Shuru
Apke Nagar Ki App…
ବିଞ୍ଝାରପୁରରେ ବ୍ଲକ୍ ପରିସରରେ ଆଜି ସାଂସଦଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ପ୍ରମିଳା ମଲ୍ଲିକ ଉତ୍ତର ଦେଇପାରିଲେ ନାହିଁ ଗୋଖାଦ୍ୟ, ଚୁଡ଼ା ପାଲ ଯୋଗାଇ ପାରୁନାହାନ୍ତି ସରକାର। #bjd #viralreelsシ #trendingreels #Odisha #poltics #jajpur #BJD #OdishaPolitics #Binjharpur #PramilaMallik #NaveenPatnaik #Odisha #Politics #ViralReels #TrendingReels #news7odia
NEWS7ODIA
ବିଞ୍ଝାରପୁରରେ ବ୍ଲକ୍ ପରିସରରେ ଆଜି ସାଂସଦଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ପ୍ରମିଳା ମଲ୍ଲିକ ଉତ୍ତର ଦେଇପାରିଲେ ନାହିଁ ଗୋଖାଦ୍ୟ, ଚୁଡ଼ା ପାଲ ଯୋଗାଇ ପାରୁନାହାନ୍ତି ସରକାର। #bjd #viralreelsシ #trendingreels #Odisha #poltics #jajpur #BJD #OdishaPolitics #Binjharpur #PramilaMallik #NaveenPatnaik #Odisha #Politics #ViralReels #TrendingReels #news7odia
More news from Odisha and nearby areas
- Post by Sasmita singa1
- ହୃଦୟ କୁ ଛୁଇଁଲା ଭଳି ............................... ....1
- ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରୁ ବନ୍ୟାଞ୍ଚଳର ଅନୁଧ୍ୟାନ:ପାଣି ଛାଡିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ । ବନ୍ୟା ବିପନ୍ନଙ୍କୁ ଖୁବଶୀଘ୍ର ମିଳିବ ସହାୟତା । ଆକାଶମାର୍ଗରୁ ବନ୍ୟାଞ୍ଚଳର ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ପାଣି ଛାଡିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ ।1
- ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର ପ୍ରୋତ୍ସାହନ ରାଶି ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। Report by Muna Mahendra Patra @Ghatgaonmirror1
- ଜଗତସିଂହପୁର D.R.D କାର୍ଯ୍ୟାଳୟ ସଭା ଗୃହରେ ଭାରତସରକାର ଙ୍କ ଟେଲିକମ ବିଭାଗ ଆନୁକୂଲ୍ୟରେ, ଜିଲ୍ଲା ଉପଭୋକ୍ତା ସଚେତନତା ଶିବିର ଜଗତସିଂହପୁର D.R.D କାର୍ଯ୍ୟାଳୟ ସଭା ଗୃହରେ ଭାରତସରକାର ଙ୍କ ଟେଲିକମ ବିଭାଗ ଆନୁକୂଲ୍ୟରେ, ଜିଲ୍ଲା ଉପଭୋକ୍ତା ସଚେତନତା ଶିବିର #LatestNews #apanankakhabara #UpdateNews #cuttack #jagatsinghpur #Bhubaneswar #ganjam #Niali #news #OdishaNews #Odisha1
- 🏏🏏 CATCH ME IF YOU CAN 🏏🏏👍👍👍👍👍👍👍👍👍👍👍👍👍1
- 🙏🙏🙏ଜଳ ପ୍ରଳୟ 🙏🙏🙏 ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି1