Shuru
Apke Nagar Ki App…
ସବୁ ନିୟମକୁ ଫୁ କରିଦେଇଛନ୍ତି ସରକାର ଏଭଳି ଅଭିଯୋଗ ଆଣିଲା ଭଦ୍ରକ କଂଗ୍ରେସ
AT News
ସବୁ ନିୟମକୁ ଫୁ କରିଦେଇଛନ୍ତି ସରକାର ଏଭଳି ଅଭିଯୋଗ ଆଣିଲା ଭଦ୍ରକ କଂଗ୍ରେସ
More news from Odisha and nearby areas
- Post by Sasmita singa2
- ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ । ମନ୍ଦିର, ମଠ, ଯେଉଁ ଜାଗାରେ ପାଚେରୀ ଅଛି ସେଇଠି ଭାଙ୍ଗି ନୂଆ ନିର୍ମାଣ କରିବା ଉଚିତ୍ କି ? ଆଉ ଜଉ ଜାଗାରେ କାମ ନାହିଁ ଯଥା କପ୍ତିପଦା ହାଟ, କପ୍ତିପଦା ମୁଖ୍ୟ ଗୋଲେଇ ସବୁଆଡ଼େ ପାଣି ଜମିବା ଓ ଡ୍ରେନ ନାହିଁ। ଏସବୁ ଜାଗାରେ କାମ ନାହିଁ।1
- 🌺🌺🌺🌺🌺🙏🙏🙏*💫आज का राषिफल*💫🙏🙏🙏🌺🌺🌺🌺🌺🌺...1
- ବୋଲବମ ଯାତ୍ରାକୁ ନେଇ ଗଡ଼ଗଡ଼ିଆ ଘାଟରେ ଭକ୍ତଙ୍କ ସୁରକ୍ଷା ପାଇଁ ୮ ପ୍ଲାଟୁନ ପୋଲିସ, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ମୁତୟନ କାଉଡିଆଙ୍କୁ ରିଫ୍ଲେକ୍ଟର ଜ୍ୟାକେଟ୍ ବଣ୍ଟନ ବୋଲବମ ଯାତ୍ରାକୁ ନେଇ ଗଡ଼ଗଡ଼ିଆ ଘାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ୮ ପ୍ଲାଟୁନ ପୋଲିସ, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ମୁତୟନ ହେବା ସହ ରିଫ୍ଲେକ୍ଟର ଜ୍ୟାକେଟ୍ ଓ ଟେପ୍ ବଣ୍ଟନ କରାଯାଇଛି।1
- aap log dekh sakte ho Jajpur mein Pani bahut jyada hai saladi Nadi band Tut chuka hai koi Mantri MLA MP Kisi Ka Dekha Nahin log khane Peene ke liye hairan Pareshan ho rahe hain per Jab bijali Sarkar Hota Logon Ko pareshani Ka Samna nahin karna padta ine log ko Khali photo uthana hai Jhutha Vada karna hai aur Kuchh Nahin1
- Post by Sasmita singa1
- ଦ୍ୱିତୀୟ ମାସିକ ଆଞ୍ଚଳିକ କ୍ଲଷ୍ଟର ସ୍ତରୀୟ ବୈଠକ. ତା.01.08.2026.ଶନିବାର. ଧର୍ମଶାଳା. ଯାଜପୁର.1
- -ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ବଡ଼ ପୁରୁଣା ପାଣି ,ପଞ୍ଚାୟତ ର -ତାଳବାହାଳୀ ଗ୍ରାମ ରେ ଗୋ ମାଂ ସ ଥିବାର ସ୍ଥାନିଅ ପୋଲିସ କୁଂ ଖବର ମିଳିଥିଲା. ଚଢ଼ାଉ ପରେ ୯ କିଲୋ ଗୋ ମାଂ ସ ଜବତ ଓ ଜଣେ ଗିରଫ ହୋଇଛି। #SundargarhPolice #CollectorSundargarh #OdishaPolice #OdishaNews #BreakingNews #CrimeNews #GoMansa #PoliceRaid #Arrest #News19ଓଡ଼ିଶା #Jajpur #Odisha1