ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ପୋଷ୍ଟ ଅଫିସ ନିକଟରେ କଲଭର୍ଟ ତଳକୁ ଖସି ୩ ମୃତ ଦୃତ ଗତିରେ ଗାଡି ଚଲାଇ ଆସିଲେ ଆଉ ବାଙ୍କ ନିକଟରେ ଭାରସାମ୍ୟ ହରାଇ କଲଭାର୍ଟ ତଳକୁ ବାଇକ ସହିତ ଖସି ବାଡେଇ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଅର୍ଥାତ୍ ଶନିବାର ରାତିରେ ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କୁଆମରା ପୋଷ୍ଟ ଅଫିସ ନିକଟରେ। କୁଆମରା ଗ୍ରାମର ସହଦେଵ ସିଂ, ଶକ୍ତି ସିଂ ଏବଂ ରଘୁ ସିଂ ଏକ କେଟିଏମ ଗାଡ଼ିରେ ଅତି ଦୃତ ଗତିରେ କୁଆମରା ଗ୍ରାମ ଭିତର ରାସ୍ତାରେ ଯାଉଥିଲେ। ହେଲେ କୁଆମରା ପୋଷ୍ଟ ଅଫିସ ନିକଟରେ ଥିବା ବାଙ୍କରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡିବା ସହିତ ପାଚେରୀରେ ବାଡେଇ ହୋଇଥିଲେ। ଯାହାକି ଘଟଣାସ୍ଥଳରେ ସହଦେଵ ଏବଂ ଶକ୍ତି ଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରଘୁ ଙ୍କୁ କୁଆମରା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ନିଶାସକ୍ତ ଅବସ୍ଥାରେ ଏଭଳି ଗାଡି ଚଲାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ରାତି ପ୍ରାୟ ୧୦ ଟାରେ ସୂଚନା ମିଳିଛି।
ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ପୋଷ୍ଟ ଅଫିସ ନିକଟରେ କଲଭର୍ଟ ତଳକୁ ଖସି ୩ ମୃତ ଦୃତ ଗତିରେ ଗାଡି ଚଲାଇ ଆସିଲେ ଆଉ ବାଙ୍କ ନିକଟରେ ଭାରସାମ୍ୟ ହରାଇ କଲଭାର୍ଟ ତଳକୁ ବାଇକ ସହିତ ଖସି ବାଡେଇ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି।
ଗତକାଲି ଅର୍ଥାତ୍ ଶନିବାର ରାତିରେ ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କୁଆମରା ପୋଷ୍ଟ ଅଫିସ ନିକଟରେ। କୁଆମରା ଗ୍ରାମର ସହଦେଵ ସିଂ, ଶକ୍ତି ସିଂ ଏବଂ ରଘୁ ସିଂ ଏକ କେଟିଏମ ଗାଡ଼ିରେ ଅତି ଦୃତ ଗତିରେ କୁଆମରା ଗ୍ରାମ ଭିତର ରାସ୍ତାରେ ଯାଉଥିଲେ।
ହେଲେ କୁଆମରା ପୋଷ୍ଟ ଅଫିସ ନିକଟରେ ଥିବା ବାଙ୍କରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡିବା ସହିତ ପାଚେରୀରେ ବାଡେଇ ହୋଇଥିଲେ। ଯାହାକି ଘଟଣାସ୍ଥଳରେ ସହଦେଵ ଏବଂ ଶକ୍ତି ଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରଘୁ ଙ୍କୁ କୁଆମରା ଡାକ୍ତରଖାନା ରେ
ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ନିଶାସକ୍ତ ଅବସ୍ଥାରେ ଏଭଳି ଗାଡି ଚଲାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ରାତି ପ୍ରାୟ ୧୦ ଟାରେ ସୂଚନା ମିଳିଛି।
- #ପାଣି_ଟାଙ୍କିରେ_ମଦ ପାଣି ଟାଙ୍କିରେ ପାଣି ମଦ। ଘର ଉପରେ ଥିବା ପାଣି ଟାଙ୍କିରୁ ବାହାରିଲା ପୁଳାପୁଳା ମଦ ଜାର୍। କଟକ ଜିଲ୍ଲା ଆଠଗଡ ଥାନା କୋରଙ୍ଗା ଗାଁ ଏବଂ ନିକଟସ୍ଥ କାଜୁ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ କରିଥିଲା। ମଦ ମାଫିଆଙ୍କ ଘର ଉପରେ ଥିବା ପାଣି ଟାଙ୍କିରେ ମଦ ଜାର୍ ଲୁଚାଇ ରଖିଥିବା ଜଣାପଡିଥିଲା।1
- Post by Damayanti behera2
- ବିପନ୍ନକୁ ସହାୟତାର ହାତ ବଡାଇଲେ ବିଜେପି ସାଧାରଣ ସମ୍ପାଦକ ଡ଼. ଅଣୁମାଧବ ପଣ୍ଡା l ସିମୁଳିଆ1
- ବାଲେଶ୍ବର ଜିଲ୍ଲା ର ଗର୍ବ ଓ ଗୌରବ ଆଣିଛନ୍ତି ଆଦ୍ୟଶା ପାଣିଗ୍ରାହି। ସେ ହେଉଛନ୍ତି ବେଲେଶ୍ୱର ମଡର୍ଣ୍ଣ ପବ୍ଲିକ ସ୍କୁଲର ପୂର୍ବତ୍ତନ ଛାତ୍ରୀ। ସେ ଏକା ସାଙ୍ଗରେ ୫ ଗୋଟି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏକା ସାଙ୍ଗରେ IIT MADRAS, NEET, IISER, NISER, ଓ NIT ରେ ଅଭୂତପୂର୍ବ ସଫଳତା ଅର୍ଜନ କରିଛନ୍ତି।1
- ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ । ମନ୍ଦିର, ମଠ, ଯେଉଁ ଜାଗାରେ ପାଚେରୀ ଅଛି ସେଇଠି ଭାଙ୍ଗି ନୂଆ ନିର୍ମାଣ କରିବା ଉଚିତ୍ କି ? ଆଉ ଜଉ ଜାଗାରେ କାମ ନାହିଁ ଯଥା କପ୍ତିପଦା ହାଟ, କପ୍ତିପଦା ମୁଖ୍ୟ ଗୋଲେଇ ସବୁଆଡ଼େ ପାଣି ଜମିବା ଓ ଡ୍ରେନ ନାହିଁ। ଏସବୁ ଜାଗାରେ କାମ ନାହିଁ।1
- ଲୋକନାଥ ଶୈବପୀଠରେ ଜଳାଭିଷେକ ପାଇଁ ଯାଉଛନ୍ତି ଶ୍ରଦ୍ଧାଳୁ, ହରହର ମହାଦେବ 🙏🏼1
- ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ପୋଷ୍ଟ ଅଫିସ ନିକଟରେ କଲଭର୍ଟ ତଳକୁ ଖସି ୩ ମୃତ ଦୃତ ଗତିରେ ଗାଡି ଚଲାଇ ଆସିଲେ ଆଉ ବାଙ୍କ ନିକଟରେ ଭାରସାମ୍ୟ ହରାଇ କଲଭାର୍ଟ ତଳକୁ ବାଇକ ସହିତ ଖସି ବାଡେଇ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଅର୍ଥାତ୍ ଶନିବାର ରାତିରେ ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କୁଆମରା ପୋଷ୍ଟ ଅଫିସ ନିକଟରେ। କୁଆମରା ଗ୍ରାମର ସହଦେଵ ସିଂ, ଶକ୍ତି ସିଂ ଏବଂ ରଘୁ ସିଂ ଏକ କେଟିଏମ ଗାଡ଼ିରେ ଅତି ଦୃତ ଗତିରେ କୁଆମରା ଗ୍ରାମ ଭିତର ରାସ୍ତାରେ ଯାଉଥିଲେ। ହେଲେ କୁଆମରା ପୋଷ୍ଟ ଅଫିସ ନିକଟରେ ଥିବା ବାଙ୍କରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡିବା ସହିତ ପାଚେରୀରେ ବାଡେଇ ହୋଇଥିଲେ। ଯାହାକି ଘଟଣାସ୍ଥଳରେ ସହଦେଵ ଏବଂ ଶକ୍ତି ଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରଘୁ ଙ୍କୁ କୁଆମରା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ନିଶାସକ୍ତ ଅବସ୍ଥାରେ ଏଭଳି ଗାଡି ଚଲାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ରାତି ପ୍ରାୟ ୧୦ ଟାରେ ସୂଚନା ମିଳିଛି।4