logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ବୀରମହାରାଜପୁର ମୁକ୍ତିତୀର୍ଥ ଔଷଧ ଦୋକାନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ମୁକ୍ତିତୀର୍ଥ ଔଷଧ ଦୋକାନ l ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ବୀରମହାରାଜପୁର ମୁକ୍ତିତୀର୍ଥ ଔଷଧ ଦୋକାନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ମୁକ୍ତିତୀର୍ଥ ଔଷଧ ଦୋକାନରେ ଗରିବ ଅସହାୟ ରୋଗୀମାନଙ୍କ ଜୀବନ ସହିତ ଖେଳ ଚାଲିଛି। ଅନଭିଜ୍ଞ ଅପାଠୁଆ କରୁଛନ୍ତି ରୋଗୀ ଚିକିତ୍ସା। ନିରବଦ୍ରଷ୍ଟା ସାଜିଛି ପ୍ରଶାସନ। ବୀର ମାଟି ବୀରମହାରାଜପୁର ଉପଖଣ୍ଡିୟ ଚିକିତ୍ସାଳୟରେ ମାଗଣା ରୋଗୀ ସେବା ଉପଲବ୍ଧ ହେଉଥବା ବେଳେ ନିଜ ସ୍ୱାର୍ଥ ହାସଲ ନିମନ୍ତେ ଏଠି ଅପାଠୁଆ ସାଜିଛନ୍ତି ବଡ଼ ଡାକ୍ତର। ଏଇଟା ଗୋଟିଏ ଔଷଧ ଦୋକାନ ନା ଚିକିତ୍ସାଳୟ । ଏଇ ମାତ୍ରାଧିକ ଭିଡ ଦେଖିଲେ ଲାଗୁଛି ଏଠାରେ ବୋଧେ କିଛି ଗୋଟେ ଅଫର ଚାଲିଛି । ନାଇଁ ଆଜ୍ଞା ଏଇଠି କିଛି ଅଫର ନାହିଁ। ଭିଡ ଏଥିପାଇଁ ଲାଗିଛି ଯେ ଦେହ ଖରାପ ହେଉ କି କୌଣସି ବଡ଼ ରୋଗ ଏଠି ଭଲ ହୋଇଯାଉଛି। ହେଲେ ସବୁଠୁ ମଜା କଥା ହେଲା ବେକରେ ଟେଥୋସ୍କୋପ ପକାଇ ରୋଗୀଙ୍କ ପଲ୍ସ ମାପୁଥିବା ବ୍ୟକ୍ତି ଜଣକ ହେଲେ ଧନେଶ୍ବର ମେହେର। ଶିକ୍ଷାଗତ ଯୋଗ୍ୟତା ହେଲା ଯୁକ୍ତଦୁଇ। କିନ୍ତୁ ଖୁଲମଖୁଲା ବେଧଡକ ଭାବରେ ବୀରମହାରାଜପୁର ଉପଖଣ୍ଡ ନ୍ୟାୟାଳୟ ସମ୍ମୁଖରେ ଥିବା ମୁକ୍ତିତୀର୍ଥ ଔଷଧ ଦୋକାନରେ ବସି କରୁଛନ୍ତି ରୋଗୀ ଚିକିତ୍ସା। ପ୍ରେସକ୍ରିପ୍ସନ ନିଜେ ଲେଖୁଛନ୍ତି ଆଉ ମୋଟା ଅଙ୍କର ଔଷଧ ବିକୁଛନ୍ତି। ଫଳରେ ମାଙ୍କଡ଼ ହାତରେ ଶାଳଗ୍ରାମ ସଦୃଶ ଅପାଠୁଆଙ୍କ ହାତରେ ଅସହାୟ ରୋଗୀଙ୍କ ଜୀବନ। ଦୈନିକ ଶହ ଶହ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ମେହେର ବାପପୁଅ। ଏଇଠି ପ୍ରତିଦିନ ଦୁଇ ଶହରୁ ଅଧିକା ରୋଗୀ ଚିକିତ୍ସିତ ହେବାର ସଙ୍ଗେ ନିଜର ଜୀବନକୁ ବାଜିରେ ଲଗାଉଛନ୍ତି। କିନ୍ତୁ ପ୍ରଶାସନର ନଜର ପଡୁନି। ଅଭିଯୋଗ ଅନୁସାରେ ମୁକ୍ତିତୀର୍ଥ ମେଡିକାଲ ଷ୍ଟୋରରେ ଦୁଇ ନମ୍ବରି ଔଷଧ ବିକ୍ରୀ ହେଉଥିବା ବେଳେ ଏଠି ଅଯୋଗ୍ୟ ଲେଖୁଛନ୍ତି ପ୍ରେସକ୍ରିପସନ। ଚିନ୍ତା କରନ୍ତୁ ରୋଗୀର ଅବସ୍ଥା କଣ ହେଉଥିବ। ସୁସ୍ଥ ହେବା ତ ଦୁରର କଥା ଔଷଧ କିଣି କିଣି ନୟାନ୍ତ ହେଉଛନ୍ତି ରୋଗୀ। ଶୀଘ୍ର ଏହି ଦୋକାନ ଓ ଅପାଠୁଆ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳ ତଥା ଜିଲ୍ଲାରେ ଜୋରଜାର ଦାବୀ ହେଉଛି। ଏନେଇ ଅନେକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି।

on 13 March
user_Ajira Samachar
Ajira Samachar
Photographer ସୋନପୁର, ସୋନପୁର, ଓଡ଼ିଶା•

More news from ଓଡ଼ିଶା and nearby areas
  • ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।
    1
    ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    15 hrs ago
  • Post by Manoj Kumar Achary
    1
    Post by Manoj Kumar Achary
    user_Manoj Kumar Achary
    Manoj Kumar Achary
    ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    6 hrs ago
  • ​କୁଚିଣ୍ଡା ଉପଖଣ୍ଡରେ ବିକାଶର ନୂଆ ଅଧ୍ୟାୟ। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ୭୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ​ସକାଳୁ କୁଚିଣ୍ଡାରେ ବିଭିନ୍ନ ଭିତ୍ତିଭୂମିର ଉଦଘାଟନ ପରେ ବାମରା ମକର ମେଳଣ ପଡିଆରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମନ୍ତ୍ରୀ। ​📌 ଖବରର ମୁଖ୍ୟ ବିନ୍ଦୁ: ✅ ୩୭୫ କୋଟି ଟଙ୍କାର ନିବେଶ। ✅ ୭୮ଟି ନୂଆ ବିକାଶମୂଳକ ପ୍ରକଳ୍ପ। ✅ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ହେବ କାୟାକଳ୍ପ। ​ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ।
    1
    ​କୁଚିଣ୍ଡା ଉପଖଣ୍ଡରେ ବିକାଶର ନୂଆ ଅଧ୍ୟାୟ। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ୭୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି।
​ସକାଳୁ କୁଚିଣ୍ଡାରେ ବିଭିନ୍ନ ଭିତ୍ତିଭୂମିର ଉଦଘାଟନ ପରେ ବାମରା ମକର ମେଳଣ ପଡିଆରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମନ୍ତ୍ରୀ।
​📌 ଖବରର ମୁଖ୍ୟ ବିନ୍ଦୁ:
✅ ୩୭୫ କୋଟି ଟଙ୍କାର ନିବେଶ।
✅ ୭୮ଟି ନୂଆ ବିକାଶମୂଳକ ପ୍ରକଳ୍ପ।
✅ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ହେବ କାୟାକଳ୍ପ।
​ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    16 hrs ago
  • Post by BIDYADHAR SAHANI
    2
    Post by BIDYADHAR SAHANI
    user_BIDYADHAR SAHANI
    BIDYADHAR SAHANI
    ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    1 hr ago
  • Post by ସାଥୀ ଟି ଭି
    1
    Post by ସାଥୀ ଟି ଭି
    user_ସାଥୀ ଟି ଭି
    ସାଥୀ ଟି ଭି
    Video Creator Sohela, Bargarh•
    2 hrs ago
  • बस्ती के राधा कृष्ण मंदिर से निकलर बीजू चौक होते हुए पूरे बस्ती का भ्रमण कर निकले सियाराम ओर हनुमान । बामरा में महा विषुव संक्रांति एवं पना संक्रांति के कुछ खास पल #Hanumanjayanti2026 #Bamranews #PanaSankranti
    1
    बस्ती के राधा कृष्ण मंदिर से निकलर बीजू चौक होते हुए पूरे बस्ती का भ्रमण कर निकले सियाराम ओर हनुमान । बामरा में महा विषुव संक्रांति एवं पना संक्रांति के कुछ खास पल #Hanumanjayanti2026 #Bamranews #PanaSankranti
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    5 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    16 hrs ago
  • Post by ସାଥୀ ଟି ଭି
    1
    Post by ସାଥୀ ଟି ଭି
    user_ସାଥୀ ଟି ଭି
    ସାଥୀ ଟି ଭି
    Video Creator Sohela, Bargarh•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.