Shuru
Apke Nagar Ki App…
ରାଣୀଖମା ନିକଟରେ ବୋଷ କୁ ଅପେକ୍ଷା କରିଥିବା ବେଳେ ମୋହନା ପୋଲିସ ର ଚଡାଉ 4ଟି ବସ୍ତା ଛାଡି ସିମ୍ପଟ ମାରିଲେ ଅଭିଯୁକ୍ତ ଏକ କୁଇଣ୍ଟାଲ ଗଞ୍ଜେଇ କରିଛି ପୋଲିସ
Ansubhai Pandey
ରାଣୀଖମା ନିକଟରେ ବୋଷ କୁ ଅପେକ୍ଷା କରିଥିବା ବେଳେ ମୋହନା ପୋଲିସ ର ଚଡାଉ 4ଟି ବସ୍ତା ଛାଡି ସିମ୍ପଟ ମାରିଲେ ଅଭିଯୁକ୍ତ ଏକ କୁଇଣ୍ଟାଲ ଗଞ୍ଜେଇ କରିଛି ପୋଲିସ
More news from ଓଡ଼ିଶା and nearby areas
- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଢୁଙ୍କାପୋଡା ଗ୍ରାମରେ ଅବସ୍ଥିତ ଶ୍ରୀମା ମାଉଁଦେଇ ମନ୍ଦିର ର କିଛି ଦୃଶ୍ୟ ଦେଖିବାକୁ ମିଳିଛି1
- ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା: ୬୬ କିଲୋ ଗଞ୍ଜେଇ ସହ ୨ କାର ଜବତ, ୨ ଗିରଫ ବୁଗୁଡ଼ା,୨୫/୦୮(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନକୁ ଅଧିକ କଡ଼ାକଡ଼ି କରି ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ମୁତାବକ, ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରିଥିଲେ। ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଟିମ୍ ଦୁଇ ଜଣଙ୍କୁ ସଫଳତାର ସହ କାବୁ କରିଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ସମେତ ଚାଲାଣରେ ବ୍ୟବହୃତ ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ନାମକ ଦୁଇଟି କାର୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଢ଼ଉଝୋଳା ଗ୍ରାମର ଭିକାରୀ ଚରଣ ନାୟକ ଓ ଗୌତମ ବୁଦ୍ଧ ନାୟକ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ଏବଂ ୨ଟି ଚାରିଚକିଆ ଯାନ (ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ଜବତ କରାଯାଇଛି।ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ।ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆଇନ ଅନୁଯାୟୀ ମାମଲା କେସ୍ ନଂ ୮୦/୨୬ ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।ଏହି ସଫଳତା ଅବକାରୀ ବିଭାଗର ନିଶା ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ଆଗାମୀ ଦିନରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରା ଚାଲାଣ ଉପରେ ଅଧିକ କଡ଼ା ନଜର ରଖାଯିବ ବୋଲି ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି।1
- ଖରାପ ରାସ୍ତା ସାର୍ଟୁଲ ପଂଚାୟତ ର ଅର୍କୀମାହା ଠାରୁ ବାବାନ୍ଦାଗୁଡା ପର୍ଯ୍ୟନ୍ତ ରାସ୍ତା ଖରାପ ଅଛି ଫଳରେ ମୁଖ୍ୟମନ୍ତ୍ରୀ ବସ ଆସି ପାରୁନି ଆଉ ଅର୍କୀମାହା sartul ବାନ୍ଦାଗୁଡା ଲୋକ ହଇରାଣ ହଉଛନ୍ତି ଦୟାକରି ରାସ୍ତା ପିଚୁ କରିଦେଲେ ଭଲ ହେଇ ଥାନ୍ତା ଧନ୍ୟଵାଦ1
- NAACH JHUM BAND PARTY 💥B. MUSKUNI1
- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ ଘରୋଇ କରଣ ଯାହା ଚିନ୍ତା ଏବେ ନବୀନ ଙ୍କ ପାଇଁ1
- ଚୁକ୍ତି ସରିବା ଆଗରୁ ଆୟୁଷ ସରିଗଲା #Odisha #KanakNews #Ganjam1
- ମଣିଷ ଜୀବନରେ ଅନେକ ସମସ୍ୟା ଓ ଦୁଃଖ ସୁଖ ସବୁ ବେଳେ ଲାଗିଥାଏ କିନ୍ତୁ ଯିଏ ଦୁଃଖ ସୁଖ ସବୁକୁ ଏକା ସାଙ୍ଗରେ ସହିଥାଏ ସିଏ ହିଁ ପ୍ରକୃତ ରେ ମଣିଷ ଜୀବନ ପାଇଥାଏ1
- 🇹🇯🌹💋🥺😄♥️🌹1
- ପୁରୁଷୋତ୍ତମପୁର : ସିକୁଳା ଗ୍ରାମରେ ବିଦ୍ୟୁତ ଆଘାତରେ ଯୁବକ ମୃତ,ନିର୍ମାଣ ଧୀନ ଘରେ କାମ ବେଳେ ଘଟିଛି ଅଘଟଣ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ବଳରାମ ଗୌଡ଼ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଗ୍ରାମରେ ଚାଲିଥିବା ନିର୍ମାଣଧିନ ଘରେ ବଳରାମ କରିବା ସମୟରେ ବିଦ୍ୟୁତ ସସ୍ପର୍ଶ ରେ ଆସି ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଧାରକରୀ ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଏଠାରେ ଡାକ୍ତର ବଳରାମ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଖବରପାଇ ପୁରୁଷୋତ୍ତମପୁର ପୋଲିସ ମେଡିକାଲ ରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରୀ ତଦନ୍ତ ଚଳାଇଛି l1