ଶ୍ରାବଣୀ ଉପାକର୍ମ ଉତ୍ସବରେ ଗୁରୁ ପୂଜନ ଓ ଶିଷ୍ୟଙ୍କ ଉପଦେଶ ଗ୍ରହଣ ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ପ୍ରଫେସର ଦିବାକର ମହାପାତ୍ରଙ୍କ ବାସଗୃହରେ ଶିଷ୍ୟମାନେ ଏକତ୍ରିତ ହୋଇ ନିଜ ଗୁରୁ ପ୍ରଫେସର ମହାପାତ୍ରଙ୍କୁ ପୂଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂଜନ ପରେ ଉପସ୍ଥିତ ଶିଷ୍ୟ ପଣ୍ଡିତ ଶ୍ରୀକାନ୍ତ ମହାପାତ୍ର, ପଣ୍ଡିତ ମହନ୍ତ ଶ୍ରୀ ବିଶ୍ବରଂଜନ ଚଇନି, ପଣ୍ଡିତ ଶ୍ରୀନିବାସ ମହାପାତ୍ର, ପଣ୍ଡିତ ସୁରେନ୍ଦ୍ର ଦାଶ, ପଣ୍ଡିତ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ, ଡ଼ଃ କୃପାସିନ୍ଧୁ ପଣ୍ଡା ପ୍ରଭୃତି ବହୁ ଶିଷ୍ୟମାନଙ୍କୁ ଶ୍ରାବଣୀ ଉପାକର୍ମର ଉପାଦେୟତା ଏବଂ କିଭଳି ଜନ୍ମଜନ୍ମାନ୍ତର ଜ୍ଞାତ ଅଜ୍ଞାତ ପଞ୍ଚସୂନାଦି କୃତ ସମସ୍ତ ପାତକ ଉପପାତକକୁ ଉତ୍ସର୍ଗ କରି ଦଶ ବିଧ ସ୍ନାନ ଇତ୍ୟାଦି ଦ୍ବାରା ଶୁଦ୍ଧି ହୋଇ ନୂତନ ଯଜ୍ଞୋପବିତ ଧାରଣ କରିଥାନ୍ତି। ଯାଜ୍ଞବଳ୍କ୍ୟାଦି ଋଷିଙ୍କୁ ପୂଜନ କରି ଦେବାଦେବୀଙ୍କୁ କାଷ୍ଠ ପଞ୍ଚକ ମନ୍ତ୍ର ରେ ହୋମ କରି ବେଦ ବେଦାଙ୍ଗାଦି ଅଧ୍ୟୟନ କରିଥାନ୍ତି। ଗୃହସ୍ଥ ଆଦି ସମସ୍ତ ବୈଦିକ ମାନେ ଏହି ଉତ୍ସର୍ଗ ଉପାକର୍ମ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ଵ୍ରହ୍ମଯଜ୍ଞାଦି ପଞ୍ଚ ମହାଯଜ୍ଞ ପ୍ରତ୍ୟେକଦିନ କରିବା ଉଚିତ ଏହା ଦ୍ବାରା ସମଗ୍ର ବିଶ୍ଵରେ ସୁଖ, ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ହୋଇଥାଏ ବୋଲି ଉପଦେଶ ଦେଇଛନ୍ତି।
ଶ୍ରାବଣୀ ଉପାକର୍ମ ଉତ୍ସବରେ ଗୁରୁ ପୂଜନ ଓ ଶିଷ୍ୟଙ୍କ ଉପଦେଶ ଗ୍ରହଣ ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ପ୍ରଫେସର ଦିବାକର ମହାପାତ୍ରଙ୍କ ବାସଗୃହରେ ଶିଷ୍ୟମାନେ ଏକତ୍ରିତ ହୋଇ ନିଜ ଗୁରୁ ପ୍ରଫେସର ମହାପାତ୍ରଙ୍କୁ ପୂଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂଜନ ପରେ ଉପସ୍ଥିତ ଶିଷ୍ୟ ପଣ୍ଡିତ ଶ୍ରୀକାନ୍ତ ମହାପାତ୍ର, ପଣ୍ଡିତ ମହନ୍ତ ଶ୍ରୀ ବିଶ୍ବରଂଜନ ଚଇନି, ପଣ୍ଡିତ ଶ୍ରୀନିବାସ ମହାପାତ୍ର, ପଣ୍ଡିତ ସୁରେନ୍ଦ୍ର
ଦାଶ, ପଣ୍ଡିତ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ, ଡ଼ଃ କୃପାସିନ୍ଧୁ ପଣ୍ଡା ପ୍ରଭୃତି ବହୁ ଶିଷ୍ୟମାନଙ୍କୁ ଶ୍ରାବଣୀ ଉପାକର୍ମର ଉପାଦେୟତା ଏବଂ କିଭଳି ଜନ୍ମଜନ୍ମାନ୍ତର ଜ୍ଞାତ ଅଜ୍ଞାତ ପଞ୍ଚସୂନାଦି କୃତ ସମସ୍ତ ପାତକ ଉପପାତକକୁ ଉତ୍ସର୍ଗ କରି ଦଶ ବିଧ ସ୍ନାନ ଇତ୍ୟାଦି ଦ୍ବାରା ଶୁଦ୍ଧି ହୋଇ ନୂତନ ଯଜ୍ଞୋପବିତ ଧାରଣ କରିଥାନ୍ତି। ଯାଜ୍ଞବଳ୍କ୍ୟାଦି ଋଷିଙ୍କୁ ପୂଜନ କରି ଦେବାଦେବୀଙ୍କୁ
କାଷ୍ଠ ପଞ୍ଚକ ମନ୍ତ୍ର ରେ ହୋମ କରି ବେଦ ବେଦାଙ୍ଗାଦି ଅଧ୍ୟୟନ କରିଥାନ୍ତି। ଗୃହସ୍ଥ ଆଦି ସମସ୍ତ ବୈଦିକ ମାନେ ଏହି ଉତ୍ସର୍ଗ ଉପାକର୍ମ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ଵ୍ରହ୍ମଯଜ୍ଞାଦି ପଞ୍ଚ ମହାଯଜ୍ଞ ପ୍ରତ୍ୟେକଦିନ କରିବା ଉଚିତ ଏହା ଦ୍ବାରା ସମଗ୍ର ବିଶ୍ଵରେ ସୁଖ, ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ହୋଇଥାଏ ବୋଲି ଉପଦେଶ ଦେଇଛନ୍ତି।
- ଶ୍ରାବଣୀ ଉପାକର୍ମ ଉତ୍ସବରେ ଗୁରୁ ପୂଜନ ଓ ଶିଷ୍ୟଙ୍କ ଉପଦେଶ ଗ୍ରହଣ ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ପ୍ରଫେସର ଦିବାକର ମହାପାତ୍ରଙ୍କ ବାସଗୃହରେ ଶିଷ୍ୟମାନେ ଏକତ୍ରିତ ହୋଇ ନିଜ ଗୁରୁ ପ୍ରଫେସର ମହାପାତ୍ରଙ୍କୁ ପୂଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂଜନ ପରେ ଉପସ୍ଥିତ ଶିଷ୍ୟ ପଣ୍ଡିତ ଶ୍ରୀକାନ୍ତ ମହାପାତ୍ର, ପଣ୍ଡିତ ମହନ୍ତ ଶ୍ରୀ ବିଶ୍ବରଂଜନ ଚଇନି, ପଣ୍ଡିତ ଶ୍ରୀନିବାସ ମହାପାତ୍ର, ପଣ୍ଡିତ ସୁରେନ୍ଦ୍ର ଦାଶ, ପଣ୍ଡିତ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ, ଡ଼ଃ କୃପାସିନ୍ଧୁ ପଣ୍ଡା ପ୍ରଭୃତି ବହୁ ଶିଷ୍ୟମାନଙ୍କୁ ଶ୍ରାବଣୀ ଉପାକର୍ମର ଉପାଦେୟତା ଏବଂ କିଭଳି ଜନ୍ମଜନ୍ମାନ୍ତର ଜ୍ଞାତ ଅଜ୍ଞାତ ପଞ୍ଚସୂନାଦି କୃତ ସମସ୍ତ ପାତକ ଉପପାତକକୁ ଉତ୍ସର୍ଗ କରି ଦଶ ବିଧ ସ୍ନାନ ଇତ୍ୟାଦି ଦ୍ବାରା ଶୁଦ୍ଧି ହୋଇ ନୂତନ ଯଜ୍ଞୋପବିତ ଧାରଣ କରିଥାନ୍ତି। ଯାଜ୍ଞବଳ୍କ୍ୟାଦି ଋଷିଙ୍କୁ ପୂଜନ କରି ଦେବାଦେବୀଙ୍କୁ କାଷ୍ଠ ପଞ୍ଚକ ମନ୍ତ୍ର ରେ ହୋମ କରି ବେଦ ବେଦାଙ୍ଗାଦି ଅଧ୍ୟୟନ କରିଥାନ୍ତି। ଗୃହସ୍ଥ ଆଦି ସମସ୍ତ ବୈଦିକ ମାନେ ଏହି ଉତ୍ସର୍ଗ ଉପାକର୍ମ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ଵ୍ରହ୍ମଯଜ୍ଞାଦି ପଞ୍ଚ ମହାଯଜ୍ଞ ପ୍ରତ୍ୟେକଦିନ କରିବା ଉଚିତ ଏହା ଦ୍ବାରା ସମଗ୍ର ବିଶ୍ଵରେ ସୁଖ, ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ହୋଇଥାଏ ବୋଲି ଉପଦେଶ ଦେଇଛନ୍ତି।3
- ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews1
- ବଡ଼ ଦେଉଳରେ ବସିଛୁ ଜଗା ରେ ପାଉ ରାଜା ର ସୁଖ ଭଙ୍ଗା କୁଡ଼ିଆ ରେ ରଖି ମତେ କାହିଁରେ ଦଉ ଯାତନା ଦୁଃଖ ⭕❗⭕🙏1
- ନୟାଗଡ଼ରେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଆନ୍ଦୋଳନ ବେଳେ ଉତ୍ତେଜନା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଉତ୍ତେଜନା1
- नई दिल्ली में भाजपा के राष्ट्रीय कार्यालय पर भारतीय जनता पार्टी अल्पसंख्यक मोर्चा के राष्ट्रीय अध्यक्ष श्री कुंवर बासित अली जी के पदभार ग्रहण समारोह में उपस्थित होकर उन्हें नवीन दायित्व के लिए हार्दिक बधाई एवं शुभकामनाएँ प्रेषित कीं। इस सफल प्रोग्राम में सहारनपुर से दिल्ली पहुंचे 200 से ज्यादा सम्मानित साथियों1
- ଗାଡି ଶେଷଖାଲ ଗାଁରେ ନିଜ ଖର୍ଚ୍ଚରେ ଲୋକେ ଟ୍ୟାଙ୍କରରେ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଶେଷଖାଲ ପଞ୍ଚାୟତର ଗାଡି ଶେଷଖାଲ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏମ ଏଲ ପଡ଼ାରେ ଥିବା ମେଗା ଜଳ ପ୍ରକଳ୍ପ ସଠିକ୍ ଭାବେ କାର୍ଯ୍ୟ କରୁନାହିଁ । ଏହି ଜଳ ପ୍ରକଳ୍ପ ଉପରେ ନିର୍ଭରଶୀଳ ୧୬ ଟି ଗ୍ରାମର ପ୍ରାୟ ପାଞ୍ଚ ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନେ ଦୁଇ ଦିନ ପାଣି ଆସିବା ପରେ ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଗାଡି ଶେଷଖାଲ ଗାଁ'ର ୨୫୦ ପରିବାର ୧୧ ଦିନ ହେବ ସରକାରୀ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବ୍ଲକ ସ୍ତରୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ବାରଂବାର ଜଣାଇଥିଲେ ମଧ୍ୟ ଯନ୍ତ୍ରୀ ଦ୍ୱୟ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏହି ଗ୍ରାମର ଲୋକମାନେ ନିଜ ଖର୍ଚ୍ଚରେ ଟ୍ୟାଙ୍କର ସାହାଯ୍ୟରେ ନଦୀରୁ ପାଣି ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଗ୍ରାମବାସୀଙ୍କ ଏହି ମୈ।ଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି।4
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ନନ୍ଦ ତିଆରି କମ୍ପାନୀ ଠାରୁ କୁଶଭଦ୍ରା ସେତୁ ଦେଇ ପ୍ରତାପରୁଦ୍ରପୁର ସିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬ ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ କାକ ରୁଦ୍ରପୁର ଗ୍ରାମ କାକ ରୁଦ୍ରପୁର ର ନନ୍ଦ ତିଆରି କମ୍ପାନି ଠାରୁ କୁଶଭଦ୍ର ସେତୁ ଦେଇ ପ୍ରତାପରୁଦ୍ରପୁର ମିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬1
- ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଦ୍ବାରା ଗୁରୁଦେବ ପ୍ରଫେସର ଦିବାକର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ମା ବନଦୁର୍ଗା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି କର୍ମ କରି ଷଡ଼ଙ୍ଗ ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ବୈଦିକ ସଂସ୍କୃତି ଓ ବିଶ୍ବ ସଂସ୍କୃତ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦିଗ୍ ଦର୍ଶନରେ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ଅଭିଭାବକ ଓ ନିକଟବର୍ତ୍ତୀ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।4