Shuru
Apke Nagar Ki App…
ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ । ମନ୍ଦିର, ମଠ, ଯେଉଁ ଜାଗାରେ ପାଚେରୀ ଅଛି ସେଇଠି ଭାଙ୍ଗି ନୂଆ ନିର୍ମାଣ କରିବା ଉଚିତ୍ କି ? ଆଉ ଜଉ ଜାଗାରେ କାମ ନାହିଁ ଯଥା କପ୍ତିପଦା ହାଟ, କପ୍ତିପଦା ମୁଖ୍ୟ ଗୋଲେଇ ସବୁଆଡ଼େ ପାଣି ଜମିବା ଓ ଡ୍ରେନ ନାହିଁ। ଏସବୁ ଜାଗାରେ କାମ ନାହିଁ।
Haybusha Hr
ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ । ମନ୍ଦିର, ମଠ, ଯେଉଁ ଜାଗାରେ ପାଚେରୀ ଅଛି ସେଇଠି ଭାଙ୍ଗି ନୂଆ ନିର୍ମାଣ କରିବା ଉଚିତ୍ କି ? ଆଉ ଜଉ ଜାଗାରେ କାମ ନାହିଁ ଯଥା କପ୍ତିପଦା ହାଟ, କପ୍ତିପଦା ମୁଖ୍ୟ ଗୋଲେଇ ସବୁଆଡ଼େ ପାଣି ଜମିବା ଓ ଡ୍ରେନ ନାହିଁ। ଏସବୁ ଜାଗାରେ କାମ ନାହିଁ।
More news from ଓଡ଼ିଶା and nearby areas
- #ପାଣି_ଟାଙ୍କିରେ_ମଦ ପାଣି ଟାଙ୍କିରେ ପାଣି ମଦ। ଘର ଉପରେ ଥିବା ପାଣି ଟାଙ୍କିରୁ ବାହାରିଲା ପୁଳାପୁଳା ମଦ ଜାର୍। କଟକ ଜିଲ୍ଲା ଆଠଗଡ ଥାନା କୋରଙ୍ଗା ଗାଁ ଏବଂ ନିକଟସ୍ଥ କାଜୁ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ କରିଥିଲା। ମଦ ମାଫିଆଙ୍କ ଘର ଉପରେ ଥିବା ପାଣି ଟାଙ୍କିରେ ମଦ ଜାର୍ ଲୁଚାଇ ରଖିଥିବା ଜଣାପଡିଥିଲା।1
- ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର ପ୍ରୋତ୍ସାହନ ରାଶି ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। Report by Muna Mahendra Patra @Ghatgaonmirror1
- ମାନ୍ୟବର କୋରେଇ ବିଧାୟକ ଶଂଖ ଚିଲା ଲକ୍ଷ୍ମୀନଗର ଗ୍ରାମପଂଚାୟତ ଠାରେ ୧୦ ଗୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶୁଭ ଭିତିପ୍ରସ୍ତର ସ୍ଥାପନ ହୋଇଯାଇଛି।1
- ବିଞ୍ଝାରପୁରରେ ବ୍ଲକ୍ ପରିସରରେ ଆଜି ସାଂସଦଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ପ୍ରମିଳା ମଲ୍ଲିକ ଉତ୍ତର ଦେଇପାରିଲେ ନାହିଁ ଗୋଖାଦ୍ୟ, ଚୁଡ଼ା ପାଲ ଯୋଗାଇ ପାରୁନାହାନ୍ତି ସରକାର। #bjd #viralreelsシ #trendingreels #Odisha #poltics #jajpur #BJD #OdishaPolitics #Binjharpur #PramilaMallik #NaveenPatnaik #Odisha #Politics #ViralReels #TrendingReels #news7odia1
- Breaking News BREAKING Headlines Today1
- ଲୋକନାଥ ଶୈବପୀଠରେ ଜଳାଭିଷେକ ପାଇଁ ଯାଉଛନ୍ତି ଶ୍ରଦ୍ଧାଳୁ, ହରହର ମହାଦେବ 🙏🏼1
- ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ପୋଷ୍ଟ ଅଫିସ ନିକଟରେ କଲଭର୍ଟ ତଳକୁ ଖସି ୩ ମୃତ ଦୃତ ଗତିରେ ଗାଡି ଚଲାଇ ଆସିଲେ ଆଉ ବାଙ୍କ ନିକଟରେ ଭାରସାମ୍ୟ ହରାଇ କଲଭାର୍ଟ ତଳକୁ ବାଇକ ସହିତ ଖସି ବାଡେଇ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଅର୍ଥାତ୍ ଶନିବାର ରାତିରେ ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କୁଆମରା ପୋଷ୍ଟ ଅଫିସ ନିକଟରେ। କୁଆମରା ଗ୍ରାମର ସହଦେଵ ସିଂ, ଶକ୍ତି ସିଂ ଏବଂ ରଘୁ ସିଂ ଏକ କେଟିଏମ ଗାଡ଼ିରେ ଅତି ଦୃତ ଗତିରେ କୁଆମରା ଗ୍ରାମ ଭିତର ରାସ୍ତାରେ ଯାଉଥିଲେ। ହେଲେ କୁଆମରା ପୋଷ୍ଟ ଅଫିସ ନିକଟରେ ଥିବା ବାଙ୍କରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡିବା ସହିତ ପାଚେରୀରେ ବାଡେଇ ହୋଇଥିଲେ। ଯାହାକି ଘଟଣାସ୍ଥଳରେ ସହଦେଵ ଏବଂ ଶକ୍ତି ଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରଘୁ ଙ୍କୁ କୁଆମରା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ନିଶାସକ୍ତ ଅବସ୍ଥାରେ ଏଭଳି ଗାଡି ଚଲାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ରାତି ପ୍ରାୟ ୧୦ ଟାରେ ସୂଚନା ମିଳିଛି।4