logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା:ପ୍ର:ଓଗ୍ରାମ ସରକାଣା ସ୍ଵାମି ପରିତ କ୍ତା ୰ପିତାଙ୍କ ସରକାର ଜାଗା ନୋକାନଘରେ ରହୁଛନ୍ତି ନାଆଁବାଳକ ପୁଅକୁ ଧରି ନିଜ ନାମରଜାଗା କିଣି ଛନ୍ତି ପକା ଘର ପାଇଁ ସରକାରଙ୍କ ପାଖରେ ଜାବି ଭିଡ଼ିଓ ତା ୮/୮/୨୦୨୬

9 hrs ago
user_KSHIROD CHANDRA PANDA
KSHIROD CHANDRA PANDA
ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
9 hrs ago

ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା:ପ୍ର:ଓଗ୍ରାମ ସରକାଣା ସ୍ଵାମି ପରିତ କ୍ତା ୰ପିତାଙ୍କ ସରକାର ଜାଗା ନୋକାନଘରେ ରହୁଛନ୍ତି ନାଆଁବାଳକ ପୁଅକୁ ଧରି ନିଜ ନାମରଜାଗା କିଣି ଛନ୍ତି ପକା ଘର ପାଇଁ ସରକାରଙ୍କ ପାଖରେ ଜାବି ଭିଡ଼ିଓ ତା ୮/୮/୨୦୨୬

More news from ଓଡ଼ିଶା and nearby areas
  • ଓଏଭି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସଫଳତାକୁ ସମ୍ମାନ ଆଇକନିକ ଓଏଭିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ୨୦୨୬ ବାର୍ଷିକ ପରୀକ୍ଷା ଓ ବିଭିନ୍ନ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ବର ଅନ୍ଧାରୁଆସ୍ଥିତ ଆଇକନିକ ଓଏଭି ଠାରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଲା ନାୟକ । ବିଭାଗୀୟ ସଚିବ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା ରାଉତ, ଆଇକନିକ ଓଏଭିର ଅଧ୍ୟକ୍ଷ ଶ୍ରୀଯୁକ୍ତ ତନୁଜ କୁମାର ନାୟକ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମକୁ ସ୍ବୀକୃତି ମିଳିଥାଏ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା । ଦୀର୍ଘ ୧୦ ବର୍ଷ ମଧ୍ୟରେ ଓଏଭି ସଫଳତା ପଥରେ ଅଗ୍ରସର ହେଉଛି । ଆଇକନିକ ଓଏଭି ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଜ ସ୍ବପ୍ନ ପୂରଣ କରିବାର ସୁଯୋଗ ଦେଉଛି । ଏଥିସହ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେବା ସହ ଅନ୍ୟମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରିବାକୁ ଉପଦେଶ ଦେଇଛନ୍ତି । ବିଭାଗୀୟ ସଚିବ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ, ପରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସେ ସେମାନଙ୍କର ଶୈକ୍ଷିକ ଯାତ୍ରା, ପରୀକ୍ଷା ପ୍ରସ୍ତୁତି ରଣନୀତି ଏବଂ ଭବିଷ୍ୟତର ଆକାଂକ୍ଷା ବିଷୟରେ ଆଲୋଚନା କରିଥିଲେ । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ରାଉତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ । ଏହି ସଫଳତା ଶେଷ ନୁହେଁ ବରଂ ନୂତନ ଯାତ୍ରାର ଆରମ୍ଭ ବୋଲି କହିଛନ୍ତି । ଏଥିସହ ଓଏଭିର ସଫଳତା ପାଇଁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଥାଉକି, ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ସଫଳ ହୋଇଥିବା ଶ୍ରେଷ୍ଠ ୯ ଜଣ, ଦ୍ୱାଦଶ ପରୀକ୍ଷା ବିଜ୍ଞାନ ଓ ବାଣିଜ୍ୟରେ ସଫଳ ହୋଇଥିବା ଶ୍ରେଷ୍ଠ ୧୫ ଜଣ, ଜେଇଇ ରେ ସଫଳତା ପାଇଥିବା ଶ୍ରେଷ୍ଠ ୧୩ ଜଣ, ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ୧୫ ଜଣଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଓଏଭି, ବାଦି, ନୂଆପଡ଼ା ର ଲାଭ୍ୟାଂସ ମେହେର, ଓଏଭି, ଚପତଖଣ୍ଡା, ନର୍ଲା, କଳାହାଣ୍ଡି ର ସୋୟମ ସ୍ବାଗତ କରଙ୍କୁ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଭାବେ ପୁରସ୍କୃତ କରାଯାଇଛି । ଏଥିସହ ସିବିଏସି ଦଶମ ପରୀକ୍ଷାର ଟପର୍ ଆର୍ଶୀବାଦ ମାର୍ଥା,ଆର୍ଶୀବାଦ ମିଶ୍ର, ଶ୍ରେୟା ସ୍ମରଣିକା, ଶ୍ରେୟଂସ ନନ୍ଦ ଓ ସୋୟମ ସଙ୍କେତ ଦାସ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ଲେଖାଏଁ ପରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ଦ୍ୱାଦଶ ପରୀକ୍ଷାର ବିଜ୍ଞାନ ଟପର୍ ସାଇ ସୋହମ ପ୍ରଧାନ, ବାଣିଜ୍ୟ ଟପର୍ ଦିଶା ସାହା, ଜେଇଇ ଓଏଭି ଟପର୍ ପ୍ରୀୟୂଷ ରଞ୍ଜନ ସ୍ବାଇଁ, ନିଟ୍ ପରୀକ୍ଷାର ଓଏଭି ଟପର୍ ସୋୟମ ସ୍ବାଗତ କରଙ୍କୁ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି । ଏବଂ ଏଥିସହ ଚଳିତ ବର୍ଷ ଆଇଆଇଟିରେ ନାମଲେଖାଇ ଥିବା ତିନି ଜଣ ଛାତ୍ରଛାତ୍ରୀ- ଲାଭ୍ୟାଂସ ମେହେର, ବିନାୟକ ପାତ୍ର, ପୀୟୂଷ ରଞ୍ଜମ ସ୍ବାଇଁଙ୍କୁ ଇସ୍ରୋର ପୂର୍ବତନ ବୈଜ୍ଞାନିକ ଡକ୍ଟର ରାଘବ ପ୍ରସାଦ ସାହୁଙ୍କ ଦ୍ବାରା ପ୍ରଦତ୍ତ ଅର୍ଥରାଶି ଯଥାକ୍ରମେ ୨୦,୦୦୦, ୩୦,୦୦୦, ୫୦,୦୦୦ ଟଙ୍କା ପ୍ରଦାନ କରାଯାଇଛି ।
    1
    ଓଏଭି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସଫଳତାକୁ ସମ୍ମାନ
ଆଇକନିକ ଓଏଭିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ୨୦୨୬ ବାର୍ଷିକ ପରୀକ୍ଷା ଓ ବିଭିନ୍ନ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ବର ଅନ୍ଧାରୁଆସ୍ଥିତ ଆଇକନିକ ଓଏଭି ଠାରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଲା ନାୟକ । ବିଭାଗୀୟ ସଚିବ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା ରାଉତ, ଆଇକନିକ ଓଏଭିର ଅଧ୍ୟକ୍ଷ ଶ୍ରୀଯୁକ୍ତ ତନୁଜ କୁମାର ନାୟକ ଉପସ୍ଥିତ ଥିଲେ । 
ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମକୁ ସ୍ବୀକୃତି ମିଳିଥାଏ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା । ଦୀର୍ଘ ୧୦ ବର୍ଷ ମଧ୍ୟରେ ଓଏଭି ସଫଳତା ପଥରେ ଅଗ୍ରସର ହେଉଛି । ଆଇକନିକ ଓଏଭି ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଜ ସ୍ବପ୍ନ ପୂରଣ କରିବାର ସୁଯୋଗ ଦେଉଛି । ଏଥିସହ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେବା ସହ ଅନ୍ୟମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରିବାକୁ ଉପଦେଶ ଦେଇଛନ୍ତି । 
ବିଭାଗୀୟ ସଚିବ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ, ପରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସେ ସେମାନଙ୍କର ଶୈକ୍ଷିକ ଯାତ୍ରା, ପରୀକ୍ଷା ପ୍ରସ୍ତୁତି ରଣନୀତି ଏବଂ ଭବିଷ୍ୟତର ଆକାଂକ୍ଷା ବିଷୟରେ ଆଲୋଚନା କରିଥିଲେ । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ରାଉତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ । ଏହି ସଫଳତା ଶେଷ ନୁହେଁ ବରଂ ନୂତନ ଯାତ୍ରାର ଆରମ୍ଭ ବୋଲି କହିଛନ୍ତି । ଏଥିସହ ଓଏଭିର ସଫଳତା ପାଇଁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି । 
ସୂଚନା ଥାଉକି, ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ସଫଳ ହୋଇଥିବା ଶ୍ରେଷ୍ଠ ୯ ଜଣ, ଦ୍ୱାଦଶ ପରୀକ୍ଷା ବିଜ୍ଞାନ ଓ ବାଣିଜ୍ୟରେ ସଫଳ ହୋଇଥିବା ଶ୍ରେଷ୍ଠ ୧୫ ଜଣ, ଜେଇଇ ରେ ସଫଳତା ପାଇଥିବା ଶ୍ରେଷ୍ଠ ୧୩ ଜଣ,  ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ୧୫ ଜଣଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଓଏଭି, ବାଦି,  ନୂଆପଡ଼ା ର  ଲାଭ୍ୟାଂସ ମେହେର, ଓଏଭି, ଚପତଖଣ୍ଡା, ନର୍ଲା, କଳାହାଣ୍ଡି ର ସୋୟମ ସ୍ବାଗତ କରଙ୍କୁ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଭାବେ ପୁରସ୍କୃତ କରାଯାଇଛି । ଏଥିସହ ସିବିଏସି ଦଶମ ପରୀକ୍ଷାର ଟପର୍ ଆର୍ଶୀବାଦ ମାର୍ଥା,ଆର୍ଶୀବାଦ ମିଶ୍ର, ଶ୍ରେୟା ସ୍ମରଣିକା, ଶ୍ରେୟଂସ ନନ୍ଦ ଓ ସୋୟମ ସଙ୍କେତ ଦାସ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ଲେଖାଏଁ ପରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ଦ୍ୱାଦଶ ପରୀକ୍ଷାର ବିଜ୍ଞାନ ଟପର୍ ସାଇ ସୋହମ ପ୍ରଧାନ, ବାଣିଜ୍ୟ ଟପର୍ ଦିଶା ସାହା, ଜେଇଇ ଓଏଭି ଟପର୍ ପ୍ରୀୟୂଷ ରଞ୍ଜନ ସ୍ବାଇଁ, ନିଟ୍ ପରୀକ୍ଷାର ଓଏଭି ଟପର୍ ସୋୟମ ସ୍ବାଗତ କରଙ୍କୁ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି । ଏବଂ ଏଥିସହ ଚଳିତ ବର୍ଷ ଆଇଆଇଟିରେ ନାମଲେଖାଇ ଥିବା ତିନି ଜଣ ଛାତ୍ରଛାତ୍ରୀ- ଲାଭ୍ୟାଂସ ମେହେର, ବିନାୟକ ପାତ୍ର, ପୀୟୂଷ ରଞ୍ଜମ ସ୍ବାଇଁଙ୍କୁ ଇସ୍ରୋର ପୂର୍ବତନ ବୈଜ୍ଞାନିକ ଡକ୍ଟର ରାଘବ ପ୍ରସାଦ ସାହୁଙ୍କ ଦ୍ବାରା ପ୍ରଦତ୍ତ ଅର୍ଥରାଶି ଯଥାକ୍ରମେ ୨୦,୦୦୦, ୩୦,୦୦୦, ୫୦,୦୦୦ ଟଙ୍କା ପ୍ରଦାନ କରାଯାଇଛି ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି #LatestNews #UpdateNews #apanankakhabara #debagada #cuttack #Bhubaneswar #news #OdishaNews #odisha
    1
    ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି
ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି #LatestNews #UpdateNews #apanankakhabara #debagada #cuttack #Bhubaneswar #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    7 hrs ago
  • menatakarrananehichhodugii............. mmmmmmmnnn
    1
    menatakarrananehichhodugii.............          mmmmmmmnnn
    user_Ritali Behera
    Ritali Behera
    Artist ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    12 hrs ago
  • ଯିଏ ଜଗା ଜପିଚି ତାକୁ ଜଗା ମିଳିଚି ସିଏ ଜଗା ପାଦରେ ତା ଜନ୍ମ ସାରିଚି ⭕❗⭕🙏❤️
    1
    ଯିଏ ଜଗା ଜପିଚି ତାକୁ ଜଗା ମିଳିଚି ସିଏ ଜଗା ପାଦରେ ତା ଜନ୍ମ ସାରିଚି ⭕❗⭕🙏❤️
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    8 hrs ago
  • ଭୁବନେଶ୍ୱର ଜିଲ୍ଲା ସିଶୁଅନନ୍ତ ମଠ ରୁ ପବିତ୍ର ମାଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା
    1
    ଭୁବନେଶ୍ୱର ଜିଲ୍ଲା ସିଶୁଅନନ୍ତ ମଠ ରୁ ପବିତ୍ର ମାଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • ପିପୁଲସ କଲେଜ ବୁଗୁଡ଼ା ରାଜନୀତୀ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପାଠାଚକ୍ର ଅନୁଷ୍ଠିତ ପିପୁଲସ କଲେଜ ବୁଗୁଡ଼ା ରାଜନୀତୀ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପାଠାଚକ୍ର ଅନୁଷ୍ଠିତ #LatestNews #UpdateNews #apanankakhabara #cuttack #ganjam #Bhubaneswar #news #OdishaNews #odisha
    1
    ପିପୁଲସ କଲେଜ ବୁଗୁଡ଼ା ରାଜନୀତୀ ବିଜ୍ଞାନ ବିଭାଗ ପକ୍ଷରୁ  ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପାଠାଚକ୍ର ଅନୁଷ୍ଠିତ
ପିପୁଲସ କଲେଜ ବୁଗୁଡ଼ା ରାଜନୀତୀ ବିଜ୍ଞାନ ବିଭାଗ ପକ୍ଷରୁ  ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପାଠାଚକ୍ର ଅନୁଷ୍ଠିତ  #LatestNews #UpdateNews #apanankakhabara #cuttack #ganjam #Bhubaneswar #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    8 hrs ago
  • ଜ୍ଞାନ ବିଜ୍ଞାନ ମେଳାରେ ୨୯୩ ଶିଶୁଙ୍କ ଅଂଶଗ୍ରହଣ। ପୁରୀରେ ଅନୁଷ୍ଠିତ ହୋଇଛି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬/୨୭। ଘୋଡ଼ାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିଶୁମାନେ ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ମୋଟ ୨୯୩ ଜଣ ଶିଶୁ ଅଂଶଗ୍ରହଣ କରିଥିବାବେଳେ ୬୭ ଜଣ କୃତୀ ପ୍ରତିଯୋଗୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁରୀ, ୮ ଅଗଷ୍ଟ।ଘୋଡ଼ାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬/୨୭। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଟିଆରଓ ଶ୍ରୀ ଅନୁଶ୍ରବ ଗନ୍ତାୟତ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଶିଶୁମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ନୂତନ ସ୍ୱପ୍ନକୁ ସାକାର କରିବା ସହ ବୈଜ୍ଞାନିକ ଚିନ୍ତାଧାରା ଓ ବୈଜ୍ଞାନିକ ପରିବେଶକୁ 0ଆଗେଇ ନେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଙ୍କୁଳ ପ୍ରମୁଖ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ବୈଜ୍ଞାନିକଙ୍କ ଜୀବନୀ କଥନ, ବୈଜ୍ଞାନିକଙ୍କ ଫଟୋଚିତ୍ର ସଂଗ୍ରହ, ବିଜ୍ଞାନଭିତ୍ତିକ ପ୍ରୟୋଗ, ବିଜ୍ଞାନ ପ୍ରଶ୍ନମଞ୍ଚ, ମୂର୍ତ୍ତିକଳା, ପତ୍ରବାଚନ, ସ୍ୱଳ୍ପ ବା ବିନା ମୂଲ୍ୟରେ ଉପକରଣ ପ୍ରସ୍ତୁତି ଏବଂ ବିଜ୍ଞାନ ସମ୍ବନ୍ଧୀୟ ନାଟକ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମୋଟ ୨୯୩ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୭ ଜଣ ପ୍ରତିଭାଗୀ ପୁରସ୍କାର ପାଇଁ ବିବେଚିତ ହେବା ସହ ଆଗାମୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ପୁରୀ ଜିଲ୍ଲା ସହ ପ୍ରମୁଖ ଦୀନବନ୍ଧୁ ତ୍ରିପାଠୀ, ସଙ୍କୁଳ ପ୍ରମୁଖ ତଥା ପୁରୀ ବିଭାଗ ନିରୀକ୍ଷକ ଶ୍ରୀ ସରୋଜ କୁମାର ପଟ୍ଟନାୟକ ଏବଂ ସଙ୍କୁଳ ସହ ସଂଯୋଜକ ଶ୍ରୀ ରବିନ୍ଦ୍ର କୁମାର ନନ୍ଦ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ତଥା ସହ ପ୍ରଧାନଆଚାର୍ଯ୍ୟ ଶ୍ରୀ ସୁଶାନ୍ତ ସ୍ୱାଇଁ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ଶେଷରେ ବିଦ୍ୟାଳୟ ସମ୍ପାଦକ ଶ୍ରୀ ଅରବିନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଗୁରୁଜୀ, ଗୁରୁମା ଓ ସେବକ-ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ରିପୋର୍ଟର—ଡ଼ଃ ମନୋଜ କୁମାର ବଳିଆରସିଂ, ପୁରୀ।
    4
    ଜ୍ଞାନ ବିଜ୍ଞାନ ମେଳାରେ ୨୯୩ ଶିଶୁଙ୍କ ଅଂଶଗ୍ରହଣ।

ପୁରୀରେ ଅନୁଷ୍ଠିତ ହୋଇଛି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬/୨୭। ଘୋଡ଼ାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ବିଦ୍ୟାଳୟର ଶିଶୁମାନେ ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ମୋଟ ୨୯୩ ଜଣ ଶିଶୁ ଅଂଶଗ୍ରହଣ କରିଥିବାବେଳେ ୬୭ ଜଣ କୃତୀ ପ୍ରତିଯୋଗୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପୁରୀ, ୮ ଅଗଷ୍ଟ।ଘୋଡ଼ାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬/୨୭।
ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଟିଆରଓ ଶ୍ରୀ ଅନୁଶ୍ରବ ଗନ୍ତାୟତ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।
ଶିଶୁମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ନୂତନ ସ୍ୱପ୍ନକୁ ସାକାର କରିବା ସହ ବୈଜ୍ଞାନିକ ଚିନ୍ତାଧାରା ଓ ବୈଜ୍ଞାନିକ ପରିବେଶକୁ 0ଆଗେଇ ନେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଙ୍କୁଳ ପ୍ରମୁଖ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମରେ ବୈଜ୍ଞାନିକଙ୍କ ଜୀବନୀ କଥନ, ବୈଜ୍ଞାନିକଙ୍କ ଫଟୋଚିତ୍ର ସଂଗ୍ରହ, ବିଜ୍ଞାନଭିତ୍ତିକ ପ୍ରୟୋଗ, ବିଜ୍ଞାନ ପ୍ରଶ୍ନମଞ୍ଚ, ମୂର୍ତ୍ତିକଳା, ପତ୍ରବାଚନ, ସ୍ୱଳ୍ପ ବା ବିନା ମୂଲ୍ୟରେ ଉପକରଣ ପ୍ରସ୍ତୁତି ଏବଂ ବିଜ୍ଞାନ ସମ୍ବନ୍ଧୀୟ ନାଟକ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଏଥିରେ ମୋଟ ୨୯୩ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୭ ଜଣ ପ୍ରତିଭାଗୀ ପୁରସ୍କାର ପାଇଁ ବିବେଚିତ ହେବା ସହ ଆଗାମୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଉଦ୍‌ଯାପନୀ ଉତ୍ସବରେ ପୁରୀ ଜିଲ୍ଲା ସହ ପ୍ରମୁଖ ଦୀନବନ୍ଧୁ ତ୍ରିପାଠୀ, ସଙ୍କୁଳ ପ୍ରମୁଖ ତଥା ପୁରୀ ବିଭାଗ ନିରୀକ୍ଷକ ଶ୍ରୀ ସରୋଜ କୁମାର ପଟ୍ଟନାୟକ ଏବଂ ସଙ୍କୁଳ ସହ ସଂଯୋଜକ ଶ୍ରୀ ରବିନ୍ଦ୍ର କୁମାର ନନ୍ଦ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।
ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ତଥା ସହ ପ୍ରଧାନଆଚାର୍ଯ୍ୟ ଶ୍ରୀ ସୁଶାନ୍ତ ସ୍ୱାଇଁ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ଶେଷରେ ବିଦ୍ୟାଳୟ ସମ୍ପାଦକ ଶ୍ରୀ ଅରବିନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଳୟର ଗୁରୁଜୀ, ଗୁରୁମା ଓ ସେବକ-ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ରିପୋର୍ଟର—ଡ଼ଃ ମନୋଜ କୁମାର ବଳିଆରସିଂ, ପୁରୀ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    31 min ago
  • ସ୍ୱାମୀ ର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ll Big Breaking News ll ସ୍ୱାମୀ ର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ll Big Breaking News ll
    1
    ସ୍ୱାମୀ ର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ll Big Breaking News ll 
ସ୍ୱାମୀ ର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ll Big Breaking News ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.