ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଦ୍ବାରା ଗୁରୁଦେବ ପ୍ରଫେସର ଦିବାକର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ମା ବନଦୁର୍ଗା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି କର୍ମ କରି ଷଡ଼ଙ୍ଗ ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ବୈଦିକ ସଂସ୍କୃତି ଓ ବିଶ୍ବ ସଂସ୍କୃତ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦିଗ୍ ଦର୍ଶନରେ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ଅଭିଭାବକ ଓ ନିକଟବର୍ତ୍ତୀ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।
ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଦ୍ବାରା ଗୁରୁଦେବ ପ୍ରଫେସର ଦିବାକର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ
ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ମା ବନଦୁର୍ଗା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି
କର୍ମ କରି ଷଡ଼ଙ୍ଗ ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ବୈଦିକ ସଂସ୍କୃତି ଓ ବିଶ୍ବ ସଂସ୍କୃତ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ
ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦିଗ୍ ଦର୍ଶନରେ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ଅଭିଭାବକ ଓ ନିକଟବର୍ତ୍ତୀ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।
- ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଦ୍ବାରା ଗୁରୁଦେବ ପ୍ରଫେସର ଦିବାକର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ମା ବନଦୁର୍ଗା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି କର୍ମ କରି ଷଡ଼ଙ୍ଗ ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ବୈଦିକ ସଂସ୍କୃତି ଓ ବିଶ୍ବ ସଂସ୍କୃତ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦିଗ୍ ଦର୍ଶନରେ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ଅଭିଭାବକ ଓ ନିକଟବର୍ତ୍ତୀ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।4
- ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews1
- ବଡ଼ ଦେଉଳରେ ବସିଛୁ ଜଗା ରେ ପାଉ ରାଜା ର ସୁଖ ଭଙ୍ଗା କୁଡ଼ିଆ ରେ ରଖି ମତେ କାହିଁରେ ଦଉ ଯାତନା ଦୁଃଖ ⭕❗⭕🙏1
- ପୋଖରୀରୁ ଦଳ କାଢ଼ିବାକୁ ଯାଉଥିବା ବେଳେ ଆକ୍ରମଣ ଅଭିଯୋଗ। ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଧୀନ ଉତ୍ତରଣା ଗ୍ରାମରେ ପୋଖରୀରୁ ଦଳ କାଢ଼ିବାକୁ ଯାଉଥିବା ବେଳେ ଆକ୍ରମଣ ଅଭିଯୋଗ। ଏହି ଆକ୍ରମଣରେ ଅଭିମନ୍ୟୁ ପରିଡା ଗୁରୁତର ଆହତ ହୋଇ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ତାଙ୍କ ପତ୍ନୀ ଶ୍ରୀମତୀ ସୁକାନ୍ତି ପରିଡା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୫ ଅଗଷ୍ଟ ୨୦୨୬ ସକାଳ ପ୍ରାୟ ୧୦ଟା ସମୟରେ ଅଭିମନ୍ୟୁ ପରିଡା ଗ୍ରାମର କେତେକ ଯୁବକଙ୍କ ସହ ଗ୍ରାମ ପୋଖରୀକୁ ଦଳ କାଢ଼ିବା ପାଇଁ ଯାଉଥିଲେ। ରାସ୍ତାରେ ଗ୍ରାମର ସେଠୀ ସାହିର କେତେକ ଲୋକ ସଂଘବଦ୍ଧ ଭାବେ ହାତାହାତି ଓ ଟେକାପଥର ମାଡ଼ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିମନ୍ୟୁ ପରିଡା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ପରିବାରର ବୁଦ୍ଧି ପରିଡା ପହଞ୍ଚିବା ପରେ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ସୁକାନ୍ତି ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ ତାଙ୍କ ପାଖରେ ରହିବାକୁ ପଡ଼ିଥିବାରୁ ତୁରନ୍ତ ଥାନାରେ ଅଭିଯୋଗ କରିପାରିନଥିବା ସେ କହିଛନ୍ତି। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ କରି ଘଟଣାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସୁକାନ୍ତି ପରିଡା ନିବେଦନ କରିଛନ୍ତି।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ଭୂମି ହିନ ହରିଜନ ପରିବାରକୁ ଗ୍ରାମବାସୀ ମାଡ଼ ମାରି ବାସ ସ୍ଥାନରୁ ହଟାଇବା ପାଇଁ କରୁଛନ୍ତି ଚକ୍ରାନ୍ତ ତହସିଲ ଅଫିସ୍ ଅଧିକାରୀ ମଧ୍ୟ କରୁଛନ୍ତି ଗ୍ରାମବାସୀଙ୍କୁ ସମର୍ଥନ, ଭୟଭୀତ ନିରୀହ ପରିବାର1
- ଦୁଇ କୋଟି ର ଗଞ୍ଜେଇ ଜବତ । G F X,, ନିଶା ବେପାରୀଙ୍କ ନିସ୍ତାର ନାହିଁ , G F X,,ଓଡ଼ିଶା ଛତିଶଗଡ଼ ସୀମାନ୍ତ ରେ ୨ କୋଟିର ଗଞ୍ଜେଇ ଜବତ, G F X,,ଆନ୍ତଃରାଜ୍ୟ ଚୋରା ଚାଲାଣ ନେଟୱାର୍କ ଠାବ।1
- ବୁଗୁଡ଼ା ୱାର୍ଡ଼ ନଂ 12 ରେ ଅବସ୍ଥିତ ମା ସନ୍ତୋଷୀ ମନ୍ଦିର ମାଆ ଙ୍କ ମନ୍ଦିର ର କିଛି ଦୃଶ୍ୟ1
- ନିରାକାରାପୁର ଜଗନ୍ନାଥ ମନ୍ଦିର ତୃତୀୟ ଦିବସ ଝୁଲଣ ଉତ୍ସବରେ ବହୁ ଭକଙ୍କ ସମାଗମ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମାନୁଷ୍ଠାନ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ଝୁଲଣ ଉତ୍ସବ ଜାରୀ ରହିଛି ।ତୃତୀୟ ଦିବସ ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ସମୟରେ ମହାପ୍ରଭୁ ଙ୍କ ଝୁଲଣ ଉତ୍ସବ ରେ ଠାକୁର ଙ୍କୁ ପୁର୍ବ ପ୍ରସ୍ତୁତି ଅନୁଯାୟୀ ସୁସଜିତ ପଲଙ୍କରେ ବିଭିନ୍ନ ପ୍ରକାରର ସୁବାସିତ ପୁଷ୍ପ ମାଲ୍ୟ ଓ ଅଙ୍ଗ ବତ୍ସ ପରିଧାନ କରି ମଣ୍ଡପ ରେ ଆସିନ ହୋଇଥିଲେ l ହରିବୋଲ ହୁଳହୁଳି ଘଣ୍ଟ କିର୍ତ୍ତନ ରେ କମ୍ପିଥିଲା ମନ୍ଦିର ପରିସର । ଏହି ତୃତୀୟ ଦିବସ କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଟ୍ରଷ୍ଟ ପକ୍ଷରୁ ଠାକୁର ଙ୍କ ସମସ୍ତ ନିତି ନିୟମ କାର୍ଯ୍ୟକୁ ଵିଧି ଅନୁପାଳନ କରି ତୃତୀୟ ଦିବସ ରେ ପହଞ୍ଚିଛି। ପରିଶେଷରେ ସମସ୍ତ ଭକ୍ତଙ୍କୁ ଠାକୁର ଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସବ କୁ ସହଯୋଗ କରିଥିଲେ।1