logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର ପ୍ରୋତ୍ସାହନ ରାଶି ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। Report by Muna Mahendra Patra @Ghatgaonmirror

3 hrs ago
user_Ghatgaon mirror
Ghatgaon mirror
ଘାଟଗାଁ, କେନ୍ଦୁଝର, ଓଡ଼ିଶା•
3 hrs ago

ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର ପ୍ରୋତ୍ସାହନ ରାଶି ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। Report by Muna Mahendra Patra @Ghatgaonmirror

More news from ଓଡ଼ିଶା and nearby areas
  • ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର ପ୍ରୋତ୍ସାହନ ରାଶି ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। Report by Muna Mahendra Patra @Ghatgaonmirror
    1
    ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ 
ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା
ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର  ପ୍ରୋତ୍ସାହନ ରାଶି  ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। 
Report by Muna Mahendra Patra @Ghatgaonmirror
    user_Ghatgaon mirror
    Ghatgaon mirror
    ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    3 hrs ago
  • ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି
    4
    ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ 
ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    17 hrs ago
  • ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା। ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।
    1
    ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।
ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    15 hrs ago
  • ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଛଟେଇକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁରକ୍ଷା ସେବା ପରିଚାଳନା କରୁଥିବା କଳିଙ୍ଗ ୱାରିୟର ସଂସ୍ଥା ପକ୍ଷରୁ ପୁରୁଣା ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବାଦ ଦିଆଯାଉଥିବା ଅଭିଯୋଗ କରି ପ୍ରଭାବିତ କର୍ମଚାରୀମାନେ ସିଡିଏମ୍ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। #Jajpur #JajpurNews #CDMO #DistrictHeadquartersHospital #SecurityGuards #Protest #Dharna #KalingaWarriors #Odisha #OdishaNews #news7odia #BreakingNews #HospitalNews #JusticeForSecurityGuards #JobLoss #SecurityStaff #OdiaNews #LatestNews #ViralNews #Jajpurdistrict
    1
    ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଛଟେଇକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁରକ୍ଷା ସେବା ପରିଚାଳନା କରୁଥିବା କଳିଙ୍ଗ ୱାରିୟର ସଂସ୍ଥା ପକ୍ଷରୁ ପୁରୁଣା ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବାଦ ଦିଆଯାଉଥିବା ଅଭିଯୋଗ କରି ପ୍ରଭାବିତ କର୍ମଚାରୀମାନେ ସିଡିଏମ୍ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
#Jajpur #JajpurNews #CDMO #DistrictHeadquartersHospital #SecurityGuards #Protest #Dharna #KalingaWarriors #Odisha #OdishaNews #news7odia  #BreakingNews #HospitalNews #JusticeForSecurityGuards #JobLoss #SecurityStaff #OdiaNews #LatestNews #ViralNews #Jajpurdistrict
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    7 hrs ago
  • ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ । ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।
    1
    ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।
ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    11 hrs ago
  • 🙏🙏🙏ଜଳ ପ୍ରଳୟ 🙏🙏🙏 ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି
    1
    🙏🙏🙏ଜଳ ପ୍ରଳୟ 🙏🙏🙏
ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି  ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି
    user_KESHAB MOHAPATRA
    KESHAB MOHAPATRA
    Dyeworks ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.