Shuru
Apke Nagar Ki App…
ଖଣ୍ଡପଡ଼ା ଏନ୍ ଏସି ପକ୍ଷରୁ ସ୍ୱାୟତ୍ତ ନିଖିଳ ଭାରତ ଶାସନ ଦିବସ ପାଳିତ
Kishan bibhar
ଖଣ୍ଡପଡ଼ା ଏନ୍ ଏସି ପକ୍ଷରୁ ସ୍ୱାୟତ୍ତ ନିଖିଳ ଭାରତ ଶାସନ ଦିବସ ପାଳିତ
More news from Odisha and nearby areas
- ଫୁଳ୍ ଭିଡ଼ିଓ 👉2
- ମା ବୈଷ୍ଣବୀ ଦେବୀ ମନ୍ଦିର, ଯାମୁବଣ, ମଗରବନ୍ଧ, ନୟାଗଡ.1
- #ସଦସ୍ୟତା_ଅଭିଯାନର_କର୍ମଶାଳା_2024_ଅନୁଷ୍ଠିତ_ହୋଇଯାଇଅଛି ଅଦ୍ୟ ତା 31-08-2024 ରିଖ,ପୁରୁଣା ରାଜବାଟୀ ଠାରେ ଭାରତୀୟ ଜନତା ପାର୍ଟି ନୟାଗଡ଼ ତରଫରୁ ସଦସ୍ୟତା ଅଭିଯାନର କର୍ମଶାଳା -2024 ଅନୁଷ୍ଠିତ ହୋଇଯାଇଅଛି |ଉକ୍ତ କର୍ମଶାଳା ରାଣୀମା ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନେତୃତ୍ୱରେ ଶୁଭାରମ୍ଭ କରାଯାଇଅଛି |ଏହି କର୍ମଶାଳାରେ ନୟାଗଡ଼ର ସମସ୍ତ ପଂଚାୟତ ନେତୃବୃନ୍ଦ ମାନେ ଯୋଗଦାନ କରିଥିଲେ | ଏକ ମାସ ମଧ୍ୟରେ ନୟାଗଡରେ ଭାରତୀୟ ଜନତା ପାର୍ଟିରେ 1ଲକ୍ଷ ସଦସ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଅଛି1
- ନୟାଗଡ଼ ମୁନିସିପାଲିଟି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ସମାରୋହ -୨୦୨୪ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ପାଳିତ ଅନୁଷ୍ଠିତ , ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ IAS, DUDA ର PD ସୁମନ ବେହେରାଙ୍କ ଙ୍କ ସମସ୍ତ ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ l #1
- ବେଗୁନିଆ ନିର୍ବାଚନ ମଣ୍ଡଳୀର ବାଂକୋଇ ଏବଂ ବୋତଳମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଥିବା ଡାକ୍ତର ସମେତ ଅନ୍ୟାନ୍ୟ କର୍ମଚାରୀ ନାହାନ୍ତି ଏହା ପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିଲେ ଓ ବେଗୁନିଆ ବୋଲଗଡ଼ PHC, CHC ଡାକ୍ତରଖାନା ଉପରେ କଡା ନଜର ରଖିବା ପ୍ରତି ଦୃଷ୍ଟି ଆକର୍ଷଣ କରିଲି ଏବଂ ଆବଶ୍ୟକରୁ ଅଧିକ ଡାକ୍ତର ଏବଂ Cardiology, Neurology ଓ Orthopedic ଆଦି ମୁଖ୍ୟ ବିଭାଗ ମାନଙ୍କରେ ଏକ ସ୍ୱତନ୍ତ୍ର ଡାକ୍ତରୀଦଳ ଯୋଗାଇ ଦିଆଯିବା ସହ ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯାହାକି ଏକ ସ୍ୱତନ୍ତ୍ର Burn Ward ଖୋଲିବା ପାଇଁ ।ବାଚସ୍ପତି ମହୋଦୟା ଏବଂ ବିଭାଗୀୟ ମନ୍ତ୍ରୀ ନିକଟରେ ଦାବୀ ଉପସ୍ଥାପନ କଲେ | #ମୋ_ପାଇଁ_ବଡ଼_ମୋ_ବେଗୁନିଆ_ବୋଲଗଡ଼ . .1
- କଟକ ବଡ଼ମ୍ବା -ନରସିଂହପୁର, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଅଧୂବେଶନ ଅନୁଷ୍ଠିତ #badambanews #narasinghpurnews #cuttacknews #news #NewsUpdate #Dhanushexpress YouTube link -https://youtu.be/LB4Txjd_qSg?si=Fc6OiFR1dBbYDDan1
- ମା ହରଚଣ୍ଡୀ ଗୋଶାଳା ରଣପୁର.... ତଥାପି କହିବି ଆମ ପାଇଁ ବଡ଼ ଆମ ରଣପୁର ଗଡ଼ ବହୁତ ବଡ଼ ଭୁଲ ହେଇଗଲା ଗୋବଂଶ ର ସୁରକ୍ଷା କରି...ସତରେ କଣ ଗୋବଂଶ ର ସୁରକ୍ଷା ହେବନି... ସତରେ କଣ ଗୋମାତା ର ଦୁଃଖ ପାଇଁ ସରକାର କିଛି ଵେବସ୍ତା କରିବେନି......1
- ଡ୍ରାଇଭର ଦିବସ ପାଳିଲେ ଖଣ୍ଡପଡ଼ା ବ୍ଲକ ଡ୍ରାଇଭର ମହାସଂଘ1