଜିଠୁ ତାମିଲନାଡ଼ୁରେ ଟିଭିକେ-କଂଗ୍ରେସ ମେଣ୍ଟ ସରକାର ଶାସନ ଆରମ୍ଭ କରିଛି। ଟିଭିକେ ମୁଖ୍ୟ ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି, ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    6 hrs ago
  • କଟକ ଚାନ୍ଦବାଲି ରାସ୍ତାର ଭାତପଡ଼ା ନିକଟରେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।
    1
    କଟକ ଚାନ୍ଦବାଲି ରାସ୍ତାର ଭାତପଡ଼ା ନିକଟରେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    6 hrs ago
  • ଢ଼େଙ୍କାନାଳର ଭୁବନ ଏନଏସିରେ ଜଣେ ଅସହାୟ ବୃଦ୍ଧଙ୍କୁ ଏପର୍ଯ୍ୟନ୍ତ ଆବାସ ଗୃହ ମିଳିନାହିଁ। ତାଙ୍କ ଝିଅର ନାମ ମଧ୍ୟ ରାସନ କାର୍ଡରେ ସାମିଲ ହୋଇନାହିଁ, ଯାହାକୁ ନେଇ ସରକାରୀ ସହାୟତା ପହଞ୍ଚିବା ଉପରେ ପ୍ରଶ୍ନ ଉଠିଛି।
    1
    ଢ଼େଙ୍କାନାଳର ଭୁବନ ଏନଏସିରେ ଜଣେ ଅସହାୟ ବୃଦ୍ଧଙ୍କୁ ଏପର୍ଯ୍ୟନ୍ତ ଆବାସ ଗୃହ ମିଳିନାହିଁ। ତାଙ୍କ ଝିଅର ନାମ ମଧ୍ୟ ରାସନ କାର୍ଡରେ ସାମିଲ ହୋଇନାହିଁ, ଯାହାକୁ ନେଇ ସରକାରୀ ସହାୟତା ପହଞ୍ଚିବା ଉପରେ ପ୍ରଶ୍ନ ଉଠିଛି।
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • ବୌଦ୍ଧ,ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ ବୌଦ୍ଧ,ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ #LatestNews #UpdateNews #apanankakhabara #news #OdishaNews #Odisha
    1
    ବୌଦ୍ଧ,ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ
ବୌଦ୍ଧ,ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ #LatestNews #UpdateNews #apanankakhabara #news #OdishaNews #Odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    3 hrs ago
  • ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ? ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି କଟକ ମଧୁପାଟଣା ଥାନା ଅଞ୍ଚଳରେ ନିର୍ଧୁମ ଖରାରେ ୬ତାଲା ଉପରେ ବିପଦସଙ୍କୁଳ ଅବସ୍ଥାରେ ବିନା କୌଣସି ସୁରକ୍ଷା ବଳୟରେ ଶ୍ରମିକ ଢ଼ଳେଇ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ?
    1
    ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ?
ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି କଟକ ମଧୁପାଟଣା ଥାନା ଅଞ୍ଚଳରେ ନିର୍ଧୁମ ଖରାରେ ୬ତାଲା ଉପରେ ବିପଦସଙ୍କୁଳ ଅବସ୍ଥାରେ ବିନା କୌଣସି ସୁରକ୍ଷା ବଳୟରେ ଶ୍ରମିକ ଢ଼ଳେଇ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ?
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    5 hrs ago
  • କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ପବିତ୍ର ଅବସରରେ ଦୂରଦୂରାନ୍ତରୁ ବହୁ ସାଧୁସନ୍ଥ ଓ ଭକ୍ତଙ୍କ ସମାଗମ ହୋଇଥିଲା ଏବଂ ସେମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମଠର ପ୍ରସିଦ୍ଧ କାଞ୍ଜିପାଣି ନୀତି ମଧ୍ୟ ପାଳନ କରାଯାଇଥିଲା।
    1
    କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ପବିତ୍ର ଅବସରରେ ଦୂରଦୂରାନ୍ତରୁ ବହୁ ସାଧୁସନ୍ଥ ଓ ଭକ୍ତଙ୍କ ସମାଗମ ହୋଇଥିଲା ଏବଂ ସେମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମଠର ପ୍ରସିଦ୍ଧ କାଞ୍ଜିପାଣି ନୀତି ମଧ୍ୟ ପାଳନ କରାଯାଇଥିଲା।
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    7 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଧାୟକ ହିମାଂଶୁ ଶେଖର ସାହୁ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କୁମାରୀ ଅଞ୍ଚଳର ପବିତ୍ର ଲକ୍ଷ୍ମୀ ମଣ୍ଡପର ଉନ୍ନତିକରଣ, ପ୍ରଭୁ ଗୋକର୍ଣ୍ଣେଶ୍ୱର ମନ୍ଦିର ଓ ଭାଲୁଖାଇ ଜଗନ୍ନାଥ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଏବଂ ଯାତ୍ରୀନିବାସ ପ୍ରକଳ୍ପ ଏଥିରେ ସାମିଲ ଅଛି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳବାସୀଙ୍କ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନକୁ ସୁଦୃଢ଼ କରିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଧାୟକ ହିମାଂଶୁ ଶେଖର ସାହୁ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କୁମାରୀ ଅଞ୍ଚଳର ପବିତ୍ର ଲକ୍ଷ୍ମୀ ମଣ୍ଡପର ଉନ୍ନତିକରଣ, ପ୍ରଭୁ ଗୋକର୍ଣ୍ଣେଶ୍ୱର ମନ୍ଦିର ଓ ଭାଲୁଖାଇ ଜଗନ୍ନାଥ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଏବଂ ଯାତ୍ରୀନିବାସ ପ୍ରକଳ୍ପ ଏଥିରେ ସାମିଲ ଅଛି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳବାସୀଙ୍କ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନକୁ ସୁଦୃଢ଼ କରିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.