Shuru
Apke Nagar Ki App…
ଏନ. ଟି. ପି. ସି. ତାଳଚେର ଥର୍ମାଲ ର ନୂତନ (୬୬୦×୨) ମେଗା ୱାଟ l
Asarar Ali
ଏନ. ଟି. ପି. ସି. ତାଳଚେର ଥର୍ମାଲ ର ନୂତନ (୬୬୦×୨) ମେଗା ୱାଟ l
More news from Bantala and nearby areas
- ସଚେତନତା ରଥ, ବନ୍ତଳା ନୋଡାଲ ୟୁ ପି ସ୍କୁଲ1
- କଣିହାଁ ତହସିଲଦାର ଓ ବଜ୍ରକୋଟ ଆର୍.ଆଇ ବିନା ନୋଟିସରେ ଧମକ ଦେବାରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା1
- ସାପୁଆ ଠାରେ AoRa ତରଫରୁ ହିନ୍ଦୋଳ ସାମ୍ବାଦିକ ସଙ୍ଘ ଗଠିତ1
- ଢେଙ୍କାନାଳରେ ‘ବଜରଙ୍ଗ କ୍ଲବ’ ପକ୍ଷରୁ ଆୟୋଜିତ ଢେଙ୍କାନାଳ ଉତ୍ସବ “ଆଗ୍ନେୟ- ୨୦୨୫”ରେ ଯୋଗଦେଇ ବିଭିନ୍ନ କ୍ଷେତ୍ରର ଲବ୍ଧ ପ୍ରତିଷ୍ଠିତ କଳାକାର ଓ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବାର ସୌଭାଗ୍ୟ ଲାଭ କଲି । ରକ୍ତଦାନ ଶିବିର ଓ ସାମାଜିକ ସେବା କ୍ଷେତ୍ରରେ ବଜରଙ୍ଗ କ୍ଲବର କାର୍ଯ୍ୟ ପ୍ରଂଶସନୀୟ । କଳା, ସଂସ୍କୃତି ଏବଂ ସମାଜସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଏହି କ୍ଲବ ପକ୍ଷରୁ ଆଜିର ଉତ୍ସବ ଆୟୋଜନ ସହ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବାର ପରମ୍ପରା ସ୍ୱାଗତଯୋଗ୍ୟ ପଦକ୍ଷେପ। ଢେଙ୍କାନାଳ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ପଟ୍ଟନାୟକ, ‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସ, ମହେଶ ଚନ୍ଦ୍ର ସୁବାହୁ ସିଂ, ଶହୀଦ ବାଜି ରାଉତ ଏବଂ ମୂଷା ମଲିକଙ୍କ ପରି ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ମାଟି । ସ୍ୱର୍ଗତ ନନ୍ଦିନୀ ଶତପଥୀ ଦେଶ ପାଇଁ ଗୌରବ ଆଣିଛନ୍ତି । କାମାକ୍ଷା ପ୍ରସାଦ ସିଂହଦେଓ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ଲୋକମାନଙ୍କ ପରିଶ୍ରମ, ଅବଦାନ ଓ ଦାୟିତ୍ୱ କାରଣରୁ ଏହି ଜିଲ୍ଲା କ୍ରମାଗତ ଭାବରେ ସମ୍ପନ୍ନ ହେଉଛି । ଢେଙ୍କାନାଳ ମିନି ଷ୍ଟାଡିୟମ ସମଗ୍ର ଜିଲ୍ଲାରେ ଖେଳର ଏନ୍ତୁଡିଶାଳ ହୋଇଛି । ଢେଙ୍କାନାଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଖେଳର ବାତାବରଣ ତିଆରି କରାଯିବା ସହ ଶିଳ୍ପାୟନର ବିକାଶ ହେଉ । ମିଳିମିଶି ଢେଙ୍କାନାଳକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା । ଲୋକମାନଙ୍କ ସେବା କରି ଜିଲ୍ଲାରେ ଆର୍ଥିକ ସମ୍ପନ୍ନତା ଆଣିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ।1