Shuru
Apke Nagar Ki App…
560 ଲିଟର ଦେଶୀ ମଦ ଜବତ କଲା ତିଗିରିଆ ପୋଲିସ II TIGIRIA POLICE II LIQUOR II
Jaganpadhi
560 ଲିଟର ଦେଶୀ ମଦ ଜବତ କଲା ତିଗିରିଆ ପୋଲିସ II TIGIRIA POLICE II LIQUOR II
More news from Dhenkanal and nearby areas
- #ସନ୍ଧ୍ୟା_ହେଲେ_ବଢୁଛି_ମଦ୍ୟପଙ୍କ_ଦୌରାତ୍ମ୍ୟ #ଟର୍ଚ୍ଚ_ଆଲୁଅରେ_ଶବଦାହ ଢେଙ୍କାନାଳ ଜୁବୁଲିଟାଉନ ମଶାଣିର ଦୃଶ୍ୟ ,ଉନ୍ନତିକରଣ ପାଇଁ ଖର୍ଚ୍ଚ ହୋଇଛି ଦେଢ଼ କୋଟି । ହୋଇନି ଆଲୋକିକରଣ,ନା ଅଛି ପାଣିର ବ୍ୟବସ୍ଥା1
- ଢେଙ୍କାନାଳ ପୈାରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଢେଙ୍କାନାଳ ପୌରପାଳିକା କାର୍ଯ୍ୟାଳୟ ଠାରେ ପୌରଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପତାକା ଉତ୍ତୋଳନ କରିବା ସହ ପୌରପାଳିକା ର ସମସ୍ତ ଜନସାଧାରଣ ଓ କର୍ମଚାରୀ ମାନକୁ ପଲିଥିନ ମୁକ୍ତ ସ୍ବଚ୍ଛ ଢେଙ୍କାନାଳ ଗଢିବାରେ ସାହାଯ୍ୟ କରିବାପାଇଁ ବାର୍ତ୍ତା ରଖିଥିଲେ। ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୈାର ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ,ପୈାର ଯନ୍ତ୍ରୀ ରଶ୍ମିତା ମିଶ୍ର, , ସମସ୍ତ କାଉନସିଲର , ପୈାରପାଳିକା କର୍ମଚାରୀମାନେ ଉପସ୍ଥିତ ରହି ଏହି ସ୍ୱାୟତ୍ତ ଶାସନ ଦିବସକୁ ଆଡ଼ମ୍ବର ସହ ପାଳନ କରିଥିଲେ। ରିପୋର୍ଟ : ଶୁଭମ୍ ପାଣି , ଢେ଼ଙ୍କାନାଳ1
- ସବୁଜ ଢେଙ୍କାନାଳରୁ ହଜିଯାଉଛି ସବୁଜିମା । ବିଷବଳୟ ପାଲଟୁଛି ବାୟୁମଣ୍ଡଳ । ରାଜପଥ କଡ଼ରେ ଶିଳ୍ପ ସଂସ୍ଥା ବଢାଉଛି ଚିନ୍ତା । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଢେଙ୍କାନାଳ ହରିପୁର ଗାଁ ଲୋକେ ।1
- ସ୍ବାୟତ ଶାସନ ଦିବସ ଢେଙ୍କାନାଳ ପୈାରପାଳିକା ପକ୍ଷରୁ ପାଳିତ। ଢେଙ୍କାନାଳ ପୈାରପାଳିକା ପକ୍ଷରୁ ନିଖିଳ ଓଡ଼ିଶା ସ୍ବାୟତ ଶାସନ ଦିବସ ଅବସରରେ ଢେଙ୍କାନାଳ ପୌରପାଳିକା କାର୍ଯ୍ୟାଳୟ ଠାରେ ପୈାର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପତାକା ଉତ୍ତୋଳନ କରିବା ସହ ପୌରପାଳିକା ର ସମସ୍ତ ଜନସାଧାରଣ ଓ କର୍ମଚାରୀ ମାନକୁ ପଲିଥିନ ମୁକ୍ତ ସ୍ବଚ୍ଛ ଢେଙ୍କାନାଳ ଗଢିବାରେ ସାହାଯ୍ୟ କରିବାପାଇଁ ବାର୍ତ୍ତା ରଖିଥିଲେ। ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୈାର ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ,ପୈାର ଯନ୍ତ୍ରୀ ରଶ୍ମିତା ମିଶ୍ର, , ସମସ୍ତ କାଉନସିଲର ଭାଇଭଉଣୀ, ସମସ୍ତ ପୈାରପାଳିକା କର୍ମଚାରୀମାନେ ଉପସ୍ଥିତ ରହି ଏହି ନିଖିଳ ଓଡ଼ିଶା ସ୍ବାୟତ ଶାସନ ଦିବସକୁ ଆଡ଼ମ୍ବର ସହକାରେ ପାଳନ କରିଥିଲେ।1
- ଶୁଭରାତ୍ରି ଜୟ ଜଗନ୍ନାଥ ପ୍ରୀୟ ଢେଙ୍କାନାଳ ବାଶି1
- #ସାପ_ନେଲେଣି_୧୭୫_ଜୀବନ ଢେଙ୍କାନାଳରେ ଚିନ୍ତା ବଢାଇଲାଣି ସର୍ପଘାତ ଜନିତ ମୃତ୍ୟୁସଂଖ୍ୟା । ପାଞ୍ଚ ବର୍ଷରେ ଗଲାଣି ୧୭୫ ଜୀବନ । ବିଷାକ୍ତ ସାପଙ୍କ ହଟସ୍ପଟ ପାଲଟିଛି ଢେଙ୍କାନାଳ । ଗଁଦିଆ ତହସିଲ ଅଞ୍ଚଳରେ ସର୍ପଘାତରେ ଯାଇଛି ସର୍ବାଧିକ ଜୀବନ1
- ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳ ପୌରପାଳିକା ବିଭିନ୍ନ ୱାର୍ଡରେ ବିକାଶମୂଳକ କାର୍ଯ୍ଯକ୍ରମରେ ଯୋଗ ଦେବା ସହ ଶିଳାନ୍ୟାସ ଓ ଉଦ୍ଘାଟନ କରାଗଲା।1
- 560 ଲିଟର ଦେଶୀ ମଦ ଜବତ କଲା ତିଗିରିଆ ପୋଲିସ II TIGIRIA POLICE II LIQUOR II1