logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀରମହାରାଜପୁର ଧନୁଯାତ୍ରା ପାଇଁ କଂସ ବରଣ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଆସନ୍ତା ୨୭ ଜାନୁୟାରୀ ଠାରୁ ୪ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଥିବା ଚତୁର୍ଥ ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ ଅନୁଷ୍ଠିତ ହୋଇଯାଇଛି l ପ୍ରସିଦ୍ଧ ଦେବୀ ପୀଠ ମେଟାକାନି ମନ୍ଦିର ପରିସରରେ କଂସ ମହାରାଜ ଝସକେତନ ପଧାନଙ୍କୁ କଂସ ଭାବରେ ବରଣ କରାଯାଇଥିଲା l କଂସ ବରଣ ସମୟରେ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି କିଶୋର ହୋତା, ଗୋଲକ ବିହାରୀ ଦୀକ୍ଷିତ, ଅବିନାଶ ଥନାପତି, ପ୍ରକାଶ ପଧାନ, ଆକାଶ ଥନାପତି, ସୁରୁବାବୁ ପଧାନ, ବିଜୟ କୁମାର ନାଏକ,ପ୍ରଶାନ୍ତ ଜଗଦଲା, ଶଶୀ, ସୁବାସ, ଶୁଭମ ବେହେରାମାଲି ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ବର୍ଷ ମିନବଜାର, ବାଲୁକା କଳା ସାଙ୍ଗକୁ କଟକ ର ସିଂଘମ ଡ୍ୟାନ୍ସ ଗ୍ରୁପ ଚମତ୍କାର ନୃତ୍ୟ ପରିବେଷଣ କରିବେ ବୋଲି ଆୟୋଜକ କମିଟି ସଭାପତି କିଶୋର ହୋତା ପ୍ରକାଶ କରିଛନ୍ତି l

10 hrs ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
10 hrs ago
fb0ce702-6b2f-4732-a657-9433973d4946
d9306b40-ec39-42b3-9c37-272a6de7853c

ବୀରମହାରାଜପୁର ଧନୁଯାତ୍ରା ପାଇଁ କଂସ ବରଣ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଆସନ୍ତା ୨୭ ଜାନୁୟାରୀ ଠାରୁ ୪ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଥିବା ଚତୁର୍ଥ ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ ଅନୁଷ୍ଠିତ ହୋଇଯାଇଛି l ପ୍ରସିଦ୍ଧ ଦେବୀ ପୀଠ ମେଟାକାନି ମନ୍ଦିର ପରିସରରେ କଂସ ମହାରାଜ ଝସକେତନ ପଧାନଙ୍କୁ କଂସ ଭାବରେ ବରଣ କରାଯାଇଥିଲା l କଂସ ବରଣ ସମୟରେ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି କିଶୋର ହୋତା, ଗୋଲକ ବିହାରୀ ଦୀକ୍ଷିତ, ଅବିନାଶ ଥନାପତି, ପ୍ରକାଶ ପଧାନ, ଆକାଶ ଥନାପତି, ସୁରୁବାବୁ ପଧାନ, ବିଜୟ କୁମାର ନାଏକ,ପ୍ରଶାନ୍ତ ଜଗଦଲା, ଶଶୀ, ସୁବାସ, ଶୁଭମ ବେହେରାମାଲି ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ବର୍ଷ ମିନବଜାର, ବାଲୁକା କଳା ସାଙ୍ଗକୁ କଟକ ର ସିଂଘମ ଡ୍ୟାନ୍ସ ଗ୍ରୁପ ଚମତ୍କାର ନୃତ୍ୟ ପରିବେଷଣ କରିବେ ବୋଲି ଆୟୋଜକ କମିଟି ସଭାପତି କିଶୋର ହୋତା ପ୍ରକାଶ କରିଛନ୍ତି l

More news from Sonepur and nearby areas
  • ପଲସାଗୋରାରେ ମକରଯାତ୍ରା ଆରମ୍ଭ ହୋଇଛି
    1
    ପଲସାଗୋରାରେ ମକରଯାତ୍ରା ଆରମ୍ଭ ହୋଇଛି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    4 hrs ago
  • jay hind 🙏
    1
    jay  hind 🙏
    user_ସମାଜସେବା ସୁବର୍ଣ୍ଣପୁର news 89
    ସମାଜସେବା ସୁବର୍ଣ୍ଣପୁର news 89
    Grain Exporter ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ଉଦଯାପିତ ହୋଇଯାଇଛି ପାଞ୍ଚଦିନ ବ୍ୟାପି ସୁବର୍ଣ୍ଣ ରାମେଶ୍ୱର ଷ୍ଟାଡିୟମରେ ଚାଲିଥିବା 32 ତମ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ 2026
    1
    ଉଦଯାପିତ ହୋଇଯାଇଛି ପାଞ୍ଚଦିନ ବ୍ୟାପି ସୁବର୍ଣ୍ଣ ରାମେଶ୍ୱର ଷ୍ଟାଡିୟମରେ ଚାଲିଥିବା 32 ତମ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ 2026
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    19 hrs ago
  • ବୌଦ୍ଧ ଜିଲ୍ଲା ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ @ranjankumardash
    1
    ବୌଦ୍ଧ ଜିଲ୍ଲା ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ @ranjankumardash
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    21 min ago
  • बामरा प्रसिद्ध मकर मेला आरम्भ बामरा केछुपानी से निकले हर महादेव #makarmela2026 #Bamranews
    1
    बामरा प्रसिद्ध मकर मेला आरम्भ बामरा  केछुपानी से निकले हर महादेव #makarmela2026 #Bamranews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • Post by Bighne Rana
    1
    Post by Bighne Rana
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    1 hr ago
  • #_ବ୍ୟାସନଗର_କହ୍ନେଇପୁର_ସ୍ଥିତ_ସ୍ୱାମୀ_ବିବେକାନନ୍ଦ_ଇନଷ୍ଟିଚୁଟ_ର_ବାର୍ଷିକ_ଉତ୍ସବ_ଅନୁଷ୍ଠିତ !
    1
    #_ବ୍ୟାସନଗର_କହ୍ନେଇପୁର_ସ୍ଥିତ_ସ୍ୱାମୀ_ବିବେକାନନ୍ଦ_ଇନଷ୍ଟିଚୁଟ_ର_ବାର୍ଷିକ_ଉତ୍ସବ_ଅନୁଷ୍ଠିତ  !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁରେ ଅଗ୍ନିକାଣ୍ଡre ଜଳିଗଲା ଚାଷୀଙ୍କ ସୁନାର ଧାନ ଫସଲ l ଗତକାଲି ରାତିରେ କୌଣସି କାରଣରୁ ଏକ ପାଳ ଭାଡ଼ିରେ ନିଆଁ ଲାଗିଥିଲା l ଫଳରେ ପାଖରେ ଥିବା ଚାଷୀ ସିଦ୍ଧେଶ୍ୱର ନାଏକଙ୍କ ଧାନ ଖରିରେ ମଧ୍ୟ ନିଆଁ ଲାଗିଯାଇଥିଲା l ଦେଖୁ ଦେଖୁ ପୋଡି ପାଉଁଶ ହୋଇଥିଲା ଧାନ ଖରି l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେବି ସେତେବେଳକୁ ସବୁତକ ଧାନ ପୋଡି ପାଉଁଶ ହୋଇଯାଇଥିଲା l ଏବେ କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତା ଅପେକ୍ଷାରେ l
    1
    ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁରେ  ଅଗ୍ନିକାଣ୍ଡre ଜଳିଗଲା ଚାଷୀଙ୍କ ସୁନାର ଧାନ ଫସଲ l ଗତକାଲି ରାତିରେ କୌଣସି କାରଣରୁ ଏକ ପାଳ ଭାଡ଼ିରେ ନିଆଁ ଲାଗିଥିଲା l ଫଳରେ ପାଖରେ ଥିବା ଚାଷୀ ସିଦ୍ଧେଶ୍ୱର ନାଏକଙ୍କ ଧାନ ଖରିରେ ମଧ୍ୟ ନିଆଁ ଲାଗିଯାଇଥିଲା l ଦେଖୁ ଦେଖୁ ପୋଡି ପାଉଁଶ ହୋଇଥିଲା ଧାନ ଖରି l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେବି ସେତେବେଳକୁ ସବୁତକ ଧାନ ପୋଡି ପାଉଁଶ ହୋଇଯାଇଥିଲା l ଏବେ କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତା ଅପେକ୍ଷାରେ l
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.