Shuru
Apke Nagar Ki App…
ବଡ଼ ଦେଉଳରେ ବସିଛୁ ଜଗା ରେ ପାଉ ରାଜା ର ସୁଖ ଭଙ୍ଗା କୁଡ଼ିଆ ରେ ରଖି ମତେ କାହିଁରେ ଦଉ ଯାତନା ଦୁଃଖ ⭕❗⭕🙏
Rajesh Samantaray
ବଡ଼ ଦେଉଳରେ ବସିଛୁ ଜଗା ରେ ପାଉ ରାଜା ର ସୁଖ ଭଙ୍ଗା କୁଡ଼ିଆ ରେ ରଖି ମତେ କାହିଁରେ ଦଉ ଯାତନା ଦୁଃଖ ⭕❗⭕🙏
More news from ଓଡ଼ିଶା and nearby areas
- ଜୟ ଜୟ ବଳଭଦ୍ର ହେ ବଡ଼ ବାଡ ଠାକୁର,ଭାଇ ଭଉଣୀ ଙ୍କ ସାଥିରେ ତୁମ ନୀଳା ଅପାର ⭕❗⭕🙏1
- ରକ୍ଷାବନ୍ଧନ ଉତ୍ସବ ପୁରୀ ଆଜି ତା୨୭.୦୮.୨୦୨୬ ରିଖ (ଗୁରୁବାର) ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧମିକ ବିଦ୍ୟାଳୟ, ଘୋଡ଼ାବଜାର, ପୁରୀ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଦ୍ୟାଳୟ (୨୦୦୮ ମସିହା)ର ପୂର୍ବତନ ସମ୍ପାଦକ ଦାୟିତ୍ଵ ମଣ୍ଡନ କରିଥିବା ମାନନୀୟ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାଶ( ଅବସର ପ୍ରାପ୍ତ ବିଶ୍ଵମ୍ବର ବିଦ୍ୟାପୀଠ, ପୁରୀର ବରିଷ୍ଠ ସଂସ୍କୃତ ଆଚାର୍ଯ୍ୟ), ସଦ୍ଭାବନାର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ ବରିଷ୍ଠ ସ୍ୱୟଂ ସେବକ ଶ୍ରୀଯୁକ୍ତ ରାଜକିଶୋର ସାହୁଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ସେ କହିଥିଲେ ଆମ ଓଡ଼ିଆ ସଂସ୍କୃତି ପରମ୍ପରା ଏକତା ରଜୁରେ ବାନ୍ଧି ହୋଇ ରହିଛି, ଯାହାର ଫଳ ସ୍ୱରୂପ ଦେବତୁଲ୍ୟ ମାତାପିତା, ଭ୍ରାତୃ ଭଗିନୀଙ୍କ ଅତୁଟ ବନ୍ଧନର ଉତ୍ସବ ପବିତ୍ର ରକ୍ଷା ବନ୍ଧନ ଜନ ସମାଜକୁ ଭାଇଚାରା ତଥା ସାମାଜିକ ସମରସତାର ନିଦର୍ଶନ ଦେଇଅଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଅଦ୍ୟ ଦିବସର ଆଭିମୁଖ୍ୟ କଥନ ପ୍ରଦାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ଅଭିମନ୍ୟୁ ଭୂୟାଁଙ୍କ ଆଶୀର୍ବଚନ ପରେ ପରେ କୁନି କୁନି ଶିଶୁ ଭାଇ ଭାଉଣୀମାନଙ୍କ ଦ୍ଵାରା ରକ୍ଷା କବଚ ପରିଧାନ କରି ମିଷ୍ଠାନ ଗ୍ରହଣ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ, ସମେତ ସମସ୍ତ ସଦସ୍ୟ ବୃନ୍ଦ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସ ରକ୍ଷା କବଚ ପରିଧାନ କରି ଶିଶୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଭାଇ ଭାଉଣୀ, ଗୁରୁଜୀ ଗୁରୁମା, ସେବକ ସେବିକା ତଥା ଅଭିଭାବକ ଅଭିଭାବିକାମାନଙ୍କ ହସ୍ତରେ ରକ୍ଷା କବଚ ବନ୍ଧା ଯାଇଥିଲା । ବିଭିନ୍ନ କାର୍ଯ୍ୟାଳୟ, ଗୋଶାଳା, ବାଳାଶ୍ରମ, ସଂସ୍କାର କେନ୍ଦ୍ର, ପୂର୍ବ ପରିଚାଳନା ସମିତିର ସଦସ୍ୟ ବୃନ୍ଦ, ସଂଘ ଓ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତା ବୃନ୍ଦ, ପୂର୍ବତନ ଆଚାର୍ଯ୍ୟ ଆଚାର୍ଯ୍ୟ। ବାହନ ଚାଳକ ଭାଇ ତଥା ପଡୋଶୀଙ୍କୁ ଗୁରୁଜୀ ଗୁରୁମାଙ୍କ ସହିତ ବିଦ୍ୟାଳୟର ଶିଶୁମାନେ ଯାଇ ରକ୍ଷା କବଚ ଓ ମିଷ୍ଟାନ ବଣ୍ଟନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଡଃ ଶ୍ରୀକାନ୍ତ ମିଶ୍ରଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପାଦନ ହୋଇଥିଲା । ପରିଶେଷରେ ସ୍ଥାନୀୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ ଆଜିର କାର୍ଯ୍ୟକ୍ରମର ଧନ୍ୟବାଦ ଅର୍ପଣ କରିଥିଲେ ।4
- ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ ଡଃ.ଅରବିନ୍ଦ ଢ଼ାଲି ।1
- ଶ୍ରାବଣୀ ଉପାକର୍ମ ଉତ୍ସବରେ ଗୁରୁ ପୂଜନ ଓ ଶିଷ୍ୟଙ୍କ ଉପଦେଶ ଗ୍ରହଣ ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ପ୍ରଫେସର ଦିବାକର ମହାପାତ୍ରଙ୍କ ବାସଗୃହରେ ଶିଷ୍ୟମାନେ ଏକତ୍ରିତ ହୋଇ ନିଜ ଗୁରୁ ପ୍ରଫେସର ମହାପାତ୍ରଙ୍କୁ ପୂଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂଜନ ପରେ ଉପସ୍ଥିତ ଶିଷ୍ୟ ପଣ୍ଡିତ ଶ୍ରୀକାନ୍ତ ମହାପାତ୍ର, ପଣ୍ଡିତ ମହନ୍ତ ଶ୍ରୀ ବିଶ୍ବରଂଜନ ଚଇନି, ପଣ୍ଡିତ ଶ୍ରୀନିବାସ ମହାପାତ୍ର, ପଣ୍ଡିତ ସୁରେନ୍ଦ୍ର ଦାଶ, ପଣ୍ଡିତ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ, ଡ଼ଃ କୃପାସିନ୍ଧୁ ପଣ୍ଡା ପ୍ରଭୃତି ବହୁ ଶିଷ୍ୟମାନଙ୍କୁ ଶ୍ରାବଣୀ ଉପାକର୍ମର ଉପାଦେୟତା ଏବଂ କିଭଳି ଜନ୍ମଜନ୍ମାନ୍ତର ଜ୍ଞାତ ଅଜ୍ଞାତ ପଞ୍ଚସୂନାଦି କୃତ ସମସ୍ତ ପାତକ ଉପପାତକକୁ ଉତ୍ସର୍ଗ କରି ଦଶ ବିଧ ସ୍ନାନ ଇତ୍ୟାଦି ଦ୍ବାରା ଶୁଦ୍ଧି ହୋଇ ନୂତନ ଯଜ୍ଞୋପବିତ ଧାରଣ କରିଥାନ୍ତି। ଯାଜ୍ଞବଳ୍କ୍ୟାଦି ଋଷିଙ୍କୁ ପୂଜନ କରି ଦେବାଦେବୀଙ୍କୁ କାଷ୍ଠ ପଞ୍ଚକ ମନ୍ତ୍ର ରେ ହୋମ କରି ବେଦ ବେଦାଙ୍ଗାଦି ଅଧ୍ୟୟନ କରିଥାନ୍ତି। ଗୃହସ୍ଥ ଆଦି ସମସ୍ତ ବୈଦିକ ମାନେ ଏହି ଉତ୍ସର୍ଗ ଉପାକର୍ମ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ଵ୍ରହ୍ମଯଜ୍ଞାଦି ପଞ୍ଚ ମହାଯଜ୍ଞ ପ୍ରତ୍ୟେକଦିନ କରିବା ଉଚିତ ଏହା ଦ୍ବାରା ସମଗ୍ର ବିଶ୍ଵରେ ସୁଖ, ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ହୋଇଥାଏ ବୋଲି ଉପଦେଶ ଦେଇଛନ୍ତି।3
- नई दिल्ली में भाजपा के राष्ट्रीय कार्यालय पर भारतीय जनता पार्टी अल्पसंख्यक मोर्चा के राष्ट्रीय अध्यक्ष श्री कुंवर बासित अली जी के पदभार ग्रहण समारोह में उपस्थित होकर उन्हें नवीन दायित्व के लिए हार्दिक बधाई एवं शुभकामनाएँ प्रेषित कीं। इस सफल प्रोग्राम में सहारनपुर से दिल्ली पहुंचे 200 से ज्यादा सम्मानित साथियों1
- ଗାଡି ଶେଷଖାଲ ଗାଁରେ ନିଜ ଖର୍ଚ୍ଚରେ ଲୋକେ ଟ୍ୟାଙ୍କରରେ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଶେଷଖାଲ ପଞ୍ଚାୟତର ଗାଡି ଶେଷଖାଲ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏମ ଏଲ ପଡ଼ାରେ ଥିବା ମେଗା ଜଳ ପ୍ରକଳ୍ପ ସଠିକ୍ ଭାବେ କାର୍ଯ୍ୟ କରୁନାହିଁ । ଏହି ଜଳ ପ୍ରକଳ୍ପ ଉପରେ ନିର୍ଭରଶୀଳ ୧୬ ଟି ଗ୍ରାମର ପ୍ରାୟ ପାଞ୍ଚ ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନେ ଦୁଇ ଦିନ ପାଣି ଆସିବା ପରେ ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଗାଡି ଶେଷଖାଲ ଗାଁ'ର ୨୫୦ ପରିବାର ୧୧ ଦିନ ହେବ ସରକାରୀ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବ୍ଲକ ସ୍ତରୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ବାରଂବାର ଜଣାଇଥିଲେ ମଧ୍ୟ ଯନ୍ତ୍ରୀ ଦ୍ୱୟ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏହି ଗ୍ରାମର ଲୋକମାନେ ନିଜ ଖର୍ଚ୍ଚରେ ଟ୍ୟାଙ୍କର ସାହାଯ୍ୟରେ ନଦୀରୁ ପାଣି ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଗ୍ରାମବାସୀଙ୍କ ଏହି ମୈ।ଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି।4
- राष्ट्रीय अध्यक्ष भाजपा पिछड़ा वर्ग मोर्चा श्री अमरपाल मौर्य जी का लखनऊ आगमन पर प्रियजनों एवं कार्यकर्ताओं के साथ भव्य स्वागत एवं अभिनंदन किया..... आपके कुशल नेतृत्व में ओबीसी मोर्चा नए कृतिमान स्थापित करें प्रभु भोलेनाथ से यही प्रार्थना है1
- ଚାହୁଁ ଚାହୁଁ ମାଡ଼ି ଆସିଲା ଜଳ ପ୍ରଳୟ, ଚିତ୍କାର କରି ଏଣେ ତେଣେ ଦୌଡିଲେ ଚାଇନା ରେ ଗ୍ଲାସିଅର ଖସିବା ଯୋଗୁଁ ଛାରଖାର ହୋଇଗଲା ନେପାଳ । ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଯାଏଁ ୧୦୦୦ ରୁ ଅଧିକ ନିଖୋଜ ଅଛନ୍ତି ।1