Shuru
Apke Nagar Ki App…
#ବିଧାୟକ ସହ ସହ କର୍ମୀଙ୍କ ସହ ଜନ୍ମ ଦିନ ପାଳନ କଲେ କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ।#korai #mla #AkashDasnayak #focusଯାଜପୁର
ଯାଜପୁର ଖବର ପ୍ରସାରିତ
#ବିଧାୟକ ସହ ସହ କର୍ମୀଙ୍କ ସହ ଜନ୍ମ ଦିନ ପାଳନ କଲେ କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ।#korai #mla #AkashDasnayak #focusଯାଜପୁର
More news from ଓଡ଼ିଶା and nearby areas
- #ବିଧାୟକ ସହ ସହ କର୍ମୀଙ୍କ ସହ ଜନ୍ମ ଦିନ ପାଳନ କଲେ କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ।#korai #mla #AkashDasnayak #focusଯାଜପୁର1
- ଧର୍ମଶାଳାରୁ ୫ ହଜାର ଲୋକ ରକ୍ତଦାନ କରିଛନ୍ତି,ରାଜ୍ୟରେ ଥିବା ରକ୍ତ ସଙ୍କଟ ଏବଂ ଥାଲାସେମିଆ ରୋଗୀଙ୍କ ଆବଶ୍ୟକତାକୁ ଦୂର କରିବା ପାଇଁ , : ଲିକୁ ସାହୁ,ବିଧାୟକ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଏବଂ ଜନସାଧାରଣ ସାମିଲ ହୋଇ ରକ୍ତଦାନ କରିଛନ୍ତି। ରାଜ୍ୟରେ ଥିବା ରକ୍ତ ସଙ୍କଟ ଏବଂ ଥାଲାସେମିଆ ରୋଗୀଙ୍କ ଆବଶ୍ୟକତାକୁ ଦୂର କରିବା ପାଇଁ ଏହି ବୃହତ ମହତ କାର୍ଯ୍ୟର ଆୟୋଜନ କରାଯାଇଛି।1
- *_⏰17 September 2026 | Today Horoscope | Today Astrology | Today Horoscope in Hindi | Latest | #dblive_*1
- କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଜନ୍ମଦିନ ତାଙ୍କ ବାସଭବନରେ ବେଶ୍ ଆନନ୍ଦ ଉତ୍ସାହ ଏବଂ ଧୁମଧାମରେ ପାଳିତ ହୋଇଯାଇଛି ଏହି ଅବସରରେ ତାଙ୍କର ବହୁ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। #AkashDasNayak #Korei #HappyBirthdayBhai #KoreiMLA #TrainAccident #news7odia #OdishaNews #ବିଜେପି1
- ଭଦ୍ରକରେ ଯଦି ଆସନ୍ତା ୧୫ ଦିନ ମଧ୍ୟରେ ମେଡିକାଲ କଲେଜ ସ୍ଥାପନ ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାନଯାଏ , ତେବେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ଏପରିକି ଭଦ୍ରକ ବନ୍ଦ ଡାକରା ଦେବାକୁ ବି ପଛାଇବ ନାହିଁ ।1
- ଭଦ୍ରକ ରେ ଆରମ୍ଭ ହେଲା ଲଘୁଚାପ ଜନିତ ବର୍ଷା, କିଛିଦିନ ର ବ୍ୟବଧାନ ପରେ ପୁଣି ଲଘୁଚାପ ବର୍ଷା ଆରମ୍ଭ1
- ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି। ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି।1
- *_📡17 September 2026 | अब तक की बड़ी ख़बरें | Top 10 News | Breaking news | Latest news in hindi | #dblive_*1