Shuru
Apke Nagar Ki App…
#ଗୋପୁତ୍ରି_ବଡଚଣା_ଥାନା IIC ଶ୍ରୀମତୀ #ମଧୁ ମ୍ୟାଡମ ଜଣେ #ଗୋମାତା_ରକ୍ଷୀକା। ଏବେ ପର୍ଯ୍ୟନ୍ତ ଶତାଧିକ ଗୋ ମାଫିଆ ଙ୍କୁ ଜେଲ ପଠେଇବା ସହିତ ରକ୍ଷା କଲେଣି 800ରୁ ଉର୍ଦ୍ଧ୍ବ #ଗୋମାତା ଙ୍କ ଜିବନ। ଜଣେ କର୍ତ୍ତବ୍ୟରତ ତଥା ଧର୍ମ ପ୍ରତି ନିଷ୍ଠା ରଖୁଥିବା ଜଣେ #ସଚ୍ଚୋଟ ଅଫିସର୍। ଯିଏ କି ଆଇନ ର ସଦୁପଯୋଗ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରୁଥିବାରୁ ଆମେ କୃତଜ୍ଞତା ଜ୍ଞାପନ କରୁଛୁ। ଏହି #ଧର୍ମପରାୟଣ ପୋଲିସ ଅଫିସର୍ ଏବେ ଆମ ଗୋରକ୍ଷକ ମାନଙ୍କ ର ଆଶା ଭରଷା ପାଲଟିବା ସହିତ ପୋଲିସ ପ୍ରଶାସନ ପାଇଁ ପ୍ରେରଣା ର ଉତ୍ସ ହୋଇପାରିଛନ୍ତି। ଆପଣଙ୍କୁ ଗୋମାତା ଙ୍କ ର ଆଶୀର୍ବାଦ ପ୍ରାପ୍ତ ହେଉ। ଏଭଳି ଦୁଃସାହସିକ କର୍ଯ୍ଯ କରିବା ପାଇଁ ଗୋମାତା ଆପଣଙ୍କୁ ଶକ୍ତି ,ସାମର୍ଥ୍ୟ ଏବଂ ସାହସ ପ୍ରଦାନ କରନ୍ତୁ ସୁସ୍ଥ ରଖନ୍ତୁ। ଜୟ ଗୋମାତା 🚩 ଜୟ ମା ଜଗତଜନନୀ ଦେବୀ ଦୁର୍ଗା 🙏🚩
Tapasdas

More news from Khordha and nearby areas
- Budget for census1
- Post by Banshidhar Bemal1
- ସରପଞ୍ଚ ଆସୁନାହିଁ ଗ୍ରାମ ପଞ୍ଚାୟତ କୁ ଜିଲ୍ଲାପାଲ ଙ୍କୁ ଅଭିଯୋଗ କଲେ ଗ୍ରାମବାସି ।1
- Post by Dharmu Oram1
- #ଜୀବନଛାଡିଯାଉଚେ୍ଲୋରାଣୀ 🇹🇯🌹🌹🇹🇯🌹🌹🌹🌹🇹🇯🇹🇯🇹🇯🇹🇯1
- ନାରାୟଣ ସେବା ଟ୍ରଷ୍ଟର ସମସ୍ତ ସଦସ୍ୟ ଅଧ ରାତିରେ କମ୍ବଳ ଦାନ କଲେ1
- ଅଲ ଇଣ୍ଡିଆ ଲେଟ କାଟ କ୍ରିକେଟ ଟୁର୍ନାମେଣ୍ଟ ଖବର1
- Post by Sandeep Barla1
- ନିଜର ସ୍ବାସ୍ଥ୍ୟ କୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା ଶୁଣନ୍ତୁ1