logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହିନ୍ଦୋଳ ପାଟଲା ଗାଁରେ ଦଣ୍ଡ ନୃତ୍ୟ ବେଳେ ଅଘଟଣ. ୩ ଜଣ ଦଣ୍ଡୁଆ ମୃତ୍ୟୁ. ଅନ୍ୟ ୩ ଜଣ ଆହତ ସୂଚନା. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଆଜି ରାତି 8ଟା ବେଳେ ବଡ଼ ଅଘଟଣ. ଦଣ୍ଡ ନୃତ୍ୟ ପାଇଁ ଷ୍ଟେଜ ବାନ୍ଧିବା ବେଳେ ଛଅ ଜଣ ଦଣ୍ଡୁଆ 11 କେ ଭି ବିଦ୍ୟୁତ ଲାଇନ ସଂସ୍ପର୍ଶ ରେ ଆସି ଗୁରୁତର ହୋଥିଲେ. ସେମାନଙ୍କୁ ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳେ ଡାକ୍ତର 3ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି. ଅନ୍ୟ 3ଜଣ ଗୁରୁତର ଅଛନ୍ତି.

2 hrs ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
2 hrs ago

ହିନ୍ଦୋଳ ପାଟଲା ଗାଁରେ ଦଣ୍ଡ ନୃତ୍ୟ ବେଳେ ଅଘଟଣ. ୩ ଜଣ ଦଣ୍ଡୁଆ ମୃତ୍ୟୁ. ଅନ୍ୟ ୩ ଜଣ ଆହତ ସୂଚନା. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଆଜି ରାତି 8ଟା ବେଳେ ବଡ଼ ଅଘଟଣ. ଦଣ୍ଡ ନୃତ୍ୟ ପାଇଁ ଷ୍ଟେଜ ବାନ୍ଧିବା ବେଳେ ଛଅ ଜଣ ଦଣ୍ଡୁଆ 11 କେ ଭି ବିଦ୍ୟୁତ ଲାଇନ ସଂସ୍ପର୍ଶ ରେ ଆସି ଗୁରୁତର ହୋଥିଲେ. ସେମାନଙ୍କୁ ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳେ ଡାକ୍ତର 3ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି. ଅନ୍ୟ 3ଜଣ ଗୁରୁତର ଅଛନ୍ତି.

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଆଜି ରାତି 8ଟା ବେଳେ ବଡ଼ ଅଘଟଣ. ଦଣ୍ଡ ନୃତ୍ୟ ପାଇଁ ଷ୍ଟେଜ ବାନ୍ଧିବା ବେଳେ ଛଅ ଜଣ ଦଣ୍ଡୁଆ 11 କେ ଭି ବିଦ୍ୟୁତ ଲାଇନ ସଂସ୍ପର୍ଶ ରେ ଆସି ଗୁରୁତର ହୋଥିଲେ. ସେମାନଙ୍କୁ ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳେ ଡାକ୍ତର 3ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି. ଅନ୍ୟ 3ଜଣ ଗୁରୁତର ଅଛନ୍ତି.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଆଜି ରାତି 8ଟା ବେଳେ ବଡ଼ ଅଘଟଣ. ଦଣ୍ଡ ନୃତ୍ୟ ପାଇଁ ଷ୍ଟେଜ ବାନ୍ଧିବା ବେଳେ ଛଅ ଜଣ ଦଣ୍ଡୁଆ 11 କେ ଭି ବିଦ୍ୟୁତ ଲାଇନ ସଂସ୍ପର୍ଶ ରେ ଆସି ଗୁରୁତର ହୋଥିଲେ. ସେମାନଙ୍କୁ ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳେ ଡାକ୍ତର 3ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି. ଅନ୍ୟ 3ଜଣ ଗୁରୁତର ଅଛନ୍ତି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • Post by Sujan naik
    1
    Post by Sujan naik
    user_Sujan naik
    Sujan naik
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    20 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    12 hrs ago
  • ଅତ୍ୟାଧୁନିକ ରେଟ ବଢିବ କାଜୁବାଦାମ ରେଟ ସୂଚନା ମିଳୁଛିକି ଗତ ବର୍ଷ ଭଳି ସବୁଠାରୁ ସଂସ୍ଥା ହୋଇଥିଲା କିନ୍ତୁ ଏ ବର୍ଷ କାଜୁ ଅଭାବ ପାଇଁ ୨୫0ରୁ ଆରମ୍ଭ
    1
    ଅତ୍ୟାଧୁନିକ ରେଟ ବଢିବ କାଜୁବାଦାମ ରେଟ ସୂଚନା ମିଳୁଛିକି ଗତ ବର୍ଷ ଭଳି ସବୁଠାରୁ ସଂସ୍ଥା ହୋଇଥିଲା କିନ୍ତୁ ଏ ବର୍ଷ କାଜୁ ଅଭାବ ପାଇଁ ୨୫0ରୁ ଆରମ୍ଭ
    user_News odia odisha
    News odia odisha
    Tailor Dhenkanal Sadar, Odisha•
    19 hrs ago
  • ଗ୍ରା Adipada ପୋ gateri ଥାନା ନୂଆ ଗାଁ ଦେଶ ବହୁତ୍ ଆଗକୁ ଗଲାଣି ହେଲେ ଆମ ଗାଁ ସଡ଼କ ସେମିତି ରହିଗଲା ସରକାର ଙ୍କୁ ଦେଖା ଯାଉନି ସରକାର ଙ୍କୁ ବିନିତ ଅନୁରୋଧ କିଛି ପଦ କ୍ଷେପ ନିଆଗଲେ ଆମେ ବହୁତ ଉପକୃତ ହେବୁ
    1
    ଗ୍ରା Adipada ପୋ gateri ଥାନା ନୂଆ ଗାଁ ଦେଶ ବହୁତ୍ ଆଗକୁ ଗଲାଣି ହେଲେ ଆମ ଗାଁ ସଡ଼କ ସେମିତି ରହିଗଲା ସରକାର ଙ୍କୁ ଦେଖା ଯାଉନି ସରକାର ଙ୍କୁ ବିନିତ ଅନୁରୋଧ କିଛି ପଦ କ୍ଷେପ ନିଆଗଲେ ଆମେ ବହୁତ ଉପକୃତ ହେବୁ
    user_Jagan naik
    Jagan naik
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    3 hrs ago
  • ଉତ୍କଳିୟମ ଫାଉଣ୍ଡେସନ ତରଫରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ#spnewstvliveodia #breakingnews #nayagarhnews
    1
    ଉତ୍କଳିୟମ ଫାଉଣ୍ଡେସନ ତରଫରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ#spnewstvliveodia #breakingnews #nayagarhnews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    5 hrs ago
  • Post by Sendhavai
    1
    Post by Sendhavai
    user_Sendhavai
    Sendhavai
    Video editing service ଗାନ୍ଧିଆ, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • ଢେଙ୍କାନାଳ ଜିଲ୍ଲା ଉପାନ୍ତ ଅଞ୍ଚଳ ହିନ୍ଦୋଳ ଏନ ଏ ସି ର ଖରମୁଳ ଠାରେ ଆଜି ବିଜେପି ପକ୍ଷରୁ 47ତମ ପ୍ରତିଷ୍ଠା ଉତ୍ସବ ସମାରୋହ ରେ ଅନୁଷ୍ଠିତ. ଏଥିଲେ ଯୋଗଦେଲେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ବିଧାୟିକା ସୀମାରାଣୀ ନାୟକ.
    1
    ଢେଙ୍କାନାଳ ଜିଲ୍ଲା ଉପାନ୍ତ ଅଞ୍ଚଳ ହିନ୍ଦୋଳ ଏନ ଏ ସି ର ଖରମୁଳ ଠାରେ ଆଜି ବିଜେପି ପକ୍ଷରୁ 47ତମ ପ୍ରତିଷ୍ଠା ଉତ୍ସବ ସମାରୋହ ରେ ଅନୁଷ୍ଠିତ. ଏଥିଲେ ଯୋଗଦେଲେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ବିଧାୟିକା ସୀମାରାଣୀ ନାୟକ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.