Shuru
Apke Nagar Ki App…
ଆଜିଠାରୁ ଆରମ୍ଭ ହେବ ସୁବର୍ଣ୍ଣପୁର ଜିଲ୍ଲା ର ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ l ଏଣୁ ସକାଳୁ ସକାଳୁ ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ରୀତିନୀତିରେ ପୂଜା ପାଠ ପରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲକୁ ସୁରେଶ୍ୱରୀ ମନ୍ଦିରରୁ ସହର ପରୀକ୍ରମା କରାଇ ରମେଶ୍ୱର ଷ୍ଟାଡିୟମସ୍ଥିତ ସାଂସ୍କୃତିକ ମଞ୍ଚକୁ ନିଆଯାଇଛି l ତେବେ ଏହି ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ସାଜିଥିଲେ କଳାହାଣ୍ଡି କଟ୍ଟପ୍ପା
SONEPUR NEWS
ଆଜିଠାରୁ ଆରମ୍ଭ ହେବ ସୁବର୍ଣ୍ଣପୁର ଜିଲ୍ଲା ର ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ l ଏଣୁ ସକାଳୁ ସକାଳୁ ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ରୀତିନୀତିରେ ପୂଜା ପାଠ ପରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲକୁ ସୁରେଶ୍ୱରୀ ମନ୍ଦିରରୁ ସହର ପରୀକ୍ରମା କରାଇ ରମେଶ୍ୱର ଷ୍ଟାଡିୟମସ୍ଥିତ ସାଂସ୍କୃତିକ ମଞ୍ଚକୁ ନିଆଯାଇଛି l ତେବେ ଏହି ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ସାଜିଥିଲେ କଳାହାଣ୍ଡି କଟ୍ଟପ୍ପା
- Daboki Kamarଅନୁଗୁଳ, ଅନୁଗୁଳ, ଓଡ଼ିଶା🙏1 day ago
- User9437Bandhugaon, Koraput🙏2 days ago
More news from Boudh and nearby areas
- ସରସରା ପୋଷ୍ଟ ଅଫିସ ରୁ ଜମାକାରୀଙ୍କ ଅର୍ଥ ହେରଫେର ମାମଲା, ଅଭିଯୁକ୍ତ ଗିରଫ, ବୌଦ୍ଧ ପୋଲିସ ପ୍ରେସମିଟ୍1
- Post by KOSAL TIMES1
- କନ୍ଧମାଳ ମୋହତ୍ସବରେ କନ୍ଧମାଳ ଜିଲ୍ଲାପାଳ ଷ୍ଟେଜ ରେ ମଣ୍ଟୁ ଛୁରିଆଙ୍କ ସହ ଗାଇଲେ ଗୀତ1
- बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday1
- #ଲୋଚେ ଇ ବି #ମ ମ ନ କୁ କେ ମି ତି କୁହ ମଣି ସ ଟୀ ପ ଥ ର ନୁ ହ 🌹🌹🌹🌹🌹🌹🇹🇯🇹🇯🇹🇯🇹🇯🌹🌹1
- ଟିଟିଲାଗଡ଼ ନିକଟସ୍ଥ ବାନ୍ଧୁପଲା ଗାଁ ରେ ସ୍କୁଲ ସମସ୍ୟାର ସମାଧାନ ତଥା ସୁରକ୍ଷା ଦାବୀ ନେଇ ଆଜି ବାନ୍ଧୁପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଏବଂ ଗ୍ରାମବାସୀ ମାନେ ମିଳିତ ହୋଇ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ କୁ ଗାଁ ର ମୁଖ୍ୟ ଛକ ତଥା ସ୍କୁଲ ସମ୍ମୁଖସ୍ଥ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ପୋଲିସ ପ୍ରଶାସନ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ସହିତ ସ୍ଥାନୀୟ ପ୍ରଶାସନ ବାନ୍ଧୁପଲା ଗାଁ ରେ ୫୦ ଡିସମିଳ ସରକାରୀ ଜମି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦେବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଯୋଗଦେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ସାଂସ୍କୃତିକ ବିକାଶର ବାର୍ତ୍ତା ଦେଲେ।1
- #_ଲାଠୋର_ପୋଲିସ_ଦ୍ବାରା_ଜନସମ୍ପର୍କ_ଶିବିର !1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2