ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I

- ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I1
- ଭୁବନେଶ୍ୱର ସ୍ଥିତ ହୋଟେଲ ବେଲ୍ ଫୋର୍ଡରେ ସ୍ବାସ୍ଥ୍ୟ ଓ ସ୍ବରୋଜଗାର କର୍ମଶାଳା ମୋଦି କେୟାର କମ୍ପାନୀ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ସ୍ବରୋଜଗାର କର୍ମଶାଳା ଭୁବନେଶ୍ୱର ସ୍ଥିତ ହୋଟେଲ ବେଲ୍ ଫୋର୍ଡରେ ଅନୁଷ୍ଠିତ ହୋଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା ଓ ପୁରୁଷ ଏଥିରେ ଅଂଶଗ୍ରହଣ କରି ନିଜସ୍ଵ ମତ ରଖିଥିଲେ। ଆଇଟି ସେକ୍ଟର, କର୍ପୋରେସନ, ଶିକ୍ଷା, ସ୍ବାସ୍ଥ୍ୟ ଓ ଆରକ୍ଷୀ ବିଭାଗରେ ନିଯୁକ୍ତି ପାଇ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ମାନର ସହ ଅଧିକ ଆୟ ନିମନ୍ତେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ତପନ କୁମାର ଦାସ,ବୀର କିଶୋର ନାୟକ, ବିରଞ୍ଚି ନାରାୟଣ ରଥ, ଶ୍ରୀପତି ସେଠୀ ପ୍ରମୁଖ ଯୋଗଦେଇ ଦୀର୍ଘ ଦିନର ଅଭିଜ୍ଞତା ଓ ନିଜର କର୍ମମୟ ଜୀବନର ସଫଳତା ସଂପର୍କରେ ମତ ରଖିଥିଲେ। ଏହି ଅବସରରେ ସଫଳ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।1
- କଟକ ଚାନ୍ଦବାଲି ରୋଡ ଭାତପଡା ଠାରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଚାରିଜଣ ଗୁରୁତର1
- ଓଡ଼ିଶା ଉପକୂଳରେ ମାଛଧରା ଆଳରେ ଜାହାଜରୁ ହଜାର ହଜାର ଲିଟର ଡିଜେଲ ଚୋରି କରୁଥିବା ଏକ ରାକେଟକୁ ମେରାଇନ ପୋଲିସ ଧରିଛି। ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀମାନେ ଏଥିରେ ସଂପୃକ୍ତ ଥିଲେ ଏବଂ ସମୁଦ୍ର ମଝିରେ ଏହି ତସ୍କରୀ ଚାଲିଥିଲା। ବର୍ତ୍ତମାନ ପୋଲିସ ଏହି ଗ୍ୟାଙ୍ଗର ମୁଖ୍ୟ କିଙ୍ଗପିନକୁ ଖୋଜୁଛି।1
- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲରେ ଶିଶୁ ସୁରକ୍ଷା ଦେବା ମୂଳ ଲକ୍ଷ୍ୟ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବାକୁ ପ୍ରୟାସ କରାଯାଉଛି।1
- ଆଜିଠୁ ତାମିଲନାଡ଼ୁରେ ଟିଭିକେ-କଂଗ୍ରେସ ସରକାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଭିକେ ମୁଖ୍ୟ ଥାଲାପତି ବିଜୟ ଏବଂ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। #tamilnadupolitics #follower #jahid .1
- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କହିଲେ ଓଡିଶା କଥା :ପୂର୍ବତନ ବିଧାୟକ ଧର୍ମଶାଳା ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଲେ ଓଡିଶା କଥା, ଓଡିଶା ରେ ଆଇନ ଶୃଙ୍ଖଳା କୁ ନେଇ ଲୋକଙ୍କ ଆଗରେ ରଖିଲେ ବିପର୍ଯ୍ୟସ୍ତ ର କାହାଣୀ, ସେହିପରି ଯାଜପୁର ଜିଲାରେ ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ହେଉଥିବା ଆଇନ ବାଟବଣା ବିଷୟରେ ସଚେତନ କରି କହିଛନ୍ତି ଯେ ଚୁଲୀକୁ ଗଲାଣି ଆଇନ ଶୃଙ୍ଖଳା ।1
- କଟକ ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି। ଏହି କାରଣରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।1